ରୋଜର୍ ବିନ୍ନୀ, ଭାରତୀୟ କ୍ରିକେଟର
![]() |
ବ୍ୟକ୍ତିଗତ ତଥ୍ୟ | ||||||||||||||||||||||||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
ନାମ | Roger Michael Humphrey Binny | |||||||||||||||||||||||||||||||||||||||
ଜନ୍ମ | Bengaluru, Karnataka, India | ୧୯ ଜୁଲାଇ ୧୯୫୫|||||||||||||||||||||||||||||||||||||||
ବ୍ୟାଟିଂ ପ୍ରକାର | Right-hand bat | |||||||||||||||||||||||||||||||||||||||
ବୋଲିଂ ପ୍ରକାର | Right-arm fast-medium | |||||||||||||||||||||||||||||||||||||||
ସମ୍ପର୍କୀୟ | Stuart Binny (Son) Mayanti Langer (Daughter-in-law) | |||||||||||||||||||||||||||||||||||||||
ଅନ୍ତର୍ଜାତୀୟ ତଥ୍ୟ | ||||||||||||||||||||||||||||||||||||||||
National side | ||||||||||||||||||||||||||||||||||||||||
ପ୍ରଥମ ଟେଷ୍ଟ | 21 November 1979 v Pakistan | |||||||||||||||||||||||||||||||||||||||
ଶେଷ ଟେଷ୍ଟ | 13 March 1987 v Pakistan | |||||||||||||||||||||||||||||||||||||||
ପ୍ରଥମ ଦିନିକିଆ | 6 December 1980 v Australia | |||||||||||||||||||||||||||||||||||||||
ଶେଷ ଦିନିକିଆ | 9 October 1987 v Australia | |||||||||||||||||||||||||||||||||||||||
Career statistics | ||||||||||||||||||||||||||||||||||||||||
| ||||||||||||||||||||||||||||||||||||||||
Source: ESPNCricinfo, 4 February 2006 |
ରୋଜର୍ ମାଇକେଲ ହମ୍ଫ୍ରେ ବିନ୍ନୀ ( ଜନ୍ମ ୧୯ ଜୁଲାଇ, ୧୯୫୫ ) ଜଣେ ପ୍ରାକ୍ତନ ଭାରତୀୟ କ୍ରିକେଟର । ତାଙ୍କର ଜନ୍ମ କର୍ଣାଟକ ରାଜ୍ୟ ରାଜଧାନୀ ବାଙ୍ଗାଲୋରଠାରେ ହେଇଥିଲା । ସେ ଜଣେ ଅଳ-ରାଉଣ୍ଡର ଥିଲେ । ୧୯୮୩ରେ ଭାରତର ପ୍ରଥମ ବିଶ୍ୱକପ ବିଜୟରେ ତାଙ୍କର ଭୂମିକା ମହତ୍ୱପୂର୍ଣ ଥିଲା ।
ଅନ୍ତର୍ଜାତିକ କ୍ରିକେଟ ଜୀବନ [ସମ୍ପାଦନା]
ରୋଜର୍ ବିନ୍ନୀ ତାଙ୍କର ଉନ୍ନତ ଘରେଇ ପ୍ରଦର୍ଶନ ପରେ ଭାରତୀୟ ବିଶ୍ୱ କପ ଦଳ ପାଇଁ ଏକ ଅଳ ରାଉଣ୍ଡର ଭାବେ ୧୯୮୩ରେ ଇଂଲଣ୍ଡଠାରେ ଖେଳିଥିଲେ । ସେ ଭାରତ ଜିତ୍ୟ ଥିବା ସେହି ଟୁର୍ନାମେଣ୍ଟରେ ୧୮ଟି ୱିକେଟ ନେବା ସହ ଦରକାର ସମୟରେ ଉପଯୋଗୀ ବ୍ୟାଟିଂ କରି ଭାରତର ବିଜଯରେ ଏକ ମହତ୍ୱପୂର୍ଣ ଭୂମିକା ନେଇଥିଲେ ।
ତାହା ପରେ ସେ ୧୯୮୫ରେ ବିଶ୍ୱ ସିରିଜ ଚମ୍ପିଅଂନଶୀପ ପ୍ରତିଯୋଗୀତାରେ ଅଷ୍ଟ୍ରେଲିଆଠାରେ ମଧ୍ୟ ତାଙ୍କର ଫର୍ମ ଜାରି ରାଖି ୧୭ଟି ୱିକେଟ ନେଇ ଭାରତକୁ ଜିତିବାରେ ମୁଖ୍ୟ ଅବଦାନ ଦେଇଥିଲେ । ସେ ଭାରତ ପାଇଁ ୨୭ଟି ଟେଷ୍ଟ ଓ ୭୨ଟି ଏକଦିବସୀୟ ଅନ୍ତର୍ଜାତିକ ମେଚ ଖେଳିଥିଲେ ।
ବିନ୍ନୀ ତାଙ୍କର ବ୍ୟାଟିଂଦ୍ୱାରା ଭାରତକୁ ଅନେକ ମେଚରେ ପରାଜୟରୁ ବଞ୍ଚେଇ ଥିବା ଉଲ୍ଲେଖନୀୟ । ସେ ଭାରତୀୟ ଜାତୀୟ ଦଳ ପାଇଁ ଖେଳିଥିବା ପ୍ରଥମ ଆଙ୍ଗ୍ଲୋ-ଇଣ୍ଡିଆନ । ତାଙ୍କ ପୁତ୍ର ଷ୍ଟୁଆର୍ଟ ବିନ୍ନୀ ମଧ୍ୟ ଭାରତ ପାଇଁ ଖେଳିଛନ୍ତି ।
କୋଚିଙ୍ଗ , ଭାଷ୍ୟକାର ଓ ଚୟନକର୍ତା[ସମ୍ପାଦନା]
ସକ୍ରିୟ କ୍ରିକେଟରୁ ଅବସର ନେଲା ପରେ ବିନ୍ନୀ କର୍ଣ୍ଣାଟକ ରାଜ୍ୟ କ୍ରିକେଟ ପ୍ରଶାସନରେ ଭାଗ ନେବା ସହ ଜାତୀୟ ଚ୍ୟାନେଲରେ ଭାଷ୍ୟକାର ଭାବରେ କାର୍ଯ୍ୟ କରିଥିଲେ । ୨୦୧୨ରେ ଭାରତୀୟ କ୍ରିକେଟ ବୋର୍ଡଦ୍ୱାରା ଜାତୀୟ ଚୟନକର୍ତା ଭାବରେ ମନୋନୀତ ହେଇଥିଲେ । [୧]
http://www.cricbuzz.com/profiles/3843/roger-binny
ଆଧାର [ସମ୍ପାଦନା]
![]() ![]() |
This biographical article related to an Indian cricket person born in the 1950s is a stub. You can help Wikipedia by expanding it. |