Jump to content

ରାଧିକା ବାଜ

ଉଇକିପିଡ଼ିଆ‌ରୁ
ରାଧିକା ବାଜ
Radhika Vaz, in 2017.
ଜନ୍ମ୧୯୭୩ Edit this on Wikidata (age ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)
ମୁମ୍ବାଇ Edit this on Wikidata
ବୃତ୍ତିହାସ୍ୟ ଅଭିନେତା, ଅଭିନେତ୍ରୀ, ଟେଲିଭିଜନ ଅଭିନେତା, କଥାଚିତ୍ର ଅଭିନେତା, ଟେଲିଭିଜନ ଲେଖିକା, ଦୁରଦର୍ଶନ ପ୍ରଯୋଜଜ Edit this on Wikidata
କାର୍ଯ୍ୟLesbian Sex and Sexuality Edit this on Wikidata

ରାଧିକା ବାଜ (ଜନ୍ମ: ୧୯୭୩) ଜଣେ ଭାରତୀୟ ହାସ୍ୟ ଅଭିନେତ୍ରୀ ଓ ଲେଖିକା । ମୁମ୍ବାଇରେ ଜନ୍ମିତ ରାଧିକା ଚେନ୍ନାଇରେ ବିଜ୍ଞାପନ କାର୍ଯ୍ୟନିର୍ବାହୀ ଭାବରେ କାର୍ଯ୍ୟ କରିଥିଲେ ଏବଂ ନ୍ୟୁୟର୍କର ସିରାକ୍ୟୁଜ୍ ବିଶ୍ୱବିଦ୍ୟାଳୟରୁ ବିଜ୍ଞାପନରେ ସ୍ନାତକୋତ୍ତର କରିଛନ୍ତି ।

ଜୀବନୀ

[ସମ୍ପାଦନା]

ସେ ଇମ୍ପ୍ରୋଭାଇଜେସନ୍ ଥିଏଟର କ୍ଲାସ ପାଇଁ ଯାଇଥିଲେ ଏବଂ ସେ କହିଥିଲେ ଯେ ଏହା ତାଙ୍କୁ ଜଣେ କଳାକାର ଓ ଲେଖିକା ଭାବରେ ପେଷା ଆରମ୍ଭ କରିବାରେ ସାହାଯ୍ୟ କରିଥିଲା;[] ସେ ଗ୍ରାଉଣ୍ଡଲିଙ୍ଗସ୍ ସ୍କୁଲ୍ (ଲସ୍ ଆଞ୍ଜେଲସ୍) ଓ ଇମ୍ପ୍ରୋଭଲ୍ୟୁସନ୍ (ନ୍ୟୁୟର୍କ)ରେ ପ୍ରଶିକ୍ଷଣ ନେଇଥିଲେ ।[] ୨୦୧୪ ମସିହାରେ, ସେ ନ୍ୟୁୟର୍କ ଓ ସେପ୍ଟେମ୍ବର ମାସରେ ମୁମ୍ବାଇ, ଚେନ୍ନାଇ, ବାଙ୍ଗାଲୋର, କୋଚି, ଗୁରୁଗ୍ରାମ ଓ ଦିଲ୍ଲୀରେ ଅଭିନୟ କରିଥିଲେ । ସେ ତାଙ୍କ ଶୋ' ପାଇଁ ପ୍ୟାଟ୍ରିସ୍ ଓ ନିଲ୍ ଏବଂ ବିଲ୍ ହିକ୍ସଙ୍କୁ ତାଙ୍କ ପ୍ରେରଣା ଭାବରେ ବର୍ଣ୍ଣନା କରିଛନ୍ତି ।[] ସେ ନଦିଆ ପି ମଞ୍ଜୁରଙ୍କ ସହ ୱେବ୍ ସିରିଜ୍ ଶୁଗ୍ସ ଆଣ୍ଡ୍ ଫ୍ୟାଟ୍ସର ସହ-ନିର୍ମାତା, ଯାହା ଗୋଥାମ୍ ପୁରସ୍କାର ଜିତିଥିଲା ।[][]

  1. "New York laughs out loud with 'Unladylike' Radhika Vaz | Latest News & Updates at Daily News & Analysis". Retrieved 2015-09-07.
  2. "Catch Radhika Vaz's Older. Angrier. Hairier. show at Distil - Indulge". Archived from the original on 4 March 2016. Retrieved 2015-09-07.
  3. "Stand up comic Radhika Vaz to perform in Chennai - The Times of India". The Times of India. 5 March 2015. Retrieved 2015-09-07.
  4. "Shugs and Fats winning the Breakthrough Series - Short Form 2015 Gotham Award for SHUGS AND FATS". YouTube.
  5. "Jill Soloway Re-Ups Overall Deal With Amazon Studios". 8 May 2017.

ବାହାର ଲିଙ୍କ

[ସମ୍ପାଦନା]