Jump to content

ରିତିକା ନାୟକ

ଉଇକିପିଡ଼ିଆ‌ରୁ
ରିତିକା ନାୟକ
ଜନ୍ମ (2000-10-28) ୨୮ ଅକ୍ଟୋବର ୨୦୦୦ (ବୟସ ୨୫)[][][]
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୨୦୨୨ – ଏବେଯାଏଁ

ରିତିକା ନାୟକ ଜଣେ ଭାରତୀୟ ଅଭିନେତ୍ରୀ । ସେ ମୁଖ୍ୟତଃ ତେଲୁଗୁ କଥାଚିତ୍ର ଜଗତରେ କାମ କରନ୍ତି ।[] ୨୦୨୨ ମସିହାର କଥାଚିତ୍ର ଅଶୋକା ବନାମଲୋ ଅର୍ଜୁନ କଲ୍ୟାଣମ୍ ଜରିଆରେ, ସେ ତେଲୁଗୁ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ, ଯେଉଁଥିରେ ସେ ବସୁଧା ଭୂମିକାରେ ଅଭିନୟ କରିଥିଲେ ।[]

ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

ରିତିକା ୨୦୦୦ ମସିହାର ଅକ୍ଟୋବର ୨୭ ତାରିଖରେ ଦିଲ୍ଲୀରେ ଏକ ଓଡ଼ିଆ ପରିବାରରେ ଜନ୍ମଗ୍ରହଣ କରିଥିଲେ । ସେ ଦିଲ୍ଲୀର ସଫଦରଜଙ୍ଗ ଏନ୍‌କ୍ଲେଭ୍ ସ୍ଥିତ ପୋଲିସ ପବ୍ଲିକ ସ୍କୁଲରୁ ତାଙ୍କର ସ୍କୁଲ ଶିକ୍ଷା ଶେଷ କରିଥିଲେ । ୨୦୧୯ ମସିହାରେ, ସେ ଦିଲ୍ଲୀ ଟାଇମସ୍' ଫ୍ରେସ ଫେସ୍‌ର ୧୨ଶ ସଂସ୍କରଣର ବିଜୟିନୀ ହୋଇଥିଲେ ।[]

ଅଭିନୟ ଜୀବନ

[ସମ୍ପାଦନା]

ସେ ବିଭିନ୍ନ ସହରରେ ଅଡ଼ିସନ ଦେବା ପରେ, ଅଶୋକା ବନାମଲୋ ଅର୍ଜୁନ କଲ୍ୟାଣମ୍ କଥାଚିତ୍ର ଜରିଆରେ ଅଭିନୟ କରିବା ଆରମ୍ଭ କରିଥିଲେ ।[] ଏହି କଥାଚିତ୍ର ପାଇଁ ତାଙ୍କୁ ସାଇମା ତେଲୁଗୁ ଶ୍ରେଷ୍ଠ ନବାଗତା ପାଇଁ ମନୋନୀତ କରାଯାଇଥିଲା ।[]

ଅଭିନୀତ କଥାଚିତ୍ର

[ସମ୍ପାଦନା]
ବର୍ଷ କଥାଚିତ୍ର ଭୂମିକା ଭାଷା ମନ୍ତବ୍ୟ
୨୦୨୨ ଅଶୋକା ବନାମଲୋ ଅର୍ଜୁନ କଲ୍ୟାଣମ୍ ବସୁଧା ତେଲୁଗୁ ସାଇମା ତେଲୁଗୁ ଶ୍ରେଷ୍ଠ ନବାଗତା ପାଇଁ ମନୋନୀତ
୨୦୨୩ ହାଏ ନାନା ମାହି କ୍ୟାମିଓ
୨୦୨୫ ମିରାଇ ବିଭା [୧୦]
ଡୁଏଟ୍ - ତେଲୁଗୁ

ତାମିଲ

ଦ୍ୱିଭାଷୀ କଥାଚିତ୍ର[୧୧]
VT15 - ତେଲୁଗୁ [୧୨]
  1. "Ritika Nayak Biography, Age". Greatspedia. Retrieved 2025-09-22.
  2. "Ritika Nayak Age, Biography". Famoustarz. Retrieved 2025-09-22.
  3. "Ritika Nayak". Manorama Online. Retrieved 2025-09-22.
  4. Chittimalla, Anjibabu (18 April 2024). "తేజా సజ్జతో జతకట్టిన రితికా నాయక్- ఈ ఢిల్లీ బ్యూటీ బ్యాగ్రౌండ్ ఏంటో తెలుసా?". ABP Desam. Retrieved 17 April 2025.
  5. "Thrilled to receive a positive reception from Hyderabadis for my Tollywood debut: Ritika". The Times of India. 2022-07-04. ISSN 0971-8257. Retrieved 2025-04-17.
  6. "Rithika Nayak, a gamble that paid off for team AVAK". Telugu Cinema (in ଆମେରିକୀୟ ଇଂରାଜୀ). 2022-05-10. Retrieved 2025-04-17.
  7. "Delhi gets its freshest faces at the city finale". The Times of India. 2019-12-02. ISSN 0971-8257. Retrieved 2025-04-17.
  8. "Exclusive! Ritika Nayak on Ashoka Vanamlo Arjuna Kalyanam: Every girl should make herself a priority before loving someone else". OTTPlay (in ଇଂରାଜୀ). Retrieved 2025-04-17.
  9. "Ritika Nayak thanks the team of Ashoka Vanam Lo Arjuna Kalyanam for 'Vasudha'". The Times of India. 2022-05-13. ISSN 0971-8257. Retrieved 2025-04-17.
  10. "Teja Sajja's Action-Thriller Mirai Confirms Global Release Date On THIS Date". Zee News (in ଇଂରାଜୀ). Retrieved 2025-04-17.
  11. "New Poster Of Duet Featuring Birthday Boy Anand Devarakonda Unveiled". Times Now (in ଇଂରାଜୀ). 2024-03-15. Retrieved 2025-04-17.
  12. Features, C. E. (2025-03-24). "Varun Tej's next project goes on floors". Cinema Express (in ଇଂରାଜୀ). Retrieved 2025-04-17.

ବାହାର ଲିଙ୍କ୍

[ସମ୍ପାଦନା]