Jump to content

ରିୟା ବିଶ୍ୱନାଥନ

ଉଇକିପିଡ଼ିଆ‌ରୁ
ରିୟା ବିଶ୍ୱନାଥନ
ଜାତୀୟତାଭାରତୀୟ
ବୃତ୍ତିସମୂହ
  • ଅଭିନେତ୍ରୀ
  • ନୃତ୍ୟଶିଳ୍ପୀ
ସକ୍ରିୟ ବର୍ଷ୨୦୨୨ – ଏବେଯାଏଁ

ରିୟା ବିଶ୍ୱନାଥନ ଜଣେ ଭାରତୀୟ ଅଭିନେତ୍ରୀ । ସେ ମୁଖ୍ୟତଃ ତାମିଲ ଟେଲିଭିଜନ ଧାରାବାହିକରେ କାମ କରନ୍ତି । ୨୦୨୨ ମସିହାରେ, ସେ ରାଜାରାଣୀ ଧାରାବାହିକ ଜରିଆରେ ତାମିଲ ଟେଲିଭିଜନରେ ଅଭିନୟ କରିବା ଆରମ୍ଭ କରିଥିଲେ । ଏହି ଧାରାବାହିକରେ ସେ ଆଲ୍ୟା ମାନସାଙ୍କ ପରେ ସନ୍ଧ୍ୟା ଭୂମିକାରେ ଅଭିନୟ କରିଥିଲେ, କିନ୍ତୁ ଫେବୃଆରୀ ୨୦୨୩ରେ, ସେ ବ୍ୟକ୍ତିଗତ ଓ ମାନସିକ ସ୍ୱାସ୍ଥ୍ୟ ଯୋଗୁଁ ଏହି ଧାରାବାହିକଟି ଛାଡ଼ି ଦେଇଥିଲେ ।[][] କିଛିଦିନର ବ୍ୟବଧାନ ପରେ, ସେ ଜୀ ତାମିଲରେ ପ୍ରସାରିତ ଧାରାବାହିକ ସନ୍ଦକୋଜିରେ କାମ କରିଥିଲେ ।[]

ଟେଲିଭିଜନ

[ସମ୍ପାଦନା]
ବର୍ଷ ଧାରାବାହିକ ଭୂମିକା ମନ୍ତବ୍ୟ ଆଧାର
୨୦୨୨–ଫେବୃଆରୀ ୨୦୨୩ ରାଜାରାଣୀ ସନ୍ଧ୍ୟା ଅଭିନୟ ଆରମ୍ଭ []
୨୦୨୨ ଭାରତୀୟ କନ୍ନମ୍ମା ଅତିଥି କଳାକାର
୨୦୨୩–୨୦୨୪ ସନ୍ଦକୋଜି ମହାଲକ୍ଷ୍ମୀ []
୨୦୨୩ ନଳ ଦମୟନ୍ତୀ ରିୟା ଅତିଥି କଳାକାର
୨୦୨୪–ଏବେଯାଏଁ ଇଦାୟମ ଅନ୍ଦାଲ
  1. "Raja Rani 2 Fame Riya Vishwanathan Posts Her Workout Video, Fans Awestruck". news18.com. 27 April 2022. Retrieved 16 May 2023.
  2. "Riya Vishwanathan Replaces Alya Manasa as Sandhya in Raja Rani 2; Her Photo Goes Viral". news18.com. 30 March 2022. Retrieved 16 May 2023.
  3. "புதிய தொடரில் நடிக்கும் ரியா விஸ்வநாதன்". Dinamalar (in ତାମିଲ୍). 7 March 2023. Retrieved 7 March 2023.
  4. "Riya Vishwanathan quits Tamil daily soap 'Raja Rani 2'". The Times of India. 16 February 2023. Retrieved 16 May 2023.
  5. "New TV show 'Sandakozhi' to launch on May 8; here's what actress Riya Vishwanathan has to say". The Times of India. 16 February 2023. Retrieved 16 May 2023.