ରାଫେଲ ନାଦାଲ

ଉଇକିପିଡ଼ିଆ ରୁ
Jump to navigation Jump to search

ରାଫେଲ 'ରାଫା' ନାଦାଲ ପାରେରା ଜଣେ ସ୍ପେନ ର୍ଦେଶର ପ୍ରସିଦ୍ଧ ଟେନିସ ଖେଳାଳି ।ବର୍ତମାନ ସେ ବିଶ୍ଵ ଟେନିସ ମାନ୍ୟତାରେ ଶୀର୍ଷରେ ଅଛନ୍ତି।ସେ 3 ଜୁନ 1986ରେ ଜନ୍ମଗ୍ରହଣ କରିଥିଲେ।ସେ କ୍ଳେ କୋର୍ଟର ବାଦଶାହ ଭାବେ ମଧ୍ୟ ପରିଚିତ।କ୍ଳେ କୋର୍ଟ ଛଡା ଅନ୍ୟ କୋର୍ଟରେ ମଧ୍ୟ ସେ ଜେନ ବିପଦଜନ ଖେଳାଳି ।ସେ ଟେନିସ ଇତିହାସର ଅନ୍ୟ ଏକ ଉଜ୍ଜ୍ଵଳ ତାରକା।

ଆଧାର[ସମ୍ପାଦନା]

http://www.espn.com/tennis/rankings