Jump to content

ରିତିକା ତାମିଲ ସେଲ୍‌ଭି

ଉଇକିପିଡ଼ିଆ‌ରୁ
ରିତିକା ତାମିଲ ସେଲ୍‌ଭି
ଜନ୍ମ
ଅନ୍ୟ ନାମରିତିକା
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୨୦୧୮   ଏବେଯାଏଁ
ବୈବାହିକ-ସାଥୀବୀନୁ (ବିବାହ: ୨୦୨୨)

ରିତିକା ତାମିଲ ସେଲ୍‌ଭି ଜଣେ ଭାରତୀୟ ଅଭିନେତ୍ରୀ । ସେ ମୁଖ୍ୟତଃ ତାମିଲ ଟେଲିଭିଜନ ଜଗତରେ କାମ କରନ୍ତି ।[] କମେଡ଼ି-ରୋଷେଇ କାର୍ଯ୍ୟକ୍ରମ କୁକୁ ଉଇଥ୍ କୋମଲିରେ ଅଭିନୟ ପାଇଁ ସେ ଜଣାଶୁଣା । କମେଡ଼ି ରିଆଲିଟି ଶୋ କେମେଡ଼ି ରାଜା କଲାକ୍କାଲ ରାଣୀରେ ସେ ଅଂଶଗ୍ରହଣ କରି ୨ୟ ସ୍ଥାନ ଅଧିକାର କରିଥିଲେ ।

ରିତିକା ପ୍ରଥମ ଥର ପାଇଁ ୨୦୧୮ ମସିହାରେ ଜଣେ ଅଭିନେତ୍ରୀ ଭାବରେ ଟିଭି ଧାରାବାହିକ ରାଜା ରାଣୀରେ ବିନୋଦିନୀ ନାମକ ଏକ ଚରିତ୍ରରେ ଅଭିନୟ କରିଥିଲେ । ୨୦୨୦ ମସିହାରେ, ସେ ବାକିୟାଲକ୍ଷ୍ମୀ ନାମକ ଅନ୍ୟ ଏକ ଟିଭି ଧାରାବାହିକରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ୨୦୨୧ ମସିହାରେ, ସେ ଲୋକପ୍ରିୟ କମେଡି ରୋଷେଇ ଭିତ୍ତିକ କାର୍ଯ୍ୟକ୍ରମ କୁକୁ ଉଇଥ୍ କୋମାଲିରେ ପ୍ରତିଯୋଗୀ ଭାବରେ ଭାଗ ନେଇଥିଲେ ।[] ୨୦୨୧ ମସିହାରେ, ସେ ବିଭିନ୍ନ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ।[]

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

୨୦୨୨ ମସିହାରେ, ସେ ବ୍ୟବସାୟୀ ବୀନୁଙ୍କୁ ବିବାହ କରିଥିଲେ ।[][][][]

ଟେଲିଭିଜନ

[ସମ୍ପାଦନା]
ବର୍ଷକାର୍ଯ୍ୟକ୍ରମଭୂମିକାମନ୍ତବ୍ୟ
୨୦୧୮–୨୦୧୯ରାଜା ରାନୀବିନୋଦିନୀ
୨୦୧୯–୨୦୨୦ଶିବା ମନସୁଲା ଶକ୍ତିଅର୍ଚ୍ଚନା
ଚକୋଲେଟ୍ଅମୃଦା
୨୦୨୦–୨୦୨୧ତିରୁମାଗାଲମେଗାତି
୨୦୨୧–୨୦୨୩ବାକିୟାଲକ୍ଷ୍ମୀଅମୃତା
୨୦୨୦–୨୦୨୧କୁକୁ ଉଇଥ୍ କୋମାଲିପ୍ରତିଯୋଗୀଶ୍ରେଷ୍ଠ ୬
ଷ୍ଟାର୍ଟ ମ୍ୟୁଜିକ୍ଶ୍ରେଷ୍ଠ ବାଦକ
୨୦୨୦୪ଜିକ୍ଷୁଦ୍ର ଚଳଚ୍ଚିତ୍ର
୨୦୨୧ସିଙ୍ଗଲ୍ ପୋନ୍ନୁଗାନିଜେ
ନାମ୍ମାବାର କମାଲଅତିଥି କଳାକାର
କେମେଡ଼ି ରାଜା କଲାକ୍କାଲ ରାଣୀ
୨୦୨୨ରାଜୁ ବୁଲ୍‌ତା ପାର୍ଟି
ପାଣ୍ଡିଆନ ଷ୍ଟୋର୍‌ସ୍ଅମୃତା

କଥାଚିତ୍ର

[ସମ୍ପାଦନା]
  • ସତ୍ତାମ ଏନ୍ କୈୟିଲ (୨୦୨୪) - ନିବେତା, ଗୌତମଙ୍କ ଭଉଣୀ
  1. "வறுமை.. பார்ட்டைம் வேலை… சோகம் கலந்த பாக்யலட்சுமி அமிர்தாவின் ரியல் லைப்".[permanent dead link]
  2. "Vijay TV actress Rithika is a new contestant". www.worldhab.com. 3 February 2021. Archived from the original on 11 December 2021. Retrieved 11 December 2021.
  3. "Rithika's Special Kavithai for Bala!". getindianews.com. Archived from the original on 11 December 2021. Retrieved 11 December 2021.
  4. "'Cook With Comali' fame Rithika to get married soon". The Times of India. 2022-11-15. ISSN 0971-8257. Retrieved 2023-06-04.
  5. "'Bhagyalakshmi' fame actress Rithika to get married soon - DEETS". www.indiaglitz.com. Retrieved 26 December 2022.
  6. "'Cooku with Comali' fame actress Rithika gets married". The Times of India. 2022-11-21. ISSN 0971-8257. Retrieved 2023-06-04.
  7. "Baakiyalakshmi star Rithika aka Tamil Selvi ANNOUNCED her pregnancy". Tellychakkar.

ବାହାର ଲିଙ୍କ୍

[ସମ୍ପାଦନା]