Jump to content

ରାହୀ ସରନୋବତ

ଉଇକିପିଡ଼ିଆ‌ରୁ
ରାହୀ ସରନୋବତ
ବ୍ୟକ୍ତିଗତ ତଥ୍ୟ
ଜନ୍ମ (1990-10-30) ୩୦ ଅକ୍ଟୋବର ୧୯୯୦ (ବୟସ ୩୫)
Kolhapur, India
ଉଚ୍ଚତା5.2 ft (1.6 m) (2010)
ଓଜନ67 kg (148 lb) (2010)
Sport
ଦେଶIndia
କ୍ରୀଡ଼ା25 metre pistol
ClubShiva Chattrapati Sports Complex, Pune
TeamIndia
Coached byAnatolii Piddubnyi
Now coachingBalewadi Shooting Range, Pune
Medal record
Women's shooting
ISSF World Cup
Gold2013 South Korea25 metre pistol
Commonwealth Games
Gold2010 Delhi25 m pistol pairs
Gold2014 Glasgow25 metre pistol
Silver2010 Delhi25 metre pistol
Asian Games
Bronze2014 IncheonWomen's 25 m pistol team

ରାହୀ ସରନୋବତ (ଜନ୍ମ: ୩୦ ଅକ୍ଟୋବର ୧୯୯୦, କୋଲହାପୁର, ମହାରାଷ୍ଟ୍ର) ଜଣେ ଭାରତୀୟ ମହିଳା ଶୁଟର ଅଟନ୍ତି, ଯିଏ 5 ଏପ୍ରିଲ 2013 ମସିହାରେ କୋରିଆର ଚାଙ୍ଗବାନରେ ଚାଲିଥିବା ଆଇ ଏସ ଏସ ଏଫ ବିଶ୍ୱ କପର 25 ମିଟର ପିସ୍ତଲ ସ୍ପର୍ଦ୍ଧାର ଫାଇନାଲରେ ସ୍ଥାନୀୟ ଶୁଟର କେୟଙ୍ଗ କିମଙ୍କୁ 8-6ରେ ହରେଇ ସ୍ୱର୍ଣ୍ଣ ପଦକ ଭାରତ ନାମରେ କରାଇଥିଲେ । ସେ ବିଶ୍ୱ କପରେ ସ୍ୱର୍ଣ୍ଣ ପଦକ ଜିତିଥିବା ପ୍ରଥମ ଭାରତୀୟ ପିସ୍ତଲ ଶୁଟର ଅଟନ୍ତି ।[][][]

ରାହୀ ଆମେରିକାରେ 2011 ଆଇ ଏସ ଏସ ଏଫ ବିଶ୍ୱ କପରେ କଂସା ପଦକ ଜିତିଥିଲେ । 2010 ରାଷ୍ଟ୍ରମଣ୍ଡଳ ଖେଳରେ ଏକ ଗୋଲ୍ଡ ଏବଂ ସିଲଭର ମେଡାଲ ଜିତିଥିବା ରାହୀ ଆଇ ଏସ ଏସ ଏଫ ବିଶ୍ୱ କପ, 2011ରେ ବ୍ରୋଞ୍ଜ ଜିତି ଓଲିଓମ୍ପିକର ଟିକେଟ ନେଇଥିଲେ ।[]

2014 ରାଷ୍ଟ୍ରମଣ୍ଡଳ ଖେଳରେ 25 ମିଟର ଏୟାର ପିସ୍ତଲରେ ରାହୀ ସରନୋବତ ଭଲ ପ୍ରଦର୍ଶନ କରି ଗୋଲ୍ଡ ମେଡାଲ ଜିତିଥିଲେ ।[]

  1. http://indiatoday.intoday.in/site/Story/115404/Sports/women-shooters-break-into-the-male-bastion.html
  2. http://www.thehindu.com/sport/other-sports/sarnobat-wins-gold-in-shooting-wc/article4585521.ece
  3. "कॉमनवेल्थ गेम्म : राही सरनोबत ने भारत को दिलाया पांचवां गोल्ड मेडल (CWG 2014: Rahi Sarnobat wins gold in Women`s 25M Air Pistol)". patrikanews. 7/26/2014. Retrieved 7/26/2014. {{cite news}}: Check date values in: |accessdate= and |date= (help)
  4. "ରାହୀ ସରନୋବତ". news.biharprabha.com. IANS. Jul 8, 2012. Retrieved Jul 8, 2012.
  5. "Pistol shooter Rahi Sarnobat wins gold, Anisa Sayyed silver". news.biharprabha.com. IANS. 26 जुलाई 2014. Retrieved 26 ଜୁଲାଇ2014. {{cite news}}: Check date values in: |accessdate= and |date= (help)