ରାମବାଗ ରାଜମହଳ

ଉଇକିପିଡ଼ିଆ ରୁ
Jump to navigation Jump to search
ରାମବାଗ ରାଜମହଳ 
ରାମବାଗ ରାଜମହଳର ଅଭ୍ୟନ୍ତର ପ୍ରାନ୍ତର 

ରାମବାଗ ରାଜମହଳ , ଭାରତୀୟ ରାଜ୍ୟ ରାଜସ୍ଥାନର ରାଜଧାନୀ ଜଯପୁରରେ ଅବସ୍ଥିତ ପୂର୍ବତନ ମହାରାଜାଙ୍କ ବାସଗୃହ ଥିଲା ଓ ବର୍ତମାନ ଏହା ଏକ ହୋଟେଲ । ଜଯପୁର ସହର ସୀମାବର୍ତୀ ପ୍ରାଚୀରରୁ ଭବାନୀ ସିଂହ ରାସ୍ତାରେ 8 କିଲୋମିଟର ଦୂରରେ ଏହା ଅବସ୍ଥିତ । 

ଇତିହାସ [ସମ୍ପାଦନା]

1835 ମସିହାରେ ଏହାକୁ ରାଜପୁତ୍ର ରାମ ସିଂହଙ୍କ ତତ୍ୱାବଧାରକ ନର୍ସ ପାଇଁ ଗାର୍ଡେନ ହାଉସ ଭାବରେ ନିର୍ମିତ ହେଇଥିଲା । 1887ରେ ମହାରାଜା ସାବାଇ ମାନସିଂହ I[୧]Iଙ୍କ ରାଜୁତି ସମୟରେ ଏହାକୁ ଏକ ରାଜକୀୟ ଶିକାର ଆବାସ ସ୍ଥଳରେ ପରିଣତ କରାଯାଇଥିଲା ।୨୦ ତମ ଶତାବ୍ଦୀର ପ୍ରାରମ୍ଭ କାଳରେ   ଏହା ନିକଟରେ ଘଞ୍ଚ ଅରଣ୍ୟ ରହିଥିଲା ।ସେତେବେଳେ ସାର ସାମୁଏଲ ସ୍ୱିନ୍ତାନ ଜାକବ ଙ୍କ[୨] ନକ୍ସା ଅନୁଯାୟୀ ଏହାକୁ ଏକ ରାଜମହଳ ଭାବରେ ବିସ୍ତାର କରା ଯାଇଥିଲା । ମହାରାଜା ସାବାଇ ମାନସିଂହ II ଏହାକୁ ତାଙ୍କର ମୁଖ୍ୟ ବାସଗୃହ କରିଥିଲେ ଓ ୧୯୩୧[୩] ରେ ଏହାର ପରିବର୍ଦ୍ଧନ କରିଥିଲେ । ଭାରତ ସ୍ୱାଧୀନ ହେଲା ପରେ ରାଜତନ୍ତ୍ରର ବିଲୋପ କରାଗଲା । ଏହାକୁ ଏକ ସରକାରୀ ଭବନ ରୂପେ ବ୍ୟବହାର କରାଗଲା । ୧୯୫୦ ମସିହା ବେଳକୁ ପୂର୍ବତନ ରାଜପରିବାର ଏହି ମହଲ ତଥା ଏଠାରେ ଥିବା ୪୭ ଏକର ସ୍ଥାନରେ ଥିବା ବଗିଚା  ରକ୍ଷଣା ବେକ୍ଷଣ ଅତ୍ୟନ୍ତ୍ୟ ବ୍ୟୟବହୁଳ ହେଇଯିବାରୁ ୧୯୫୭ରେ ସେମାନେ ଏହାକୁ ଏକ ବିଳାସପୂର୍ଣ ହୋଟେଲରେ ପରିଣତ କଲେ । 

ପୁରସ୍କାର [ସମ୍ପାଦନା]

  •  କୋଣ୍ଡେ ନାଷ୍ଟ ପର୍ଯ୍ୟଟନ ମେଗାଜିନଦ୍ୱାରା ଏହା 2009 ମସିହାରେ ବିଶ୍ୱର ଶ୍ରେଷ୍ଠ ହୋଟେଲ ଭାବରେ ପୁରସ୍କୃତ ହେଇଥିଲା । 

ନୋତ୍ସ ସମୂହ [ସମ୍ପାଦନା]

  1. Crump, Page 144.
  2. Michell, in 1925, page 42
  3. Crites, page 41

ଆଧାର ସବୁ [ସମ୍ପାଦନା]

  • Crump, Vivien; Toh, Irene (1996). Rajasthan (hardback). London: Everyman Guides. pp. 400 pages. ISBN 1-85715-887-3.
  • Crites, Mitchell Shelby; Nanji, Ameeta (2007). India Sublime – Princely Palace Hotels of Rajasthan (hardback). New York: Rizzoli. pp. 272 pages. ISBN 978-0-8478-2979-8.
  • Badhwar, Inderjit; Leong, Susan (2006). India Chic. Singapore: Bolding Books. p. 240. ISBN 981-4155-57-8.
  • Michell, George, Martinelli, Antonio (2005). The Palaces of Rajasthan. London: Frances Lincoln. pp. 271 pages. ISBN 978-0-7112-2505-3.CS1 maint: Multiple names: authors list (link) CS1 maint: Multiple names: authors list (link)
  • William Warren; Jill Gocher (2007). Asia's Legendary Hotels: The Romance of Travel (hardback). Singapore: Periplus Editions. ISBN 978-0-7946-0174-4.

ବାହ୍ୟ ସଂଯୋଗ [ସମ୍ପାଦନା]