ରାଜେନ୍ଦ୍ର ଚାୱଲା
ଦେଖଣା
ରାଜେନ୍ଦ୍ର ଚାୱଲା ଜଣେ ଭାରତୀୟ ଅଭିନେତା ।[୧][୨] ଏ ୱେଡ୍ନେସ୍ଡେ!, ମୁମ୍ବାଇ ମିରର୍, ଏମ୍.ଏସ୍. ଧୋନି: ଦି ଅନ୍ଟୋଲ୍ଡ୍ ଷ୍ଟୋରୀ ଓ ପୈସା ପୈସା ଭଳି ଜଣାଶୁଣା ହିନ୍ଦୀ କଥାଚିତ୍ରରେ ଅଭିନୟ କରିବା ପାଇଁ ସେ ଜଣାଶୁଣା ।[୩] ସେ ଶାଶ୍ ବିନା ଶଶୁରାଲ୍, ଘର କି ଲକ୍ଷ୍ମୀ ବେଟିୟାଁ, ମାତା ପିତା କେ ଚରୋଣୋଁ ମେଁ ସ୍ୱର୍ଗ, ସଂସ୍କାର – ଧରୋହର୍ ଅପନୋଁ କୀ, ବହୁ ହମାରି ରଜନୀ କାନ୍ତ ଓ ସୋନି ସବ୍ର ଧାରାବାହିକ ତେରା ୟାର୍ ହୁଁ ମେଁ ଭଳି ଟିଭି ଧାରାବାହିକରେ ସେ କାମ କରିଛନ୍ତି ।
ଅଭିନୟ ଜୀବନ
[ସମ୍ପାଦନା]ଟେଲିଭିଜନ
[ସମ୍ପାଦନା]| ବର୍ଷ | କଥାଚିତ୍ର | ଭୂମିକା | ମନ୍ତବ୍ୟ |
|---|---|---|---|
| ୧୦୯୯ | କିଞ୍ଚିନ୍ନାଟି ବୁବଲାବୁ | ||
| ଫାମିଲି ନମ୍ବର ୱାନ୍ | ପ୍ରକାଶ | ଅଧ୍ୟାୟ ୪୧ | |
| ୨୦୦୨ | କମ୍ମଲ | ନାରାୟଣ ଜଜୁ | |
| ୨୦୦୨–୨୦୦୬ | ଅସ୍ତିତ୍ୱ... ଏକ୍ ପ୍ରେମ୍ କାହାନୀ | ଭବାନୀ ଶଙ୍କର | |
| ୨୦୦୬ | ଘର କି ଲକ୍ଷ୍ମୀ ବେଟିୟାଁ | ରସିକ ଭାଇ | |
| ୨୦୦୭ | ସପ୍ନା ବାବୁଲ କା...ବିଦାଇ | କମଲେଶ ଅୱସ୍ଥି | |
| ଆହାଟ | ଓକିଲ | ଅଧ୍ୟାୟ ୩, ୪ | |
| ୨୦୦୯ | ମାତା ପିତା କେ ଚରଣୋଁ ମେଁ ସ୍ୱର୍ଗ | ଚନ୍ଦର | |
| ୨୦୧୧ | ଦେବୋଁ କା ଦେବ...ମହାଦେବ | ଅଚୁତ ଜ୍ଞାନମୂର୍ତ୍ତି | |
| ୨୦୧୨ | ଶାଶ ବିନା ଶଶୁରାଲ୍ | ପଶୁପତିନାଥ ଚତୁର୍ବେଦୀ | |
| ୨୦୧୩ | ଶଙ୍କର – ଧରୋହର ଅପନୋଁ କି | ହସମୁଖଲାଲ ଧନସୁଖଲାଲ ବୈଷ୍ଣବ | |
| ୨୦୧୬ | ବହୁ ହମାରି ରଜନୀ କାନ୍ତ | ଅମ୍ରିଶ କାନ୍ତ | |
| ୨୦୧୭ | ଢାଇ କିଲୋ ପ୍ରେମ | ଦେବ ମିଶ୍ରା | |
| ୨୦୧୮–୨୦୧୯ | ୟେଃ ଉନ୍ ଦିନୋଁ କି ବାତ୍ ହୈ | କମଲେଶ ମହେଶ୍ୱରୀ | |
| ୨୦୧୯ | ଏକ୍ ଭ୍ରମ ସର୍ବଗୁଣ ସମ୍ପୂର୍ଣ୍ଣ | ଅନୁପମ ଚୋପ୍ରା | |
| ମେରେ ଡାଡ୍ କି ଦୁଲ୍ହନ୍ | ଡ. ପାଣ୍ଡେ | ||
| ୨୦୨୦–୨୦୨୨ | ତେରା ୟାର୍ ହୁଁ ମେଁ | ପ୍ରତାପ ରଚନ ବଂଶଲ | |
| ୨୦୨୨–୨୦୨୩ | ବନ୍ନି ଚୋୱ ହୋମ୍ ଡେଲିଭରୀ | ଦେବରାଜ ସିଂହ ରାଥୋଡ଼ | |
| ୨୦୨୪ | ମେରା ବଲମ୍ ଥାନେଦାର୍ | ବର୍ଦ୍ଧନ ସିଂହ | |
| ଫ୍ରିଡମ୍ ଏଟ୍ ମିଡ୍ନାଇଟ୍ | ସରଦାର ବଲ୍ଲଭଭାଇ ପଟେଲ |
କଥାଚିତ୍ର
[ସମ୍ପାଦନା]| ବର୍ଷ | କଥାଚିତ୍ର | ଭୂମିକା | ମନ୍ତବ୍ୟ |
|---|---|---|---|
| ୨୦୦୮ | ଏ ୱେଡ୍ନେସ୍ଡେ! | ଜୟଶଙ୍କର ତିୱାରୀ | |
| ୨୦୧୩ | ମୁମ୍ବାଇ ମିରର୍ | ||
| ୨୦୧୬ | ଏମ୍.ଏସ୍. ଧୋନି: ଦି ଅନ୍ଟୋଲ୍ଡ ଷ୍ଟୋରୀ | ମିଷ୍ଟର ସୋମି | |
| ପୈସା ପୈସା | ମରାଠୀ କଥାଚିତ୍ର | ||
| ୨୦୧୮ | ବତ୍ତି ଗୁଲ୍ ମିଟର୍ ଚାଲୁ | ଜନକ ଖଣ୍ଡୁରୀ | |
| ୨୦୧୯ | ଉଜଡ଼ା ଚମନ | ମିଷ୍ଟର ବାତ୍ରା | |
| ୨୦୨୨ | ଲୁପ୍ ଲପେଟ୍ | ଶ୍ରୀ ମାମଲେଶ ଚରଣ ଚଢାଜୀ | |
| ୨୦୨୪ | ବେଦା | ବେଦାର ବାପା |
ଆଧାର
[ସମ୍ପାଦନା]- ↑ "Senior actor Rajendra Chawla opts out of shooting for Tera Yaar Hoon Main in Rajkot". The Times of India. ISSN 0971-8257. Retrieved 25 May 2025.
- ↑ PTI (2 May 2024). "Sidhant Gupta, Chirag Vohra and Rajendra Chawla starring in Sony LIV series 'Freedom at Midnight'". The Hindu. ISSN 0971-751X. Retrieved 25 May 2025.
- ↑ "Rajendra Chawla Filmography – Box Office India". boxofficindia.com. Archived from the original on 26 February 2018. Retrieved 24 February 2018.
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ରାଜେନ୍ଦ୍ର ଚାୱଲା
- ଇନଷ୍ଟାଗ୍ରାମରେ Rajendra Chawla