ରାମକୃଷ୍ଣ ସାହୁ
ଦେଖଣା
ରାମକୃଷ୍ଣ ସାହୁ | |
|---|---|
| ଜନ୍ମ ଓ ଜନ୍ମସ୍ଥାନ | ୩୦ ଜାନୁଆରୀ ୧୯୫୪ କୁଦୋପାଲି, ପଦ୍ମପୁର, ବରଗଡ଼ |
| ବୃତ୍ତି | କବି ପ୍ରାବନ୍ଧିକ ଲେଖକ |
| ଭାଷା | ଓଡ଼ିଆ |
| ଜାତୀୟତା | ଭାରତୀୟ |
| ନାଗରିକତା | ଭାରତୀୟ |
| ପୁରସ୍କାର | ବସନ୍ତ ମୁଦୁଲି କବିତା ପୁରସ୍କାର – ୧୯୯୨ |
ରାମକୃଷ୍ଣ ସାହୁ ଜଣେ ଓଡ଼ିଆ କବି, ପ୍ରାବନ୍ଧିକ ଓ ଲେଖକ । ତାଙ୍କ ରଚିତ ପୁସ୍ତକ ରାଗ ଉତ୍ତରା, ବକ୍ରରେଖା, ରାଗ ତାଣ୍ଡବ, ରାଗ ପୂର୍ବା ଆଦି ପ୍ରକାଶିତ ହୋଇଛି । ୧୯୯୨ ମସିହାରେ, ତାଙ୍କୁ ବସନ୍ତ ମୁଦୁଲି କବିତା ପୁରସ୍କାର ପ୍ରଦାନ କରାଯାଇଥିଲା ।[୧]
ଜୀବନୀ
[ସମ୍ପାଦନା]ଦାସ ୧୯୫୪ ମସିହାର ଜାନୁଆରୀ ୩୦ ତାରିଖରେ ବରଗଡ଼ ଜିଲ୍ଲାର ପଦ୍ମପୁର ସ୍ଥିତ କୁଦୋପାଲିଠାରେ ଜନ୍ମଗ୍ରହଣ କରିଥିଲେ ।[୧]
ରଚନାବଳୀ
[ସମ୍ପାଦନା]- ମରୁଭୂମିରେ ମହୋତ୍ସବ
- ରାଗ ତାଣ୍ଡବ
- ରାଗ ପୂର୍ବା
- ରାଗ ବିଦ୍ରୋହ
- ରାଗ ଉତ୍ତରା - କବିତା ସଂକଳନ
- ଉଠଲା ପାହା
- ବକ୍ରରେଖା - ଗଳ୍ପ ସଂକଳନ
- ସୃଜନ ଶୃଙ୍ଗାର
- ଜୀବନ ଶୃଙ୍ଗାର
- ଅଜ୍ଞାତର ପାଦଚିହ୍ନ
- ରିଟେଲିଙ୍ଗ୍-ଟ୍ରୁଥ୍
- ସ୍ପାର୍କଲ୍ସ ଅଫ୍ ଟ୍ରୁଥ୍
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ବସନ୍ତ ମୁଦୁଲି କବିତା ପୁରସ୍କାର - ୧୯୯୨[୨]
- ପାଟଣାଗଡ଼ ସାଂସ୍କୃତିତ ପରିଷଦ ବିଷୁବ ସମ୍ମାନ[୧]
- ଅଖିଳମୋହନ କବିତା ସମ୍ମାନ[୧]
- ଭାରତଚନ୍ଦ୍ର ସ୍ମାରକୀ ସମ୍ମାନ (ସମ୍ବଲପୁର ବିଶ୍ୱବିଦ୍ୟାଳୟ)[୧]
ଆଧାର
[ସମ୍ପାଦନା]- 1 2 3 4 5 "ଅଳ୍ପ ଆଳାପ: ସୁପରିଚିତ କବି ଓ ପ୍ରାବନ୍ଧିକ ରାମକୃଷ୍ଣ". ସମ୍ବାଦ (in Odia). 25 September 2022. Archived from the original on 25 September 2022. Retrieved 7 April 2026.
{{cite news}}: CS1 maint: unrecognized language (link) - ↑ ମହାନ୍ତି, କୃଷ୍ଣ କୁମାର, ed. (6 December 2025). ଚିହ୍ନା ଚାଳିଶ (୧ ed.). ଟାଇମ୍ପାସ୍. ISBN 9789360730345. Retrieved 2 April 2026.