ରାଧନପୁର
ଦେଖଣା
Radhanpur
રાધનપુર | |
|---|---|
city | |
| ଦେଶ | |
| ରାଜ୍ୟ | Gujarat |
| ଜିଲ୍ଲା | Patan |
| Elevation | 27 m (89 ft) |
| Population (2001) | |
| • Total | ୩୨,୦୭୬ |
| ଭାଷା | |
| • ସରକାରୀ | Gujarati, Hindi |
| Time zone | UTC+5:30 (IST) |
ରାଧନପୁର ଏକ ଭାରତୀୟ ପୌରପାଳିକା (ମ୍ୟୁନିସିପାଲିଟି) ଅଟେ । ଏହା ଗୁଜରାଟର ପତନ୍ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି
[ସମ୍ପାଦନା]ରାଧନପୁର ୨୩.୮୩୨୪ ଉତ୍ତର ଅକ୍ଷାଂଶ ଓ ୭୧.୬୦୪୭ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୭୮ ଫୁଟ ଉଚ୍ଚତାରେ ରହିଛି ।[୧]
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ରାଧନପୁର ସହରର ମୋଟ ଜନସଂଖ୍ୟା ୩୨୦୭୬ ଅଟେ ।[୨] ସେଥି ମଧ୍ୟରୁ ୫୨.୨୦% ଜଣ ପରୁଷ ହୋଇଥିବା ବେଳେ ୪୭.୮୦% ଜଣ ନାରୀ ଅଟନ୍ତି । ରାଧନପୁରର ସାକ୍ଷରତା ହାର ୫୭.୮୮% ଅଟେ । ଏହା ଜାତୀୟ ହାରଠାରୁ ୬.୯୬% ପ୍ରତିଶତ କମ ଅଟେ । ସେଥିରୁ ୩୫.୨୫% ପ୍ରତିଶତ ପୁରୁଷ ଓ ୨୨.୬୨% ନାରୀ ଅଟନ୍ତି । ୧୫.୧୩% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷା
[ସମ୍ପାଦନା]ଗୁଜରାଟୀ ରାଧନପୁରର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.