ରାମ ଚରଣ ପଟେଲ
ଦେଖଣା
(ରାମଚରଣ ପଟେଲରୁ ଲେଉଟି ଆସିଛି)
ରାମ ଚନ୍ଦ୍ର ପଟେଲ | |
|---|---|
| ବିଧାୟକ: ସ୍ୱାଧୀନତା ପୂର୍ବର ୨ୟ ଓଡ଼ିଶା ବିଧାନ ସଭା | |
| କାର୍ଯ୍ୟକାଳ ୧୯୪୬ – ୧୯୫୨ | |
| ପର ଅଧିକାରୀ | କୃପାନିଧି ନାଏକ, ଦ୍ୱାରିକାନାଥ କୁସୁମ |
| ନିର୍ବାଚନ ମଣ୍ଡଳୀ | ସୁନ୍ଦରଗଡ଼ |
| ବ୍ୟକ୍ତିଗତ ସବିଶେଷ | |
| ନାଗରିକତା | ଭାରତୀୟ |
| ଜାତୀୟତା | ଭାରତୀୟ |
| ରାଜନୀତିକ ଦଳ | ନିର୍ଦ୍ଦଳୀୟ |
| ଜୀବନ ସାଥୀ | କୁଞ୍ଜବତୀ ପଟେଲ |
| ବୃତ୍ତି | ରାଜନୀତିଜ୍ଞ |
ରାମ ଚନ୍ଦ୍ର ପଟେଲ ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ସ୍ୱାଧୀନତା ପୂର୍ବରୁ ୧୯୪୬ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ସୁନ୍ଦରଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ସ୍ୱାଧୀନତା ପୂର୍ବର ୨ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧][୨] ତାଙ୍କ ସହିତ ଏହି ବିଧାନ ସଭାକୁ ଶିବ ନାରାୟଣ ସିଂହ ମହାପାତ୍ର ଯୁଗ୍ମ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ ।
ରାଜନୈତିକ ଜୀବନ
[ସମ୍ପାଦନା]ରାମ ଚନ୍ଦ୍ର ପଟେଲ ଜଣେ ନିର୍ଦ୍ଦଳୀୟ ପ୍ରାର୍ଥୀ ଭାବରେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ସ୍ୱାଧୀନତା ପୂର୍ବରୁ ଥରେ କାର୍ଯ୍ୟ କରିଥିଲେ ।[୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Shri Ram Charan Patel". odishaassembly.nic.in. Odisha Assembly. Retrieved 7 July 2021.
- ↑ ଉଦ୍ଧବ ଚରଣ ନାୟକ (2013). "୨". ଓଡ଼ିଶା ରାଜନୀତିର ଇତିହାସ (୧୯୩୬-୨୦୧୩) (in ଓଡ଼ିଆ). ଭୁବନେଶ୍ୱର: ଆମ ଓଡ଼ିଶା. p. ୭୪. ISBN 978-81-89436-54-4. Retrieved 26 December 2023.
{{cite book}}: CS1 maint: unrecognized language (link)