ରିଶବ ସିହ୍ନା
ଦେଖଣା
ରିଶବ ସିହ୍ନା | |
---|---|
![]() | |
ଜାତୀୟତା | ଭାରତୀୟ |
ବୃତ୍ତି | ଅଭିନେତା |
ପ୍ରସିଦ୍ଧି | ବିଗ୍ ବସ୍ ୯ ଏମ୍ଟିଭି ସ୍ପ୍ଲିଟ୍ଭିଲ୍ଲା କୁବୁଲ୍ ହୈ |
ରିଶବ ସିହ୍ନା ଜଣେ ଭାରତୀୟ ଅଭିନେତା । ସେ ବିଗ୍ ବସ୍ ୯, ଏମ୍ଟିଭି ସ୍ପ୍ଲିଟ୍ଭିଲ୍ଲା ଭଳି ରିଆଲିଟି ଶୋ'ରେ ଅଂଶଗ୍ରହଣ କରିବା ପାଇଁ ଏବଂ କୁବୁଲ୍ ହୈ ଭଳି କାର୍ଯ୍ୟକ୍ରମରେ ଅୟାନ ଅହମ୍ମଦ ଭୂମିକାରେ ଅଭିନୟ କରିବା ପାଇଁ ଜଣାଶୁଣା ।[୧] କାଞ୍ଚି: ଦି ଅନ୍ବ୍ରେକେବୁଲ୍ କଥାଚିତ୍ରରେ, ସେ ଏକ ନକାରତ୍ମକ ଭୂମିକାରେ ଅଭିନୟ କରିଥିଲେ ।[୨][୩][୪][୫]
ଅଭିନୀତ କଥାଚିତ୍ର
[ସମ୍ପାଦନା]ବର୍ଷ | କଥାଚିତ୍ର | ଭୂମିକା | ଭାଷା | ଆଧାର |
---|---|---|---|---|
୨୦୧୪ | କାଞ୍ଚି: ଦି ଅନ୍ବ୍ରେକେବୁଲ୍ | ସୁଶାନ୍ତ କାକ୍ରା | ହିନ୍ଦୀ | |
୨୦୨୦ | ଅନ୍ଲକ୍ | ଅନୁଭବ |
ଟେଲିଭିଜନ
[ସମ୍ପାଦନା]ବର୍ଷ | କାର୍ଯ୍ୟକ୍ରମ/ଧାରାବାହିକ | ଭୂମିକା | ନୋଟ୍ | ଆଧାର |
---|---|---|---|---|
୨୦୧୨ | ଏମ୍ଟିଭି ସ୍ପ୍ଲିଟ୍ଭିଲ୍ଲା ୫ | ପ୍ରତିଯୋଗୀ | ୪ର୍ଥ ସ୍ଥାନ | |
୨୦୧୪ | ଏମ୍ଟିଭି ସ୍ପ୍ଲିଟ୍ଭିଲ୍ଲା ୭ | ୧୦ମ ସ୍ଥାନ | ||
୨୦୧୨–୧୩ | କୁବୁଲ୍ ହୈ | ଅୟାନ ଅହମ୍ମଦ ଖାନ | [୬] | |
୨୦୧୫–୧୬ | ବିଗ୍ ବସ୍ ୯ | ପ୍ରତିଯୋଗୀ | ୧ମ ରନର୍ଅପ୍ | [୭][୮] |
ଆଧାର
[ସମ୍ପାଦନା]- ↑ "Rishabh out of Qubool Hai". The Times of India. 23 April 2013.
- ↑ "Subhash Ghai back with 'Kaanchi'". 7 March 2014.
- ↑ "Rishabh Sinha: First runner-up of Bigg Boss 9". The Times of India. 23 January 2016. Retrieved 27 January 2016.
- ↑ "'Bigg Boss 9': Wild card contestants Rishabh Sinha and Digangana Suryavanshi's rivalry to increase TRP ratings". International Business Times, India Edition. 2 November 2015.
- ↑ "Bigg Boss 9: Here's why Rishabh Sinha is the perfect wild card". hindustantimes.com. 2 November 2015.
- ↑ "Sizzling Dostana: Romantic male jodis and unusual female pairs on TV in 2013". 31 December 2013.
- ↑ "Bigg Boss Day 22: Rishabh Sinha, Drama King". NDTVMovies.com.
- ↑ "'Bigg Boss Nau' wild card entry Rishabh Sinha hopes to win with 'killer' strategy". ABP Live. November 2015. Archived from the original on 30 January 2016. Retrieved 3 November 2015.
ବାହାର ଲିଙ୍କ
[ସମ୍ପାଦନା]
ଉଇକିମିଡ଼ିଆ କମନ୍ସରେ ରିଶବ ସିହ୍ନା
ବାବଦରେ ମାଧ୍ୟମ ରହିଛି ।
- ବଲିଉଡ ହଙ୍ଗାମାରେ ରିଶବ ସିହ୍ନା
- ଇଣ୍ଟରନେଟ ମୁଭି ଡାଟାବେସରେ ରିଶବ ସିହ୍ନା