Jump to content

ରୋଷଣୀ ରସ୍ତୋଗୀ

ଉଇକିପିଡ଼ିଆ‌ରୁ
ରୋଷଣୀ ରସ୍ତୋଗୀ
ଜାତୀୟତାଭାରତୀୟ
ବୃତ୍ତିଅଭିନେତ୍ରୀ
ପ୍ରସିଦ୍ଧିମେରେ ଆଙ୍ଗନ ମେଁ

ରୋଷଣୀ ରସ୍ତୋଗୀ ଜଣେ ଭାରତୀୟ ଅଭିନେତ୍ରୀ । ସେ ମୁଖ୍ୟତଃ ହିନ୍ଦୀ ଟେଲିଭିଜନ ଧାରାବାହିକରେ କାମ କରନ୍ତି । ସେ ସହେଜମୂଦାର ଆକ୍ଟିଂ ଏକାଡେମୀରେ ଅଧ୍ୟୟନ କରିଥିଲେ । ଇସ୍ ପ୍ୟାର୍ କୋ କ୍ୟା ନାମ ଦୁଁ?କ୍ରେଜି ସ୍ଟୁପିଡ ଇସ୍କରେ ସେ ଅଭିନୟ କରିଥିଲେ । ୨୦୧୫–୨୦୧୭ ଯାଏଁ ଷ୍ଟାର ପ୍ଲସ୍‌ରେ ପ୍ରସାରିତ ଧାରାବାହିକ ମେରେ ଆଙ୍ଗନେ ମେଁରେ ସେ ଜଣେ ସମାନ୍ତରାଳ ନାୟିକା ଭାବରେ କାମ କରିଥିଲେ, ଯାହାକି ତାଙ୍କୁ ଲୋକପ୍ରିୟତା ଦେଇଥିଲେ । ସେ ସାତ ବର୍ଷ ଧରି ଥିଏଟରରେ କାମ କରିଥିଲେ ଏବଂ ବିଭିନ୍ନ ନାଟକରେ ଅଭିନୟ କରିଥିଲେ ।[][]

ଟେଲିଭିଜନ

[ସମ୍ପାଦନା]
ବର୍ଷ ଧାରାବାହିକ/କାର୍ଯ୍ୟକ୍ରମ ଭୂମିକା ମନ୍ତବ୍ୟ
୨୦୧୧ ଇସ୍ ପ୍ୟାର୍ କୋ କ୍ୟା ନାମ ଦୁଁ? ଖୁସିର ସାଙ୍ଗ କ୍ୟାମିଓ
୨୦୧୫–୨୦୧୭ ମେରେ ଆଙ୍ଗନେ ମେଁ ରାନୀ ଅମିତ ଅଗ୍ରୱାଲ
୨୦୧୮–୨୦୧୯ ସିଦ୍ଧି ବିନାୟକ ଉର୍ବଷୀ ବିନାୟକ କୁନ୍ଦ୍ରା ମୁଖ୍ୟ ନାୟିକା
୨୦୨୩ ସୁହାଗନ ରେଖା
  1. "Roshni Rastogi to play the parallel lead in Star Plus' Mere Angane Mein". Tellychakkar. Retrieved 2016-03-31.
  2. "Mere Agne Mein Cast, Story Plot, Telecast Timing". Jaalsaazi. Archived from the original on 2016-04-15. Retrieved 2016-03-31.