ଲାଲକୃଷ୍ଣ ଆଡ଼ଭାନୀ
ଦେଖଣା
(ଲାଲକୃଷ୍ଟ ଆଡଭାନୀରୁ ଲେଉଟି ଆସିଛି)
ଲାଲକୃଷ୍ଣ ଆଡ଼ଭାନୀ | |
|---|---|
| ଭାରତର ଉପ-ପ୍ରଧାନ ମନ୍ତ୍ରୀ | |
| କାର୍ଯ୍ୟକାଳ ୫ ଫେବୃଆରୀ ୨୦୦୦ – ୨୨ ମଇ ୨୦୦୪ | |
| ପୂର୍ବ ଅଧିକାରୀ | ଚୌଧୁରୀ ଦେବୀ ଲାଲ |
| ପର ଅଧିକାରୀ | Vacant |
| ଗୃହ ମନ୍ତ୍ରୀ | |
| କାର୍ଯ୍ୟକାଳ ୧୯ March ୧୯୯୮ – ୨୨May ୨୦୦୪ | |
| ପ୍ରଧାନ ମନ୍ତ୍ରୀ | ଅଟଳ ବିହାରୀ ବାଜପେୟୀ |
| ପୂର୍ବ ଅଧିକାରୀ | ଇନ୍ଦ୍ରଜିତ ଗୁପ୍ତା |
| ପର ଅଧିକାରୀ | ଶିବରାଜ ପାଟିଲ |
| Leader of Opposition (Lok Sabha) | |
| କାର୍ଯ୍ୟକାଳ ମଇ ୨୦୦୪ – ଡିସେମ୍ବର ୨୦୦୯ | |
| ପୂର୍ବ ଅଧିକାରୀ | ସୋନିଆ ଗାନ୍ଧୀ |
| ପର ଅଧିକାରୀ | ସୁଷମା ସ୍ୱରାଜ |
| କାର୍ଯ୍ୟକାଳ ୧୯୮୯ – ୧୯୯୩ | |
| Minister of Personnel, Public Grievances and Pensions | |
| କାର୍ଯ୍ୟକାଳ ୨୯ January ୨୦୦୩ – ୨୧ May ୨୦୦୪ | |
| ପ୍ରଧାନ ମନ୍ତ୍ରୀ | ଅଟଳ ବିହାରୀ ବାଜପେୟୀ |
| Minister of Coal and Mines | |
| କାର୍ଯ୍ୟକାଳ ୧ July ୨୦୦୨ – ୨୫ August ୨୦୦୨ | |
| ପ୍ରଧାନ ମନ୍ତ୍ରୀ | ଅଟଳ ବିହାରୀ ବାଜପେୟୀ |
| President of ଭାରତୀୟ ଜନତା ପାର୍ଟି | |
| କାର୍ଯ୍ୟକାଳ ୧୯୮୬ – ୧୯୯୧ | |
| କାର୍ଯ୍ୟକାଳ ୧୯୯୩ – ୧୯୯୮ | |
| କାର୍ଯ୍ୟକାଳ ୨୦୦୪ – ୨୦୦୬ | |
| Leader of Opposition (Rajya Sabha) | |
| କାର୍ଯ୍ୟକାଳ January ୧୯୮୦ – April ୧୯୮୦ | |
| ବ୍ୟକ୍ତିଗତ ସବିଶେଷ | |
| ଜନ୍ମ | ୮ ନଭେମ୍ବର ୧୯୨୭ Karachi, (Sindh) British India (now Pakistan) |
| ରାଜନୀତିକ ଦଳ | ଭାରତୀୟ ଜନତା ପାର୍ଟି (୧୯୮୦-ଏପର୍ଯ୍ୟନ୍ତ) |
| ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | Bharatiya Jana Sangh (Before 1977) Janata Party (1977–1980) |
| ଜୀବନ ସାଥୀ | Kamla Advani |
| ସନ୍ତାନ | Pratibha (Daughter) Jayant (Son) |
| ଶିକ୍ଷାନୁଷ୍ଠାନ | Saint Patrick's High School, Karachi Sindh D. G. National College, Hyderabad, Sindh Government Law College, Bombay University. |
| ପେଷା | ଓକିଲ |
| ସନ୍ତକ | ଫାଇଲ:Lal bush Advani Signature.png |
| ୱେବସାଇଟ | Official website |
ଲାଲକୃଷ୍ଣ ଆଡ଼ଭାନୀ (ଜନ୍ମ: ୮ ନଭେମ୍ବର ୧୯୨୭) ଜଣେ ଭାରତୀୟ ଜନତା ରାଜନେତା । ସେ ୨୦୦୨ ମସିହାରୁ ୨୦୦୪ ମସିହା ପର୍ଯ୍ୟନ୍ତ ଅଟଳ ବିହାରୀ ବାଜପେୟୀଙ୍କ ଅଧିନରେ ଉପ-ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ଆଡ଼ଭାନୀ ଭାରତୀୟ ଜନତା ପାର୍ଟିର ସହ-ପ୍ରତିଷ୍ଠାତା ଏବଂ ଭାଜପାର ଜଣେ ବରିଷ୍ଠ ରାଜନୀତିଜ୍ଞ । ସେ ୧୦ମ ଓ ୧୪ଶ ଲୋକ ସଭାର ବିରୋଧୀ ଦଳର ନେତା ଭାବରେ କାର୍ଯ୍ୟ କରିଥିଲେ ।[୧] ୨୦୦୯ ଭାରତୀୟ ସାଧାରଣ ନିର୍ବାଚନରେ ସେ ନ୍ୟାସନାଲ୍ ଡେମୋକ୍ରେଟିକ୍ ଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଥିଲେ । ସେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଜଣେ ସଭ୍ୟ ଭାବରେ ପ୍ରଥମେ ଯୋଗ ଦେଇଥିଲେ ଏବଂ ପରେ ରାଜନୀତିରେ ପ୍ରବେଶ କରିଥିଲେ । ୨୦୧୫ ମସିହାରେ ତାଙ୍କୁ ଭାରତର ଦ୍ୱିତୀୟ ସର୍ବୋଚ୍ଚ ସମ୍ମାନ ପଦ୍ମ ବିଭୁଷଣ ପୁରସ୍କାର ପ୍ରଦାନ କରାଯାଇଥିଲା ।[୨]
ଆଧାର
[ସମ୍ପାଦନା]- ↑ "Members Bioprofile". Lok Sabha of India/National Informatics Centre, New Delhi. Archived from the original on 1 August 2012. Retrieved 27 April 2011.
- ↑ "Padma awards 2015 announced: Advani, Amitabh among 104 awardees", Zee News, 26 January 2015.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |