Jump to content

ରେମ୍ୟା ସୁରେଶ

ଉଇକିପିଡ଼ିଆ‌ରୁ
ରେମ୍ୟା ସୁରେଶ
ଜନ୍ମ (1982-10-12) ୧୨ ଅକ୍ଟୋବର ୧୯୮୨ (ବୟସ ୪୨)
ଶିକ୍ଷାନୁଷ୍ଠାନକେ.ଜି. କଲେଜ୍ ଅଫ୍ ନର୍ସିଂ
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୨୦୧୮–ଏବେଯାଏଁ
ପିତାମାତା
  • ପୁରୁଷୋତ୍ତମ ନାୟାର
  • ରାଜଲକ୍ଷ୍ମୀ

ରେମ୍ୟା ସୁରେଶ ଜଣେ ଭାରତୀୟ ଅଭିନେତ୍ରୀ । ସେ ମୁଖ୍ୟତଃ ମାଲାୟଲମ କଥାଚିତ୍ର ଜଗତରେ କରନ୍ତି ।[][] ୨୦୧୮ ମସିହାରେ, ସେ ଅଭିନୟ କରିବା ଆରମ୍ଭ କରିଥିଲେ ଏବଂ କୁଟ୍ଟାନିଲାୟୁଡ଼େ ଶିବରାତ୍ରୀ ନାମକ କଥାଚିତ୍ର ଜରିଆରେ ଅଭିନୟ ପାଇଁ ଜଣାଶୁଣା ।[][] ଏହା ପରେ, ସେ ଅନେକ ମାଲାୟାଲମ କଥାଚିତ୍ରରେ ଉଲ୍ଲେଖନୀୟ ଚରିତ୍ର ଭୂମିକାରେ ଅଭିନୟ କରିଛନ୍ତି, ଯେଉଁଥିରେ ସମାଲୋଚକଙ୍କ ଦ୍ୱାରା ପ୍ରଶଂସିତ ନଜାନ ପ୍ରକାଶନ (୨୦୧୮), ପାପମ ଚେୟାଥବର କାଲେରିଆଟେ (୨୦୨୦), ୟୁବମ୍ (୨୦୨୧), ନିଜାଲ (୨୦୨୧), ଜାନ୍ ଇ. ମ୍ୟାନ୍ (୨୦୨୧) ଓ ଅର୍ଚ୍ଚନା ୩୧ ନଟ୍ ଆଉଟ୍ (୨୦୨୨) ଆଦି ଅନ୍ତର୍ଭୁକ୍ତ ।[][][]

ଶିକ୍ଷା ଓ ପେଷା

[ସମ୍ପାଦନା]

ରେମ୍ୟ ସୁରେଶ କେ.ଜି. କଲେଜ ଅଫ୍ ନର୍ସିଂରୁ ନର୍ସିଂ ଡିଗ୍ରୀ ହାସଲ କରିଥିଲେ । ସେ ପ୍ରଥମେ ୨୦୧୮ ମସିହାରେ ମାଲାୟାଲମ୍ କଥାଚିତ୍ର କୁଟ୍ଟାନିଲାୟୁଡ଼େ ଶିବରାତ୍ରୀରେ ରାଜି ମାମି ଭୂମିକାରେ ଅଭିନୟ କରି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।[][][୧୦][୧୧][୧୨][୧୩][][୧୪]

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

ରେମାୟା ସୁରେଶ ୧ ଜାନୁଆରୀ ୨୦୦୪ରେ ସୁରେଶ ଏସ୍ ନାୟାରଙ୍କୁ ବିବାହ କରିଥିଲେ । ଏହି ଦମ୍ପତିଙ୍କର ଦୁଇଜଣ ସନ୍ତାନ ଅଛନ୍ତି ।

ଅଭିନୀତ କଥାଚିତ୍ର

[ସମ୍ପାଦନା]
List of Remya Suresh film credits
ବର୍ଷ କଥାଚିତ୍ର ଭୂମିକା ମନ୍ତବ୍ୟ ଆଧାର
୨୦୧୮ କୁଟ୍ଟାନିଲାୟୁଡ଼େ ଶିବରାତ୍ରୀ ରାଜି ମାମି ଅଭିନୀତ ପ୍ରଥମ କଥାଚିତ୍ର []
ନଜାନ ପ୍ରକାଶନ ସଲୋମିଙ୍କ ମାଆ []
୨୦୧୯ ପାପମ ଚେୟାଥବର କାଲେରିଆଟେ ଷ୍ଟେଲ୍ଲା []
୨୦୨୧ ୟୁବମ୍ ରମଣୀ []
ନିଜାଲ ଭାନୁ []
ଜାନ୍ ଇ. ମ୍ୟାନ୍ ନାନ୍ସି []
୨୦୨୨ ଅର୍ଚ୍ଚନା ୩୧ ନଟ୍ ଆଉଟ୍ ବନଜା []
ମାଲାୟାଙ୍କୁଞ୍ଜୁ ମୁଖ୍ୟ ନର୍ସ []
ସାବାସ ଚନ୍ଦ୍ର ବୋଷ ପ୍ରମୀଳା []
ବିସୁଧା ମେଜୋ ମେଜୋଙ୍କ ମାଆ []
ପଦାବେତ୍ତୁ ପୁଷ୍ପା []
ସାଉଦି ବେଲ୍ଲାକ୍କା କାଲା []
୧୦୦୧ ନିନାକଲ ଇନ୍ଦୁ []
୨୦୨୩ କ୍ରିଷ୍ଟୋଫର ଆନିଙ୍କ ମାଆ []
ଆଲଙ୍କମ ସୀତାମ୍ମା []
ବେଲ୍ଲାରି ପଟ୍ଟନମ ଯଶୋଦା []
ପଚୁବୁମ ଅତବୁତା ବିଲାକ୍କୁମ ସୁଲୋଚନା []
୨୦୨୪ ଆନନ୍ଦପୁରମ ଡାଏରୀଜ୍ ମାଳିନୀ ମାଆ []
ବାୟସେତ୍ରାୟାୟି? ମୁପ୍ପତିଈ..!! ସକବୁ ବନଜା []
କୁନ୍ଦଲା ପୁରନମ୍ ଲୀଲା [୧୫]
ବେତ୍ତାଇୟାଁ ସରଣ୍ୟାଙ୍କ ମାଆ ତାମିଲ କଥାଚିତ୍ର

ବିବାଦ

[ସମ୍ପାଦନା]

ସୋସିଆଲ ମିଡିଆରେ ତାଙ୍କର ଏକ ଡିପ୍ ଫେକ୍ ଅଶ୍ଳୀଳ ଭିଡିଓ ଲିକ୍ ହେବା ପରେ ସେ ଅଭିଯୋଗ କରିଥିଲେ ।[୧୬][୧୭][୧୮][୧୯][୨୦][୨୧]

  1. "'1001 Nunakal' trailer promises an intriguing drama filled with emotions". The Times of India. August 9, 2023.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ ୨.୧୩ ୨.୧୪ ୨.୧୫ ୨.୧୬ ୨.୧୭ ୨.୧୮ ୨.୧୯ ୨.୨୦ "Malayalam actress Remya Suresh breaks down, files complaint against morphed content". India Today. 3 June 2021.
  3. "പടവെട്ടിലെ പുഷ്പ ആകാൻ വീട്ടിൽ പശുവിനെ മേടിച്ചു, തെങ്ങുകയറ്റം പഠിച്ചു; രമ്യ സുരേഷ് അഭിമുഖം". Mathrubhumi. October 31, 2022.
  4. "ആ ക്യാരക്ടർ ചെയ്യണമെന്ന് ആഗ്രഹമുണ്ടായിരുന്നു; പൃഥ്വിരാജിന്റെ ഭാര്യയാകണോ എന്ന് പറഞ്ഞ് ട്രോളരുത്; രമ്യ സുരേഷ്".
  5. "ദാരിദ്ര്യം പിടിച്ച നടിയെന്ന പരാമർശം തന്നെ വേദനിപ്പിച്ചിട്ടില്ല: രമ്യ സുരേഷ്". March 21, 2023. Archived from the original on April 25, 2024. Retrieved March 30, 2025.
  6. "'ദാരിദ്ര്യം പിടിച്ച നടി' എന്ന പരാമർശം വേദനിപ്പിച്ചിട്ടില്ല- രമ്യ". Mathrubhumi. March 20, 2023.
  7. "'പടവെട്ടി'ലെ പുഷ്പ; രമ്യ സുരേഷിന് ഇനിയും വേണം കാമ്പുള്ള വേഷങ്ങൾ".
  8. "ആ രമ്യ സുരേഷ് ഞാനല്ല, കോസ്റ്റ്യൂമുമായി എനിക്ക് യാതൊരു ബന്ധവുമില്ല; സിനിമയ്ക്ക് വേണ്ടി നാട്ടില്‍ എത്തിയത് റിസ്ക്കായിരുന്നു - നടി രമ്യ സുരേഷ്". Samayam Malayalam.
  9. "സൈബർ ആക്രമണങ്ങളാണ് എനിക്ക്‌ സിനിമാ മോഹം നൽകിയത്‌ - രമ്യ സുരേഷ്". Mathrubhumi. October 1, 2023.
  10. "ഒറ്റയടിക്ക് കണ്ടാൽ ഞാൻ ആണെന്നെ പറയൂ; പക്ഷേ സത്യം നിങ്ങൾ അറിയണം; പ്രചരിക്കുന്ന അശ്ലീല വീഡിയോക്ക് പിന്നിലെ യാഥാർഥ്യം; രമ്യ സുരേഷ് പറയുന്നു!". Samayam Malayalam.
  11. "പെൺകുട്ടികളുടെ വ്യാജ നഗ്നവിഡിയോ വൻ വിലയ്‌ക്ക്; നടി രമ്യ പറയുന്നു: ആ ഗ്രൂപ്പാണ് പിന്നിൽ". www.manoramaonline.com.
  12. "ഇവരെ കണ്ടാല്‍ ദാരിദ്ര്യം പിടിച്ച നടിയെന്ന് തോന്നുന്നുണ്ടോ? വിമർശനത്തിന് അഖിൽ മാരാരുടെ മറുപടി!". Samayam Malayalam.
  13. "Malayalam actress Remya Suresh's morphed porn video goes viral; here's how the actress reacted; Read details". Asianet News Network Pvt Ltd.
  14. "Malayalam actress Remya Suresh breaks down while talking about morphed video, files complaint with police and cyber cell | Malayalam Movie News - Times of India". The Times of India.
  15. "Kunddala Puranam Review: The Right Dose Of Feel-good That Can Be Enjoyed At Every Watch". Times Now (in ଇଂରାଜୀ). 2024-06-28. Retrieved 2024-07-09.
  16. "SHOCKING! This actress breaks down over morphed video; files complaint". admin.tellychakkar.com.
  17. "Malayalam actress Remya Suresh opens up about morphed pornographic video". The Week.
  18. Staff, T. N. M. (June 5, 2021). "Malayalam actor Remya Suresh files complaint over fake video". The News Minute.
  19. "Malayalam actor Remya Suresh breaks down over morphed video". June 3, 2021.
  20. "Malayalam actress Remya Suresh breaks down as she opens up about her morphed pornographic video going viral". Bollywood Life. June 3, 2021.
  21. Vanlalfaki, Jessica. "10 Things To Know About Malayalam Actor Remya Suresh's Morphed Video Controversy". www.shethepeople.tv.

ବାହାର ଲିଙ୍କ୍

[ସମ୍ପାଦନା]