ଲାଭା ଗ୍ରହ

ଉଇକିପିଡ଼ିଆ‌ରୁ


Artist’s impression of COROT-7b, likely a lava exoplanet.

ଲାଭା ଗ୍ରହ ଏକ କାଳ୍ପନିକ ଲୌକିକ ଗ୍ରହ ଅଟେ । ଏହାର ସମସ୍ତ ପୃଷ୍ଠରେ ତରଳ ଲାଭା ଥାଏ । ପାଖରେ ଥିବା ସୂର୍ଯ୍ୟ ସହ ବାଡେଇ ହେବା ଫଳରେ ଏହି ଗ୍ରହ ସୃଷ୍ଟି ହୋଇଥାଏ ।ଏହା ତୀବ୍ର ବିକିରଣ ଦେଇଥାଏ ।[୧]

କାରଣ[ସମ୍ପାଦନା]

ଲାଭା ଗ୍ରହ ସୂର୍ଯ୍ୟଙ୍କ ଅତି ନିକଟରେ ଚାରିପାଖରେ ଘୂରୁଥାଏ । ଅତି ନିକଟରେ ଥିବା କାରଣରୁ ଏହା ସୂର୍ଯ୍ୟଙ୍କ ମାଧ୍ୟାକର୍ଷଣ ଶକ୍ତିଦ୍ୱାରା ପ୍ରଭାବିତ ହୋଇଥାଏ । tidal heat ଯୋଗୁ ଏହାର ସମସ୍ତ ପଥର ତରଳି ମାଗ୍ମା(magma)ରେ ପରିଣୀତ ହୋଇଯାଇଥାଏ ଯାହା ଆଗ୍ନେୟ ଉଦ୍ଗିରଣର ରୂପ ନେଇଥାଏ ।

ଆଧାର[ସମ୍ପାଦନା]

  1. Tidally Heated Terrestrial Exoplanets: Viscoelastic Response Models, Wade G. Henning, Richard J. O'Connell, Dimitar D. Sasselov, (Submitted on 10 Dec 2009)