ଲାବଣ୍ୟ ଭରଦ୍ୱାଜ
ଦେଖଣା
ଲାବଣ୍ୟ ଭରଦ୍ୱାଜ | |
|---|---|
| ଜନ୍ମ | ୧୨ ନଭେମ୍ବର ୧୯୮୪ |
| ଜାତୀୟତା | ଭାରତୀୟ |
| ବୃତ୍ତି(ସମୂହ) | ଅଭିନେତା ମଡେଲ୍ |
| ସକ୍ରିୟ ବର୍ଷ | ୨୦୦୮ ୨୦୧୩–୨୦୧୪ |
| ବୈବାହିକ-ସାଥୀ | ଦେଦେ ଫ୍ରେସିଲା (ବିବାହ: ୨୦୧୬) |
| ସନ୍ତାନ | ୨ |
ଲାବଣ୍ୟ ଭରଦ୍ୱାଜ (ଜନ୍ମ: ୧୨ ନଭେମ୍ବର ୧୯୮୪) ଜଣେ ଭାରତୀୟ ଅଭିନେତା ଓ ମଡେଲ୍ । ୨୦୧୩ ମସିହାର ପୌରାଣିକ ହିନ୍ଦୀ ଧାରାବାହିକ ମହାଭାରତରେ, ସହଦେବ ଭୂମିକରେ ଅଭିନୟ କରିବା ପାଇଁ ସେ ଜଣାଶୁଣା ।
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ଭରଦ୍ୱାଜ ଇଣ୍ଡୋନେସିଆରେ ଏକ କାର୍ଯ୍ୟକ୍ରମର ଶୁଟିଂ ସମୟରେ, ଇଣ୍ଡୋନେସିଆର ଜଣେ ଆଇନଜୀବି ଦେଦେ ଫ୍ରେସିଲାଙ୍କୁ ଭେଟିଥିଲେ । ସେମାନେ ୫ ଜୁନ ୨୦୧୬ରେ ବିବାହ କରିଥିଲେ ।[୧] ଉଭୟଙ୍କର ଦୁଇଜଣ ଝିଅ ଅଛନ୍ତି ।[୨]
ଅଭିନୟ ଜୀବନ
[ସମ୍ପାଦନା]- ଟେଲିଭିଜନ
- କାହାନୀ ହମାରେ ମହାଭାରତ କି (ବାଳକ ସହଦେବ ଭୂମିକାରେ)
- ମହାଭାରତ (ସହଦେବ ଭୂମିକାରେ)
ଆଧାର
[ସମ୍ପାଦନା]- ↑ "'Mahabharat' actor Lavanya Bhardwaj gets married". Archived from the original on 13 May 2016. Retrieved 27 April 2016.
- ↑ "Mahabharat actor Lavanya Bhardwaj blessed with a baby girl, names her Pratishta". The Times of India. ISSN 0971-8257. Retrieved 2024-10-30.
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଲାବଣ୍ୟ ଭରଦ୍ୱାଜ