Jump to content

ରେଣୁକା ବିଷ୍ଣୋଇ

ଉଇକିପିଡ଼ିଆ‌ରୁ
ରେଣୁକା ବିଷ୍ଣୋଇ
ବିଧାୟିକା: ହରିୟାଣା ବିଧାନ ସଭା
କାର୍ଯ୍ୟକାଳ
୨୦୧୪  ୨୦୧୯
ପୂର୍ବ ଅଧିକାରୀବିନୋଦ ଭାୟାନା
ପର ଅଧିକାରୀବିନୋଦ ଭାୟାନା
ନିର୍ବାଚନ ମଣ୍ଡଳୀହାଂସି
ବ୍ୟକ୍ତିଗତ ସବିଶେଷ
ଜନ୍ମ (1973-09-01) ୧ ସେପ୍ଟେମ୍ବର ୧୯୭୩ (ବୟସ ୫୨)
ସାଙ୍ଗରିଆ, ରାଜସ୍ଥାନ, ଭାରତ
ନାଗରିକତାଭାରତୀୟ
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଭାରତୀୟ ଜାତୀୟ କଂଗ୍ରେସ (ପୂର୍ବରୁ ହରିୟାଣା ଜନହିତ କଂଗ୍ରେସ ଯାହାକି ୨୦୧୬ରେ ମିଶ୍ରଣ ହୋଇଯାଇଥିଲା) (୨୦୨୨ ଯାଏଁ)
ଜୀବନ ସାଥୀକୁଳଦୀପ ବିଷ୍ଣୋଇ
ସନ୍ତାନ
ପେଷା
  • ସମାଜସେବା
  • ବ୍ୟସାୟୀ

ରେଣୁକା ବିଷ୍ଣୋଇ (ଜନ୍ମ: ୧ ସେପ୍ଟେମ୍ବର ୧୯୭୩) ଜଣେ ଭାରତୀୟ ରାଜନୀତିଜ୍ଞ । ସେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ ରାଜନୀତିରେ ସକ୍ରିୟ ଅଛନ୍ତି । ସେ ଜଣେ ବିଧାୟିକା ଭାବରେ ହରିୟାଣା ବିଧାନ ସଭାରେ ୨୦୧୪ ମସିହାରୁ ୨୦୧୯ ଯାଏଁ କାମ କରିଥିଲେ ।[][]

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

ସେ କୁଳଦୀପ ବିଷ୍ଣୋଇଙ୍କୁ ବିବାହ କରିଛନ୍ତି ଏବଂ ତାଙ୍କର ତିନିଜଣ ସନ୍ତାନ ଭାବ୍ୟା ବିଷ୍ଣୋଇ, ଚୈତନ୍ୟ ବିଷ୍ଣୋଇ ଓ ସିଆ ବିଷ୍ଣୋଇ ଅଛନ୍ତି ।

  1. "Haryana Vidhan Sabha MLA". haryanaassembly.gov.in. Archived from the original on 25 October 2019. Retrieved 5 July 2017.
  2. "Hansi Election Results 2014". elections.in. Retrieved 5 July 2017.