Jump to content

ରାବିଡାସଭିର

ଉଇକିପିଡ଼ିଆ‌ରୁ
ରାବିଡାସଭିର
Clinical data
SynonymsPPI-668
Routes of
administration
By mouth[]
Identifiers
  • (2S)-2-{[Hydroxy(methoxy)methylidene]amino}-1-[(2S)-2-[5-(6-{2-[(2S)-1-[(2S)-2-{[hydroxy(methoxy)methylidene]amino}-3-methylbutanoyl]pyrrolidin-2-yl]-1H-1,3-benzodiazol-6-yl}naphthalen-2-yl)-1H-imidazol-2-yl]pyrrolidin-1-yl]-3-methylbutan-1-one
Chemical and physical data
FormulaC42H50N8O6
Molar mass୭୬୨.୯୧ g·mol−1
3D model (JSmol)
  • CC(C)[C@@H](C(=O)N1CCC[C@H]1C2=NC3=C(N2)C=C(C=C3)C4=CC5=C(C=C4)C=C(C=C5)C6=CN=C(N6)[C@@H]7CCCN7C(=O)[C@H](C(C)C)NC(=O)OC)NC(=O)OC
  • InChI=1S/C42H50N8O6/c1-23(2)35(47-41(53)55-5)39(51)49-17-7-9-33(49)37-43-22-32(46-37)29-14-13-25-19-26(11-12-27(25)20-29)28-15-16-30-31(21-28)45-38(44-30)34-10-8-18-50(34)40(52)36(24(3)4)48-42(54)56-6/h11-16,19-24,33-36H,7-10,17-18H2,1-6H3,(H,43,46)(H,44,45)(H,47,53)(H,48,54)/t33-,34-,35-,36-/m0/s1
  • Key:LCHMHYPWGWYXEL-ZYADHFCISA-N

ରାବିଡାସଭିର ଏକ ଔଷଧ ଯାହା ହେପାଟାଇଟିସ ସି ରୋଗର ଚିକିତ୍ସା ପାଇଁ ବ୍ୟବ‌ହୃତ ହୁଏ ।[] ଏହା ସୋଫୋସଭିର ସ‌ହିତ ବ୍ୟବ‌ହୃତ ହୁଏ ଯାହାର ଆରୋଗ୍ୟ ହାର ୯୭% ।[] ଏହା ଉଭୟ ହେପାଟାଇଟିସ ସି ଓ ଏଚଆଇ‌ଭି/ଏଡସ ରୋଗର ବ୍ୟବ‌ହୃତ ହୁଏ ।[] ଏହା ପାଟିରେ ଦିଆଯାଏ ।[]

ପାର୍ଶ୍ୱ ପ୍ରତିକ୍ରିୟା ସାଧାରଣତଃ ସାମାନ୍ୟ ଅଟେ ।[] ମଧୁମେହ ରୋଗୀ ବ୍ୟବ‌ହାର କଲେ ନିମ୍ନ ରକ୍ତ ଶର୍କରା ହୋଇପାରେ ।[] ଭିହେପାଟାଇଟିସ ବି ରୋଗ ପୁନଃ ସକ୍ରିୟ ହୋଇପାରେ ।[] ଏହା ଏକ ଏନଏସ୫ଏ (NS5A) ପ୍ରତିବନ୍ଧକ ଅଟେ ।[]

୨୦୨୧ ମସିହାରେ ମାଲେସିଆ ଏବଂ ଇଜିପ୍ଟରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ରାବିଡାଭିର ଅନୁମୋଦନ କରାଯାଇଥିଲା ।[] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜରୁରୀ ଔଷଧ ତାଲିକାରେ ଅଛି ।[] ଏକ ୧୨ ସପ୍ତାହ ଚିକିତ୍ସାରେ ପ୍ରାୟ ୩୦୦ରୁ ୫୦୦ ଡଲାର ଖର୍ଚ୍ଚ ହେଉଥିବା ଆଶା କରାଯାଉଛି | []

  1. ଆଧାର ଭୁଲ: ଅଚଳ <ref> ଚିହ୍ନ; EML2023 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  2. ୨.୦ ୨.୧ "eEML - Electronic Essential Medicines List". list.essentialmeds.org. Archived from the original on 10 September 2023. Retrieved 10 September 2023.
  3. ୩.୦ ୩.୧ "Ravidasvir + sofosbuvir | DNDi". dndi.org. 31 December 2015. Archived from the original on 21 May 2023. Retrieved 10 September 2023.
  4. ୪.୦ ୪.୧ ୪.୨ "24th WHO Expert Committee on Selection and Use of Essential Medicines Expert review" (PDF). WHO. WHO. Archived (PDF) from the original on 10 September 2023. Retrieved 10 September 2023.
  5. ୫.୦ ୫.୧ ଆଧାର ଭୁଲ: ଅଚଳ <ref> ଚିହ୍ନ; Cost2023 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  6. "Ravidasvir + sofosbuvir | DNDi". dndi.org. 31 December 2015. Archived from the original on 21 May 2023. Retrieved 10 September 2023.
  7. World Health Organization (2023). The selection and use of essential medicines 2023: web annex A: World Health Organization model list of essential medicines: 23rd list (2023). Geneva: World Health Organization. hdl:10665/371090. WHO/MHP/HPS/EML/2023.02.