ଡେକ୍ସଲାନ୍ସୋପ୍ରାଜୋଲ

ଉଇକିପିଡ଼ିଆ‌ରୁ
(ଲାଡେକ୍ସଲାନ୍ସୋପ୍ରାଜୋଲରୁ ଲେଉଟି ଆସିଛି)
ଡେକ୍ସଲାନ୍ସୋପ୍ରାଜୋଲ
Clinical data
Trade namesKapidex, Dexilant, others
AHFS/Drugs.commonograph
MedlinePlusa695020
data
Pregnancy
category
  • US: B (No risk in non-human studies)
Routes of
administration
By mouth
Drug classProton pump inhibitor
ATC code
Legal status
Legal status
Pharmacokinetic data
Excretion50% renal and 47% in the feces[୧]
Identifiers
  • (R)-(+)-2-([3-methyl-4-(2,2,2-trifluoroethoxy)pyridin-2-yl]methylsulfinyl)-1H-benzo[d]imidazole
CAS Number
PubChem CID
IUPHAR/BPS
ChemSpider
UNII
KEGG
ChEMBL
ECHA InfoCard100.215.667 Edit this at Wikidata
Chemical and physical data
FormulaC16H14F3N3O2S
Molar mass369.363 g/mol
3D model (JSmol)
  • n1c2ccccc2[nH]c1[S@](=O)Cc3nccc(c3C)OCC(F)(F)F
  • InChI=1S/C16H14F3N3O2S/c1-10-13(20-7-6-14(10)24-9-16(17,18)19)8-25(23)15-21-11-4-2-3-5-12(11)22-15/h2-7H,8-9H2,1H3,(H,21,22)/t25-/m1/s1 ☒N
  • Key:MJIHNNLFOKEZEW-RUZDIDTESA-N ☒N
 ☒NcheckY (what is this?)  (verify)

ଡେକ୍ସଲାନ୍ସୋପ୍ରାଜୋଲ (ଇଂରାଜୀ ଭାଷାରେ Dexlansoprazole, ଏକ ବିକ୍ରୟ ନାମ ଡେକ୍ସିଲାଣ୍ଟ/ Dexilant) ଏକ ଔଷଧ ଯାହା ପାକସ୍ଥଳୀର ଅମ୍ଳ (stomach acid) କମେଇଦିଏ ।[୨] ଗାସ୍ଟ୍ରୋଏସୋଫେଜିଆଲ ରିଫ୍ଲକ୍ସ ଡିଜିଜ ରୋଗର ଚିକିତ୍ସାରେ ଏହା ଦିଆଯାଏ ।[୨] ଅନ୍ୟାନ୍ୟ ପ୍ରୋଟୋନ ପମ୍ପ ଇନହିବିଟର (en:proton pump inhibitors/ PPIs) ଭଳି ସମତୁଲ କାମ କରେ ।[୩] ଏହା ପାଟିରେ ଦିଆଯାଏ । [୨]

ଡେକ୍ସଲାନ୍ସୋପ୍ରାଜୋଲର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ଉଦର ଯନ୍ତ୍ରଣା ଓ ଅଇ ହୋଇପାରେ ।[୨] ପାର୍ଶ୍ୱ ପ୍ରତିକ୍ରିୟା ସାଂଘାତିକ ହେଲେ ଓଷ୍ଟିଓପୋରୋସିସ, ଅଳ୍ପ ରକ୍ତ ମାଗନେସିଅମ (low blood magnesium), କ୍ଲସ୍ଟ୍ରିଡିଅମ ଡିଫିସିଲ ସଂକ୍ରମଣ (Clostridium difficile infection), ଆନାଫାଇଲାକ୍ସିସନିମୋନିଆ ଆଦି ରୋଗ ହୋଇପାରେ ।[୨] ଗର୍ଭାବସ୍ଥାସ୍ତନ୍ୟପାନ ସମୟରେ ଏହାର ନିରାପତ୍ତା ସନେହ ଜନ‌କ ।[୪] ପାକସ୍ଥଳୀର ପାରାଏଟାଲ ଜୀବକୋଷରେ (parietal cell) ଥିବା ହାଇଡ୍ରୋଜେନ ପୋଟାସିଅମ ଏଟିପେଜକୁ (H+/K+-ATPase) ଅବରୋଧ କରି ଏହା କାର୍ଯ୍ୟକ୍ଷମ ହୁଏ ।[୨]

ସନ ୨୦୦୯ରେ ଡେକ୍ସଲାନ୍ସୋପ୍ରାଜୋଲ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକାରେ ସ୍ୱୀକୃତ ହୋଇଥିଲା ।[୨] ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଔଷଧ ବାବଦ ଏକ ମାସରେ ପ୍ରାୟ ୨୭୦ ଆମେରିକୀୟ ଡଲାର ଖର୍ଚ୍ଚ ହୁଏ ।[୫] ସନ ୨୦୧୬ରେ କାନାଡ଼ାରେ ଏହି ଔଷଧ ବାବଦ ଏକ ମାସରେ ପ୍ରାୟ ୭୧.୫୦ କାନାଡ଼ିଆନ ଡଲାର ଖର୍ଚ୍ଚ ହେଉଥିଲା ଓ ଏହା ସବୁଠାରୁ ଦାମିକା ପ୍ରୋଟିନ ପମ୍ପ ଇନହିବିଟର ଥିଲା ।[୩] ସନ ୨୦୧୬ରେ ଏହାର ୩ ନିୟୁତରୁ ଅଧିକ ପ୍ରେସକ୍ରିପସନ ହୋଇ ସର୍ବାଧିକ ପ୍ରେସକ୍ରିସନ ତାଲିକାର ୧୯୦ତମ ସ୍ଥାନରେ ଥଲା ।[୬]

ଆଧାର[ସମ୍ପାଦନା]

  1. Product Information: DEXILANT® delayed release oral capsules, dexlansoprazole delayed release oral capsules. Takeda Pharmaceuticals, Inc., Deerfield, IL, 2010. Revised: September 2012
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ "Dexlansoprazole Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Retrieved 3 March 2019.
  3. ୩.୦ ୩.୧ "[99] Comparative effectiveness of proton pump inhibitors | Therapeutics Initiative". 28 June 2016. Retrieved 14 July 2016.
  4. "Dexlansoprazole Use During Pregnancy". Drugs.com (in ଇଂରାଜୀ). Retrieved 3 March 2019.
  5. "NADAC as of 2019-02-27". Centers for Medicare and Medicaid Services (in ଇଂରାଜୀ). Archived from the original on 2019-03-06. Retrieved 3 March 2019.
  6. "The Top 300 of 2019". clincalc.com. Retrieved 22 December 2018.