ଲାଲଗୁଡି

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Lalgudi (Thiruthavathurai [୧])
லால்குடி (திருத்தவத்துறை [୨])
town
Country India
State , RegionTamil Nadu , Chola Nadu
DistrictTiruchirapalli
DivisionLalgudi division
TalukLalgudi taluk
State Assembly ConstituencyLalgudi (1952 onwards)
Lok Sabha ConstituencyPerambalur since 2009
Named forred colour temple tower during 12th century
Government
 • Typetown
 • Bodytown panchayat
Elevation
57 m (187 ft)
Population
 (2001)
 • Total୨୩,୭୪୦
Languages
 • OfficialTamil
Time zoneUTC+5:30 (IST)
Telephone code0431
ଯାନବାହାନ ପଞ୍ଚୀକରଣTN-48
Websitewww.lalgudi.org


ଲାଲଗୁଡି ଏକ ଭାରତୀୟ ସହର ପଞ୍ଚାୟତ (Town Panchayat) ଅଟେ । ଏହା ତାମିଲନାଡୁର ତିରୁଚିରପ୍ପଲ୍ଲି ଜିଲ୍ଲାରେ ଅବସ୍ଥିତ ।


ଭୌଗଳିକ ଅବସ୍ଥିତି[ସମ୍ପାଦନା]

ଲାଲଗୁଡି ୧୦.୮୭୦୭ ଉତ୍ତର ଅକ୍ଷାଂଶ ଓ ୭୮.୮୨୦୧ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୯୩ ଫୁଟ ଉଚ୍ଚତାରେ ରହିଛି ।[୩]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଲାଲଗୁଡି ସହରର ମୋଟ ଜନସଂଖ୍ୟା ୨୧୨୦୪ ଅଟେ ।[୪] ସେଥି ମଧ୍ୟରୁ ୪୯.୯୮% ଜଣ ପରୁଷ ହୋଇଥିବା ବେଳେ ୫୦.୦୨% ଜଣ ନାରୀ ଅଟନ୍ତି । ଲାଲଗୁଡିର ସାକ୍ଷରତା ହାର ୮୦.୭୨% ଅଟେ । ଏହା ଜାତୀୟ ହାରଠାରୁ -୧୫.୮୮% ପ୍ରତିଶତ କମ ଅଟେ । ସେଥିରୁ ୪୨.୮୬% ପ୍ରତିଶତ ପୁରୁଷ ଓ ୩୭.୮୭% ନାରୀ ଅଟନ୍ତି । ୯.୫୩% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୪]

ଭାଷା[ସମ୍ପାଦନା]

ତାମିଲ ଲାଲଗୁଡିର ସରକାରୀ ଭାଷା ଅଟେ ।


ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Saptharishi Temple". Retrieved August 3, 2014.
  2. "Saptharishi Temple". Retrieved August 3, 2014.
  3. "Directory of Cities, Towns, and Regions in India". Retrieved 27 September 2015.
  4. ୪.୦ ୪.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]