Jump to content

ରିତ୍ତିକା ସେନ

ଉଇକିପିଡ଼ିଆ‌ରୁ
ରିତ୍ତିକା ସେନ
ଜନ୍ମ
ରିତିକା ସେନ

(1997-12-05) ୫ ଡିସେମ୍ବର ୧୯୯୭ (ବୟସ ୨୭)
ଶିକ୍ଷାଇନ୍ଦିରା ଗାନ୍ଧୀ ମେମୋରିଆଲ୍ ହାଇ ସ୍କୁଲ, ଡୁମଡୁମ
ବୃତ୍ତିସମୂହ
  • ଅଭିନେତ୍ରୀ
  • ମଡେଲ୍
ସକ୍ରିୟ ବର୍ଷ୨୦୧୨–ଏବେଯାଏଁ

ରିତ୍ତିକା ସେନ ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ । ସେ ମୁଖ୍ୟତଃ ବଙ୍ଗଳା ଓ ତାମିଲ କଥାଚିତ୍ର ଜଗତରେ କାମ କରନ୍ତି ।[][][] ସେ କଲିକତା ଟାଇମ୍ସ ଲିଷ୍ଟ ଅଫ୍ ମୋଷ୍ଟ ଡିଜାୟରେବଲ୍ ଓମେନ୍ ୨୦୧୫ରେ ସ୍ଥାନ ପାଇଥିଲେ ।[]

ଅଭିନୟ ଜୀବନ

[ସମ୍ପାଦନା]

ରିତିକା ସେନ ୨୦୧୨ ମସିହାରେ ୧୦୦% ଲଭ୍ କଥାଚିତ୍ର ଜରିଆରେ ଶୋୱବିଜ୍ ଇଣ୍ଡଷ୍ଟ୍ରିରେ ଅଭିନୟ ଯାତ୍ରା ଆରମ୍ଭ କରିଥିଲେ । ଏହି ସିନେମାରେ ସେ ଜିତ୍ ଓ କୋଏଲ ମଲ୍ଲିକଙ୍କ ସହ ଶିଶୁ ଅଭିନେତ୍ରୀ ଭାବରେ ନଜର ଆସିଥିଲେ । ସେହି ବର୍ଷ ରିତିକା ଦେବ ଓ ପୂଜା ବୋଷଙ୍କ ସହ ଫିଲ୍ମ ଚ୍ୟାଲେଞ୍ଜ ୨ରେ ନଜର ଆସିଥିଲେ । ସେ ୨୦୧୪ ମସିହାରେ ରାଜ ଚକ୍ରବର୍ତ୍ତୀଙ୍କ ନିର୍ଦ୍ଦେଶିତ କଥାଚିତ୍ର ବରବାଦରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ସେହି ବର୍ଷ ରିତିକା ମାସୁମ କଥାଚିତ୍ରରେ ଅଭିନୟ କରିଥିଲେ ।

ଅଭିନୀତ କଥାଚିତ୍ର

[ସମ୍ପାଦନା]
ବର୍ଷ କଥାଚିତ୍ର ଭୂମିକା ମନ୍ତବ୍ୟ ଆଧାର
୨୦୧୨ ୧୦୦% ଲଭ୍ ସୋନିଆ ବଙ୍ଗଳା କଥାଚିତ୍ର []
ଚ୍ୟାଲେଞ୍ଜ ୨ ଲିଜା []
୨୦୧୪ ମାସୁମ ଟ୍ୱିଙ୍କଲ୍ []
ବରବାଦ ନନ୍ଦିନୀ [][]
୨୦୧୫ ଆସଚେ ବୋଚୋର ଅବାର ହୋବେ ପିଉ []
ଆର୍ଷିନଗର ଜୁଲେଖା ଖାନ୍ [୧୦]
୨୦୧୬ ତୁଇ ଯେ ଆମାର
୨୦୧୭ ଜିଓ ପାଗ୍‌ଲା ଶାସ୍ତି [୧୧]
୨୦୧୮ ରାଜା ରାଣୀ ରାଜି ଇଶା [୧୨]
ଭିଲ୍ଲିଆନ୍ ସ୍ନେହା
ବାଘ ବନ୍ଦି ଖେଲା ଅଦିତି ରାୟ
୨୦୧୯ ଶାହାଜାହାନ ରିଜେନ୍ସି ସୁପ୍ରିତା
ଭୂତଚକ୍ର ପ୍ରାଇଭେଟ୍ ଲିମିଡ୍ ଖୁସି
ଓ ବନ୍ଧୁ ଆମାର
୨୦୨୦ ଦାଗାଲ୍‌ତି ମଲ୍ଲୀ ତାମିଲ କଥାଚିତ୍ର [୧୩]
ଲଭ୍ ଷ୍ଟୋରୀ ରଞ୍ଜା ବଙ୍ଗଳା କଥାଚିତ୍ର
ନାଙ୍ଗା ରୋମ୍ବା ବିଜି ମୀରା ତାମିଲ ଟିଭି ଫିଲ୍ମ
୨୦୨୧ ମିସ୍‌ଡ୍ କଲ୍ ବଙ୍ଗଳା କଥାଚିତ୍ର
ଆମାର ଚ୍ୟାଲେଞ୍ଜ୍
୨୦୨୨ ପ୍ରଥମ ବାରେର ପ୍ରଥମ ଦେଖା
୨୦୨୪ ପମ୍ବତ୍ତମ୍ ରାଧିକା ତାମିଲ କଥାଚିତ୍ର
୨୦୨୫ ମୁହରତ ବଙ୍ଗଳା କଥାଚିତ୍ର
  1. "A different future". Telegraphindia.com. Archived from the original on 18 September 2016. Retrieved 17 September 2016.
  2. "Aparna Sen speaks on Arshinagar - The Hindu". Thehindu.com. 18 December 2015. Retrieved 17 September 2016.
  3. Ruman Ganguly (February 2014). "Dev's Juliet would avoid him!". The Times of India. Retrieved 17 September 2016.
  4. "Presenting, Calcutta Times Most Desirable Women 2015". The Times of India. April 2016. Retrieved 17 September 2016.
  5. ୫.୦ ୫.୧ "Arjun Chakrabarty starrer Asche Bochor Abar Hobe set to release this July". The Times of India. 11 January 2017. Retrieved 13 May 2018.
  6. "'Raja Rani Raji' is all set for its world TV premiere". The Times of India. 6 May 2018. Retrieved 14 May 2018.
  7. Madhusree Ghosh (20 March 2014). "MASOOM MOVIE REVIEW". The Times of India. Retrieved 14 May 2018.
  8. Shoma A. Chatterji (5 September 2014). "Borbaad (Bengali) Good action, weak performances". The Indian Express. Mumbai. Retrieved 13 May 2018.
  9. Madhusree Ghosh (10 May 2016). "BORBAAD MOVIE REVIEW". The Times of India. Retrieved 14 May 2018.
  10. Anindita Acharya (22 December 2015). "Arshinagar trailer: Watch Aparna Sen's Romeo and Juliet adaptation". Hindustan Times. Retrieved 14 May 2018.
  11. "Celebs galore at Jio Pagla music launch". The Times of India. 12 October 2018. Retrieved 13 May 2018.
  12. "'Raja Rani Raji' new song sets the tune to get into the mood". The Times of India. 14 March 2018. Retrieved 10 May 2018.
  13. "DAGAALTY". British Board of Film Classification. Archived from the original on 22 March 2020.

ବାହାର ଲିଙ୍କ୍

[ସମ୍ପାଦନା]