|
| ବ୍ୟାଟିଂ ପ୍ରକାର | Right-hand bat |
|---|
| ବୋଲିଂ ପ୍ରକାର | Right-arm fast |
|---|
| ସମ୍ପର୍କୀୟ | Amar Singh (brother) |
|---|
|
| National side | |
|---|
|
|
|---|
|
| ପ୍ରତିଯୋଗିତା |
Tests |
First-class |
|---|
| ମ୍ୟାଚ ସଂଖ୍ୟା |
1 |
27 |
| ମୋଟ ରନ |
1 |
325 |
| ବ୍ୟାଟିଂ ହାର |
0.50 |
8.55 |
| ଶତକ/ଅର୍ଦ୍ଧଶତକ |
-/- |
-/1 |
| ସର୍ବାଧିକ ରନ |
1 |
70 |
| ବଲ ସଂଖ୍ୟା |
138 |
4741 |
| ଉଇକେଟ |
- |
125 |
| ବୋଲିଂ ହାର |
- |
17.37 |
| ଇନିଙ୍ଗସରେ ୫ଟି ଉଇକେଟ |
- |
5 |
| ମ୍ୟାଚରେ ୧୦ଟି ଉଇକେଟ |
- |
3 |
| ସବୁଠୁ ଭଲ ବୋଲିଂ |
- |
8/14 |
| କ୍ୟାଚ/ଷ୍ଟମ୍ପିଙ୍ଗ |
1/- |
25/- | |
|
|---|
|
ରାମଜୀ ଲାଧା ନାକୁମ
pronunciation (help·info) (୧୦ ଫେବୃଆରୀ ୧୯୦୦ - ୨୦ ଡିସେମ୍ବର ୧୯୪୮) ଜଣେ ପୂର୍ବତନ ଭାରତୀୟ କ୍ରିକେଟ ଖେଳାଳି । ସେ ଭାରତ ପାଇଁ ଗୋଟିଏ ଟେଷ୍ଟ ମ୍ୟାଚ ଖେଳିଥିଲେ । ସେ ଜଣେ ଦ୍ରୁତ ଗତି ବୋଲର ଥିଲେ । ସେ ୧୯୩୧ ମସିହାରେ ଏକ ପ୍ରଥମ ଶ୍ରେଣୀ ମ୍ୟାଚରେ ୧୪ ରନ କରି ୮ଟି ୱିକେଟ ହାସଲ କରିବା ସହ ନିଜାମ ରାଜ୍ୟ ରେଳବାଇ ବିରୁଦ୍ଧରେ ୩୨ ରନରେ ୪ଟି ୱିକେଟ କରିଥିଲେ । ତାଙ୍କ ଭାଇ ଆମର ସିଂହ ମଧ୍ୟ ଜଣେ କ୍ରିକେଟ ଖେଳାଳି ଥିଲେ ।[୧]