ରୋମ
ରୋମ
ରୋମାନ | |
---|---|
Roma Capitale | |
![]() Views of Rome, from top left clockwise: the Colosseum, the Monument to Vittorio Emanuele II, the Castel Sant'Angelo, an aerial view of the city's historic centre, the dome of St. Peter's Basilica, the Trevi Fountain, the Piazza della Repubblica. | |
Nickname(s): | |
Country | Italy |
Region | Lazio |
Province | Rome (RM) |
Government | |
• Mayor | Gianni Alemanno (PdL) |
Area | |
• ସମୁଦାୟ | 1,285.31 km2 (496.26 sq mi) |
Elevation | 20 m (70 ft) |
Population | |
• Total | ୨୭,୭୭,୯୭୯ Increase |
Demonym | Roman |
Time zone | UTC+1 (CET) |
• Summer (DST) | UTC+2 (CEST) |
Postal code | 00100; 00121 to 00199 |
Dialing code | 06 |
Patron saint | Saint Peter and Saint Paul |
Saint day | 29 June |
Website | Official website |
ରୋମ (ଇଟାଲୀୟ ଓ ଲାଟିନ୍: ରୋମା [ˈroːma] (listen)), ଇଟାଲୀର ରାଜଧାନୀ ସହର ଓ ଏକ ବିଶେଷ କୋମୁନେ (କମୁନେଡି ରୋମା କାପିଟାଲେ ନାମରେ ନାମିତ) ତଥା ଲାଜିଓ ଅଞ୍ଚଳର ରାଜଧାନୀ ଅଟେ । ପ୍ରାୟ ତିନି ସହସ୍ରାବ୍ଦ ଧରି ଏହି ସହର ଏକ ମୁଖ୍ଯ ଜନବସତି ହୋଇ ରହିଥିଲା । 1,285 km2 (496.1 sq mi)କ୍ଷେତ୍ରଫଳ ବିଶିଷ୍ଟ ଅଞ୍ଚଳ ମଧ୍ଯରେ ୨୮,୬୦,୦୦୯ ଜଣ ବାସିନ୍ଦା[୩] ସହିତ ଏହା ଇଟାଲୀ ସର୍ବାଧିକ ଜନବହୁଳ କୋମୁନେ ଅଟେ । ସହରର ସୀମା ମଧ୍ଯରେ ଏହା ୟୁରୋପୀୟ ସଙ୍ଘର ତୃତୀୟ ସର୍ବାଧିକ ଜନବହୁଳ ସହର । ଏହା ୪୩,୫୫,୭୨୫ ବାସିନ୍ଦା ବିଶିଷ୍ଟ ରୋମୀୟ ମେଟ୍ରୋପୋଲିଟାନ ସହରର କେନ୍ଦ୍ର ଅଟେ, ତେଣୁ ଏହା ଇଟାଲୀର ସର୍ବାଧିକ ଜନବହୁଳ ବିଶିଷ୍ଟ ମେଟ୍ରୋପୋଲିଟାନ ସହର ଅଟେ ।[୪] ଏହାର ମେଟ୍ରୋପୋଲିଟାନ ଅଞ୍ଚଳ ଇଟାଲୀରେ ତୃତୀୟ ସର୍ବାଧିକ ଜନବହୁଳ ଅଞ୍ଚଳ ।[୫] ଇଟାଲୀୟ ଉପଦ୍ବୀପର ପଶ୍ଚିମ ଭାଗରେ ଲାଜିଓ (ଲାଟିଅମ) ଅଞ୍ଚଳରେ ଟିବର ନଦୀ କୂଳରେ ରୋମ ଅବସ୍ଥିତ । ରୋମ ସହରର ସୀମା ମଧ୍ଯରେ ଭାଟିକାନ ସିଟି (ବିଶ୍ୱର କ୍ଷୁଦ୍ରତମ ରାଷ୍ଟ୍ର)[୬] ଅବସ୍ଥିତ । ଭାଟିକାନ ସହର, ବିଶ୍ୱର ଏକମାତ୍ର ସ୍ୱାଧୀନ ରାଷ୍ଟ୍ର ଯାହା ଏକ ସହର ମଧ୍ଯରେ ଅବସ୍ଥିତ । ତେଣୁକରି ରୋମକୁ ଦୁଇଟି ଦେଶର ରାଜଧାନୀ ବୋଲି ମଧ୍ଯ କୁହାଯାଏ ।[୭][୮]
ରୋମର ଇତିହାସରେ ପ୍ରାୟ ୨୮ଟି ଶତାବ୍ଦୀ ରହିଛି । ରୋମୀୟ କିମ୍ବଦନ୍ତୀ ଅନୁସାରେ ରୋମର ସ୍ଥାପନ ଖ୍ରୀଷ୍ଟପୂର୍ବ ୭୫୩ ହୋଇଥିଲା କିନ୍ତୁ ଏହି ସ୍ଥାନଟିରେ ବହୁ ପୂର୍ବରୁ ଜନବସତି ସ୍ଥାପନ ହୋଇସାରିଥିଲା ।
ଭୂଗୋଳ
[ସମ୍ପାଦନା]ଇତିହାସ
[ସମ୍ପାଦନା]ପର୍ଯ୍ୟଟନ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ Bilancio demografico Anno 2011 (dati provvisori) - Roma
- ↑ Bilancio demografico Anno 2011 (dati provvisori) - Comune: Roma
- ↑ ଆଧାର ଭୁଲ: ଅଚଳ
<ref>
ଚିହ୍ନ;Population
ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - ↑ ଆଧାର ଭୁଲ: ଅଚଳ
<ref>
ଚିହ୍ନ;PR
ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - ↑ "Principal Agglomerations of the World". Citypopulation. January 2017.
- ↑ "What is the smallest country in the world?". History.com (in ଇଂରାଜୀ). Retrieved 27 September 2018.
- ↑ "Discorsi del Presidente Ciampi". Presidenza della Repubblica. Archived from the original on 21 September 2013. Retrieved 17 May 2013.
- ↑ "Le istituzioni salutano Benedetto XVI". La Repubblica. Archived from the original on 2 March 2013. Retrieved 17 May 2013.
ବାହର ତଥ୍ୟ
[ସମ୍ପାଦନା]
ରୋମ travel guide from Wikivoyage
- Rome travel guides at Curlie
- Official
- Commune of Rome (Italian)
- APT (official Tourist Office) of the City of Rome (ଇଂରାଜୀ)
- Rome Museums – Official site Archived 2017-06-01 at the Wayback Machine. (ଇଂରାଜୀ)
- Capitoline Museums (ଇଂରାଜୀ)