ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ

ଉଇକିପିଡ଼ିଆ‌ରୁ
ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ,
ରାୟଗଡ଼ା
ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ,ରାୟଗଡ଼ା
ଲକ୍ଷ୍ୟସତ୍ୟଂ ଶିବମ୍ ସୁନ୍ଦରମ୍
ଲକ୍ଷ୍ୟ (ଇଂରାଜୀରେ)TRUTH -- PURITY -- BEAUTY
ସ୍ଥାପିତ04.07.1966
ଅଧ୍ୟକ୍ଷଶ୍ରୀ ଶିଶିରକାନ୍ତ ତ୍ରିପାଠୀ
ଅବସ୍ଥାନରାୟଗଡ଼ା, ଓଡ଼ିଶା, ଭାରତ
ୱେବସାଇଟwww.rayagadacollege.org


ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ରାୟଗଡ଼ା ଜିଲ୍ଲାର ରାୟଗଡ଼ା ସହରରେ ଅବସ୍ଥିତ । ଓଡ଼ିଶାର ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସହ ଏହା ଅନୁବନ୍ଧିତ[୧][୨][୩][୪] । ଯୁକ୍ତ ୨ ପାଠ୍ୟକ୍ରମର ଶିକ୍ଷାଦାନ ପାଇଁ ଏହି ଅନୁଷ୍ଠାନଟି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା ସହ ଅନୁବନ୍ଧିତ ହୋଇଥିଲା ।

ମହାବିଦ୍ୟାଳୟଟି ୧୯୬୬ ମସିହାରେ ପ୍ରତିଷ୍ଟିତ । ଶ୍ରୀ ପି.କେ ମିଶ୍ର ଏହାର ପ୍ରଥମ ଅଧ୍ୟକ୍ଷ । ମହାବିଦ୍ୟାଳୟଟି ୨୦୦୬ ମସିହାରେ ରାଷ୍ଟ୍ରୀୟ ମୁଲ୍ୟାଙ୍କନ ଏବଂ ପ୍ରତ୍ୟାୟନ ପରିଷଦ (National Assessment and Accreditation Council)[୫]ଦ୍ୱାରା "ଖ"(B level) ଶ୍ରେଣୀ ମାନ୍ୟତା ଏବଂ ୨୦୦୭ ମସିହାରେ ୟୁଜିସିଦ୍ୱାରା ସ୍ୱୟଂଶାସିତ ମାନ୍ୟତା ଲାଭ କଲା[୬] । କଳା, ବିଜ୍ଞାନ ଓ ବାଣିଜ୍ୟରେ ସ୍ନାତକ ପାଠ୍ୟକ୍ରମ ପାଇଁ ଏଠାରେ ବ୍ୟବସ୍ଥା ରହିଛି[୭][୮][୯] । ଓଡ଼ିଶା ସରକାରଙ୍କଦ୍ୱାରା ଏଠାରେ ଏକ ଭାଷା ପାଠାଗାର ପ୍ରତିଷ୍ଠା ହେବାକୁ ଯାଉଛି[୧୦]

ଆଧାର[ସମ୍ପାଦନା]

  1. "Affiliated colleges of Berhampur University"
  2. "List of affiliated autonomous colleges"
  3. ""List of affiliated colleges of Berhampur University"". Archived from the original on 2014-10-22. Retrieved 2014-10-22.
  4. "List of approved autonomous colleges under the UGC scheme"
  5. National Assessment and Accreditation Council
  6. ""REPORT OF THE BERHAMPUR UNIVERSITY FOR THE YEAR 2011"" (PDF). Archived from the original (PDF) on 2012-03-24. Retrieved 2014-11-08.
  7. "RTI odisha on Rayagada college"[permanent dead link]
  8. "About Rayagada college in Indiacolleges[permanent dead link]
  9. "List of autonomous colleges in Berhampur University"
  10. "Pragativadi, August 14, 2013" News in Pragatibadi

ବାହାର ତଥ୍ୟ[ସମ୍ପାଦନା]