ରେଙ୍ଗାଲି (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ଉଇକିପିଡ଼ିଆ‌ରୁ
ରେଙ୍ଗାଲି ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୧,୭୦,୮୭୦
ଜିଲ୍ଲା: ସମ୍ବଲପୁର
ଲୋକ ସଭା ନିର୍ବାଚନ ମଣ୍ଡଳୀ: ସମ୍ବଲପୁର
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ରେଙ୍ଗାଲି (କ୍ରମିକ ସଂଖ୍ୟା: ୧୬) ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ[୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ରେଙ୍ଗାଲି ବ୍ଳକ, ଧାନକୁଡ଼ା ବ୍ଳକ ଓ ମାନେଶ୍ୱର ବ୍ଳକର କିଛି ଅଞ୍ଚଳ ।[୨][୩]

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ରମେଶ ପଟୁଆ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ନାଉରି ନାୟକଙ୍କଠାରୁ ୧୮୩୦ ଖଣ୍ଡ ଅଧିକ ଭୋଟ୍ ପାଇ ନିର୍ବାଚିତ ହୋଇଛନ୍ତି।[୪]

ଗତ ୨୦୦୯ ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଦୁର୍ଯ୍ୟୋଧନ ଗଡ଼ିଆ, ସ୍ୱାଧୀନ ପ୍ରାର୍ଥୀ ଏମ. ବି. ପ୍ୟାରିରାଜଙ୍କଠାରୁ ୧୩,୭୮୪ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]

୨୦୦୯ ନିର୍ବାଚନ ଫଳାଫଳ[ସମ୍ପାଦନା]

୨୦୦୯ ବିଧାନ ସଭା ନିର୍ବାଚନ, ରେଙ୍ଗାଲି [୬]
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
କଂଗ୍ରେସ ଦୁର୍ଯ୍ୟୋଧନ ଗଡ଼ିଆ ୩୨,୬୫୬ ୩୧.୪୫ -
ସ୍ୱାଧୀନ ଏମ. ବି. ପ୍ୟାରିରାଜ ୧୮,୮୭୨ ୧୮.୧୭ -
ବିଜଦ ସନାତନ ବିଶି ୧୫,୬୯୪ ୧୫.୧୧ -
ସ୍ୱାଧୀନ ନାଉରି ନାୟକ ୧୨,୩୨୧ ୧୧.୮୬ -
ଭାଜପା ଦେବାନନ୍ଦ ଭୁସାଗର ୧୨,୦୪୪ ୧୧.୬୦ -
ସ୍ୱାଧୀନ ସୋମନାଥ ଲୁହା ୨,୭୭୩ ୨.୬୭ -
ଝାମୁମୋ ଗନ୍ଧର୍ବ ସେଠୀ ୨,୩୨୪ ୨.୨୪ -
ବସପା ଜନ୍ମ ରୋହିଦାସ ୧,୬୭୬ ୧.୬୧ -
କୋଶଳ କ୍ରାନ୍ତି ଦଳ ସୁରେନ୍ଦ୍ର ବେହେରା ୧,୧୭୬ ୧.୧୩ -
ରିପବ୍ଳିକାନ ପାର୍ଟି ଅଫ ଇଣ୍ଡିଆ ଭବାନୀ ଶଙ୍କର ସୋହେଲା ୯୫୧ ୦.୯୨ -
ଭାରତୀୟ ଜନ ଶକ୍ତି ବୀରକିଶୋର ଭୋଇସାଗର ୮୩୭ ୦.୮୧ -
ସ୍ୱାଧୀନ ମାନଗୋବିନ୍ଦ ପ୍ରଧାନ ୭୩୦ ୦.୭୦ -
ସ୍ୱାଧୀନ ସୁବଳ ସିଂହ ୬୮୩ ୦.୬୬ -
ସ୍ୱାଧୀନ ଲୋକନାଥ ରୋହିଦାସ ୬୩୫ ୦.୬୧ -
ସ୍ୱାଧୀନ କିଶୋର ଚନ୍ଦ୍ର ଗଡ଼ିଆ ୪୭୫ ୦.୪୬ -
ଭୋଟ ବ୍ୟବଧାନ ୧୩,୭୮୪ ୧୩.୨୭* -
ମତଦାନ ହାର ୧,୦୩,୮୯୬ ୬୩.୫୦ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ[ସମ୍ପାଦନା]

୨୦୦୯ରେ ନବଗଠିତ ଏହି ନିର୍ବାଚନ ମଣ୍ଡଳୀରେ କେବଳ ଥରେ ନିର୍ବାଚନ ଅନୁଷ୍ଠିତ ହୋଇଛି ।

ଆଧାର[ସମ୍ପାଦନା]

  1. "Rengali Assembly Election 2009, Orissa". empoweringindia.org. Retrieved 28 May 2013. Constituency: Rengali (16) District : Sambalpur
  2. Assembly Constituencies and their Extent
  3. Seats of Odisha
  4. ୪.୦ ୪.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
  5. "Orissa Election Result 2009 With Vote Margin". leadtech.in. Archived from the original on 27 May 2013. Retrieved 28 May 2013. 13784
  6. http://eci.nic.in/eci_main/StatisticalReports/AE2009/stat_OR_April2009.pdf

ବାହାର ତଥ୍ୟ[ସମ୍ପାଦନା]