Jump to content

ଲକ୍ଷ୍ମଣ ମନ୍ତ୍ରୀ

ଉଇକିପିଡ଼ିଆ‌ରୁ
ଲକ୍ଷ୍ମଣ ମନ୍ତ୍ରୀ
ଜନ୍ମ ଓ ଜନ୍ମସ୍ଥାନ (1986-02-14) ୧୪ ଫେବୃଆରୀ ୧୯୮୬ (ବୟସ ୪୦)
ମନ୍ତ୍ରୀସାହି, ବାଙ୍କୀ, କଟକ
ବୃତ୍ତିଅଧ୍ୟାପକ, ଗବେଷକ ଓ ପ୍ରାବନ୍ଧିକ
ଭାଷାଓଡ଼ିଆ
ବାସସ୍ଥଳୀଭୁବନେଶ୍ବର
ନାଗରିକତାଭାରତୀୟ
ସାହିତ୍ୟ କୃତିବାଙ୍କୀ ରାଣୀ ଶୁକଦେଈ : ଏକ ବିସ୍ମୃତା ବୀରାଙ୍ଗନା
ପିତାମାତାସିଂହନାଥ ମନ୍ତ୍ରୀ, ପ୍ରେମଶୀଳା ମନ୍ତ୍ରୀ

ଲକ୍ଷ୍ମଣ ମନ୍ତ୍ରୀ (ଜନ୍ମ: ୧୪ ଫେବୃଆରୀ ୧୯୮୬) ଜଣେ ଭାରତୀୟ ଓଡ଼ିଆ-ଭାଷୀ ଅଧ୍ୟାପକ, ଗବେଷକ, ଐତିହାସିକ ଓ ପୁସ୍ତକ ସଂଗ୍ରାହକ । ବାଙ୍କୀ ରାଣୀ ଶୁକଦେଈ ପୁସ୍ତକ ପାଇଁ ସେ ବିଶେଷ ଜଣାଶୁଣା ।

ଜୀବନୀ

[ସମ୍ପାଦନା]

ଲକ୍ଷ୍ମଣ ମନ୍ତ୍ରୀ ତା୧୪ ରିଖ ଫେବୃଆରୀ ମାସ ୧୯୮୬ ମସିହାରେ କଟକ ଜିଲ୍ଲାର ବାଙ୍କୀ ସବଡିବିଜନ ଅନ୍ତର୍ଗତ ମନ୍ତ୍ରୀସାହିରେ ଜନ୍ମଗ୍ରହଣ କରିଥିଲେ । ବୃତ୍ତିରେ ସେ ଜଣେ ଟୁରିଷ୍ଟ ଗାଇଡ୍, ଆଧ୍ୟାପକ । ଉଭୟ ଇଂରାଜୀ ଓ ଓଡିଆରେ ସେ ଲେଖିଥିବା ଶତାଧିକ ଗବେଷଣାମୂଳକ ପ୍ରବନ୍ଧ ଆଭା, ରାଷ୍ଟ୍ରଦୀପ ଓ ଆନ୍ୟାନ୍ୟ ପତ୍ରପତ୍ରିକାରେ ପ୍ରକାଶିତ ।

ରଚନାବଳୀ

[ସମ୍ପାଦନା]
  • ବାଙ୍କୀ ରାଣୀ ଶୁକଦେଈ : ଏକ ବିସ୍ମୃତା ବୀରାଙ୍ଗନା[]
  • ବାଙ୍କୀର ଐତିହ୍ୟ ଓ ସଂସ୍କୃତି
  • କିମ୍ବଦନ୍ତୀରେ ପ୍ରଭୁ ଜଗନ୍ନାଥ
  • History of Banki
  • ବୀର ରାଣୀ ଶୁକଦେଈ ଓ ମୁଣ୍ଡଦେଉଳ[]
  1. ମନ୍ତ୍ରୀ, ଲକ୍ଷ୍ମଣ (୨୦୨୩). ବାଙ୍କୀ ରାଣୀ ଶୁକଦେଈ. ଭୁବନେଶ୍ବର: ଶାଶ୍ବତ ପ୍ରକାଶନ. pp. କଭର ପୃଷ୍ଠା. ISBN 978-81-19853-94-6.
  2. https://sambadepaper.com/imageview_157166_187567_4_71_30-06-2026_11_i_1_sf.html