ରାୟଗଡ ବିମାନବନ୍ଦର

Coordinates: 21°49′26″N 83°21′37″E / 21.82389°N 83.36028°E / 21.82389; 83.36028
ଉଇକିପିଡ଼ିଆ‌ରୁ
Raigarh Airport
रायगढ़ हवाई अड्डा
Rāyagaṛha Havāī Aḍḍā
IATA: noneICAO: none
ସାରକଥା
ବିମାନ ବନ୍ଦର ପ୍ରକାର Public
ପରିଚାଳକ AAI
ସେବା Raigarh
ଅବସ୍ଥାନ Kondatarai, Chhattisgarh, India India
ଉଚ୍ଚତା (ସମୁଦ୍ର ଠାରୁ) 791 ft / 241 m
ଦିଗବାରେଣି 21°49′26″N 83°21′37″E / 21.82389°N 83.36028°E / 21.82389; 83.36028
Map

Lua error in ମଡ୍ୟୁଲ:Location_map at line 522: Unable to find the specified location map definition: "Module:Location map/data/India airport" does not exist.Location of airport in India

ରନବେ
ଦିଗ ଲମ୍ବ ଭୂମି
ft m
12/30 3,940 1,200 asphalt

ରାୟଗଡ ବିମାନବନ୍ଦର  ଭାରତୀୟ ରାଜ୍ୟ ଛତିଶଗଦର ରାୟପୁର ସହରରୁ 9 କିଲୋମିଟର ଦୁରବର୍ତୀ କୋଣ୍ଡାତରାଇରେ ଥିବା ଏକ ବିମାନବନ୍ଦର । ଏହା ମୁଖ୍ଯତଃ କ୍ଷୁଦ୍ର ବିମାନ ଓ ହେଲିକେପ୍ଟର ପାଇଁ ବ୍ୟବହାର କରାଯାଇଥାଏ । [୧]

ପରିବର୍ଦ୍ଧନ [ସମ୍ପାଦନା]

2013 ମସିହାରେ ରାଜ୍ୟ ସରକାର ଭାରତୀୟ ବିମାନ ଚଲାକଲାଳ କରତୃପକ୍ଷୀଙ୍କ ସହ ରାଜିନାମା ଭିତ୍ତିରେ ଏହାର ଉନ୍ନତିକରଣ ପାଇଁ ବ୍ୟବସ୍ଥା କରୁଛନ୍ତି । ଏହା ମଯ 2017 ସୁଦ୍ଧା କାର୍ଯ୍ୟକାରୀ ହେବାର ସମ୍ଭାବନା ରହିଛି । ଆଗାମୀ 3 ବର୍ଷରେ ଦୁଇଟି ପର୍ଯ୍ୟାୟ[୧]ରେ ଏହାର ବିକାଶ ହେବ। ଏହାର ରାନୱେ 1870 ମିଟର ବିଶିଷ୍ଟ ଓ ପରେ ଏହାକୁ 2000 ମିଟର କରାଯିବ । ଏଥିପାଇଁ 280 କୋଟି ତାଙ୍କର ଅଟକଳ କରା ଯାଇଛି । [୨]

ଆଧାର [ସମ୍ପାଦନା]

  1. ୧.୦ ୧.୧ "Chhattisgarh to get its second airport at Raigarh". CMIE. 17 May 2013. Retrieved 27 July 2013.
  2. "Chhattisgarh's second airport worth Rs 280 crore in Raigarh soon". The Times of India. 24 July 2013. Archived from the original on 16 November 2014. Retrieved 27 July 2013.