Jump to content

ଲଭ୍ ସିହ୍ନା

ଉଇକିପିଡ଼ିଆ‌ରୁ
ଲଭ୍ ସିହ୍ନା
ଜନ୍ମ (1983-06-05) ୫ ଜୁନ ୧୯୮୩ (ବୟସ ୪୨)
ବୃତ୍ତିସମୂହ
  • ଅଭିନେତା
  • ରାଜନେତା
ସକ୍ରିୟ ବର୍ଷ୨୦୧୦–ଏବେଯାଏଁ
ରାଜନୈତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ପିତାମାତା
ସମ୍ପର୍କୀୟସୋନାକ୍ଷୀ ସିହ୍ନା (ଭଉଣୀ)

ଲଭ୍ ସିହ୍ନା ଜଣେ ଭାରତୀୟ ଅଭିନେତା ଓ ରାଜନେତା । ସେ ହିନ୍ଦୀ କଥାଚିତ୍ର ଜଗତରେ ସକ୍ରିୟ ଥିଲେ । ସେ ୨୦୧୦ ମସିହାରେ ମୁକ୍ତିଲାଭ କରିଥିବା ହିନ୍ଦୀ କଥାଚିତ୍ର ସାଦିୟାଁରେ ସେ ମୁଖ୍ୟ ଭୂମିକାରେ କାମ କରିଥିଲେ । ଏହାପରେ, ୨୦୧୮ ମସିହାରେ, ସେ ଜେ.ପି. ଦତ୍ତଙ୍କ କଥାଚିତ୍ର ପଲ୍‌ଟନ୍‌ରେ କାମ କରିଥିଲେ ।[][][][][] ସେ ଅଭିନେତା ତଥା ରାଜନେତା ଦମ୍ପତ୍ତି ଶତ୍ରୁଘ୍ନ ସିହ୍ନା ଓ ପୁନମ ସିହ୍ନାଙ୍କ ପୁଅ । ତାଙ୍କ ଭଉଣୀ ସୋନାକ୍ଷୀ ସିହ୍ନା ମଧ୍ୟ ଜଣେ ଅଭିନେତ୍ରୀ ।

ଅଭିନୀତ କଥାଚିତ୍ର

[ସମ୍ପାଦନା]
ବର୍ଷକଥାଚିତ୍ରଭୂମିକାଭାଷା
୨୦୧୦ ସାଦିୟାଁ ଇଶାନ ହିନ୍ଦୀ
୨୦୧୮ ପଲ୍‌ଟନ୍ ଅତ୍ତାର ସିଂହ
୨୦୨୩ ଗଦର୍ ୨ ଫରିଦ

Political career

[ସମ୍ପାଦନା]

୨୦୨୦ ମସିହାର ବିହାର ବିଧାନ ସଭ ନିର୍ବାଚନରେ, ସେ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଭାବରେ ବାଣିକପୁର ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ, ମାତ୍ର ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ନିତୀନ ନବୀନଙ୍କ ଠାରୁ ୩୯,୦୩୬ ଖଣ୍ଡ ଭୋଟ୍‌ରେ ପରାସ୍ତ ହୋଇଥିଲେ ।[]

  1. Mayank Shekhar's Review: Sadiyaan:hindustan Times Archived 8 November 2010 at the Wayback Machine.
  2. Pradhan,B. Anything but Khamosh. India: Om Books International, 2016. Print
  3. "Luv Sinha all set for Bollywood debut". Gulf News. 10 October 2017. Archived from the original on 6 April 2018. Retrieved 6 April 2018.
  4. "Sonakshi Sinha's brother Luv Sinha joins the war of words with Armaan Malik". The Times of India. 27 April 2017. Archived from the original on 6 April 2018. Retrieved 6 April 2018.
  5. "Sonakshi Sinha's brother Luv Sinha roped in for JP Dutta's upcoming film Paltan". The Indian Express. 17 June 2017. Archived from the original on 6 April 2018. Retrieved 6 April 2018.
  6. "Bankipur Election Result LIVE Updates | Shatrughan Sinha's son Luv Sinha loses to BJP's Nitin Nabin".

ବାହାର ଲିଙ୍କ୍

[ସମ୍ପାଦନା]