ଲକ୍ଷ୍ମୀପୁର , ଓଡିଶା

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Lakshmipur
Village
Country India
StateOrissa
DistrictKoraput district
Population
 (2011)
 • Total୩,୨୯୨
Languages
Time zoneUTC+5:30 (IST)

ଲକ୍ଷ୍ମୀପୁର, ଭାରତୀୟ ରାଜ୍ୟ ଓଡ଼ିଶାର କୋରାପୁଟ ଜିଲ୍ଲାର ଏକ ଗ୍ରାମ ।[୧][୨] ଏହା ଲକ୍ଷ୍ମୀପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ । ୨୦୧୪ ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳର ପ୍ରଭୂ ଜାନୀ ଏଠାରୁ ନିର୍ବାଚିତ ହୋଇଥିଲେ ।[୩]

ଜନସଂଖ୍ୟା [ସମ୍ପାଦନା]

୨୦୧୧ ଜନଗଣନା ଅନୁସାରେ ଲକ୍ଷ୍ମୀପୁରର ଲୋକସଂଖ୍ୟା ୩୨୯୨ ଥିଲା । ଏହା ମଧ୍ୟରୁ ପୁରୁଷ ସମକ୍ଷା ୫୨.୮୫ % ଥିବା ବେଳେ ମହିଳାଙ୍କ ସଂଖ୍ୟା ୪୭.୧୪% ଥିଲା । ଲକ୍ଷ୍ମୀପୁରର ସାକ୍ଷରତା ହାର ୬୨.୭୫% ଥିଲା ଯାହା ଜାତୀୟ ହାର ୭୪%ଠାରୁ କମ ଥିଲା । ଏଠାରେ ୬ ବର୍ଷରୁ କମ ବୟସର ଲୋକସଂଖ୍ୟା ୧୧.୭୫% ଥିଲା ।[୪]  

ଆଧାର [ସମ୍ପାଦନା]

  1. Manoranjan Routray (27 April 2012). "Odisha CM says Govt is extremely relieved after release of Hikaka". Bhubaneswar. Archived from the original on 18 December 2014. Retrieved 18 December 2014.
  2. "Cops get unmanned aerial vehicle (UAV) power to hunt for Maoists in Andhra-Orissa Border (AOB)". Times of India. 10 September 2012. Retrieved 18 December 2014.
  3. "Laxmipur Odisha". www.news18.com. news18.com. Retrieved 13 August 2019.
  4. "Population Enumeration Data (Final Population)". Government of India. Retrieved 18 December 2014.