Jump to content

ରିକମ୍ବିନାଣ୍ଟ ଫ୍ୟାକ୍ଟର IX

ଉଇକିପିଡ଼ିଆ‌ରୁ
ରିକମ୍ବିନାଣ୍ଟ ଫ୍ୟାକ୍ଟର IX
Clinical data
Trade namesBenefix, Rixubis,[] Ixinity, Alprolix Idelvion, Rebinyn, others
SynonymsCoagulation factor IX; recombinant factor IX; nonacog alfa; albutrepenonacog alfa; eftrenonacog alfa; nonacog beta pegol
AHFS/Drugs.commonograph

ରିକମ୍ବିନାଣ୍ଟ ଫ୍ୟାକ୍ଟର୍ IX, ଅନ୍ୟମାନଙ୍କ ମଧ୍ୟରେ ନୋନାକୋଗ ଆଲଫା ଭାବରେ ମଧ୍ୟ ଜଣାଶୁଣା, ହେମୋଫିଲିଆ ବି ରୋଗର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ ।[] ନିର୍ଦ୍ଦିଷ୍ଟ ଭାବରେ ଏହା ରକ୍ତସ୍ରାବର ପ୍ରତିଷେଧ ତ‌ଥା ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] ଏହାର ବ୍ୟବହାର ଜୀବନ‌ଚର୍ଯ୍ୟା ଗୁଣରେ ଉନ୍ନତି ଆଣେ ।[] ଏହା ଏକ ଶିରାରେ ଧୀର ଇଞ୍ଜେକସନ ଆକାରରେ ଦିଆଯାଏ ।[]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଜ୍ୱର, କାଶ, ଇଞ୍ଜେସନ ସ୍ଥାନରେ ଯନ୍ତ୍ରଣା ଏବଂ ବାନ୍ତି ଲାଗେ ।[] ଏହା ଆଲର୍ଜି ପ୍ରତିକ୍ରିୟା ସ‌ହିତ ଆଞ୍ଜିଓଇଡିମା, ହାଇଭ୍‌ସ, ଚକ୍କର କିମ୍ବା ନିମ୍ନ ରକ୍ତଚାପ ସହିତ ରେ ମଧ୍ୟ ପରିଣତ ହୋଇପାରେ ।[] ଆଣ୍ଟିବଡି ବିକଶିତ ହୋଇପାରେ ଯାହା ଏହାର କାର୍ଯ୍ୟ କରିବାର କ୍ଷମତାକୁ ଅବରୋଧ କରିଥାଏ ।[] ଏହା ରକ୍ତ ଜମାଟ ବାନ୍ଧୁଥିବା ଏନଜାଇମ୍ ଫ୍ୟାକ୍ଟର୍ IXର ଏକ ଉତ୍ପାଦିତ ସଂସ୍କରଣ, ଯାହା ରେକମ୍ବିନାଣ୍ଟ ପ୍ରଣାଳୀଦ୍ୱାରା ପ୍ରସ୍ତୁତ ହୁଏ ।[]

୧୯୯୭ ମସିହାରେ ଯୁକ୍ତରାଷ୍ଟ୍ର ଏବଂ ୟୁରୋପରେ ଚିକିତ୍ସା ପାଇଁ ରିକମ୍ବିନାଣ୍ଟ ସଂସ୍କରଣଗୁଡିକ ଅନୁମୋଦିତ ହୋଇଥିଲା।[] [] [] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜରୁରୀ ଔଷଧ ତାଲିକାରେ ଅଛି ।[] ଯୁକ୍ତରାଜ୍ୟରେ ୧୦୦୦ ୟୁନିଟର ମୂଲ୍ୟ ୨୦୨୩ ସୁଦ୍ଧା ପ୍ରାୟ ୬୦୦ ପାଉଣ୍ଡ ଥିଲା । [] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୧୬୦୦ ଡଲାର ଅଟେ ।[] ମାନବ ପ୍ଲାଜ୍ମାରୁ ନିର୍ମିତ ସଂସ୍କରଣ ମଧ୍ୟ ଅଛି, କିନ୍ତୁ ଏଗୁଡିକରେ ସଂକ୍ରମଣର ବିପଦ ହୋଇପାରେ ।[] [] []

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Factor IX (Recombinant) (Monograph)". Drugs.com. American Society of Health-System Pharmacists. Archived from the original on 24 September 2017. Retrieved 12 September 2023. Archived 24 September 2017 at the Wayback Machine.
  2. ୨.୦ ୨.୧ "BENEFIX (coagulation factor ix- recombinant kit". Dailymed. Archived from the original on 29 January 2023. Retrieved 12 September 2023. Archived 29 January 2023 at the Wayback Machine.
  3. ୩.୦ ୩.୧ ୩.୨ "BeneFIX EPAR". European Medicines Agency (EMA). 17 September 2018. Archived from the original on 17 June 2020. Retrieved 17 June 2020. Archived 17 June 2020 at the Wayback Machine.
  4. ୪.୦ ୪.୧ "Hemophilia: From Plasma to Recombinant Factors". 2008. Archived from the original on 29 May 2023. Retrieved 13 September 2023. Archived 29 May 2023 at the Wayback Machine.
  5. World Health Organization (2023). The selection and use of essential medicines 2023: web annex A: World Health Organization model list of essential medicines: 23rd list (2023). Geneva: World Health Organization. hdl:10665/371090. WHO/MHP/HPS/EML/2023.02.
  6. ୬.୦ ୬.୧ "Factor IX fraction, dried [Specialist drug] Medicinal forms". BNF. Archived from the original on 13 September 2023. Retrieved 13 September 2023. Archived 13 September 2023 at the Wayback Machine.
  7. "Benefix". GoodRx. Retrieved 13 September 2023.
  8. "Haemonine 500 / Haemonine 1000". EMC. Archived from the original on 11 April 2022. Retrieved 13 September 2023. Archived 11 April 2022 at the Wayback Machine.