Jump to content

ରାଜଧାନୀ ପୁସ୍ତକମେଳା ପୁରସ୍କାର

ଉଇକିପିଡ଼ିଆ‌ରୁ
ରାଜଧାନୀ ପୁସ୍ତକମେଳା ପୁରସ୍କାର
କାହା ନିମନ୍ତେ ପୁରସ୍କାରଓଡ଼ିଶା, ଭାରତରେ ହେଉଥିବା ସାହିତ୍ୟିକ ପୁରସ୍କାର
ଆୟୋଜକରାଜଧାନୀ ପୁସ୍ତକମେଳା
ତାରିଖ୨୦୦୦
ଅବସ୍ଥିତିଭୁବନେଶ୍ୱର
ଦେଶଭାରତ


ରାଜଧାନୀ ପୁସ୍ତକମେଳା ପୁରସ୍କାର ୨୦୦୦ ମସିହାରୁ ରାଜଧାନୀ ପୁସ୍ତକମେଳା ଦ୍ୱାରା ଓଡ଼ିଆ ଭାଷା ଏବଂ ସାହିତ୍ୟର ଉନ୍ନତି ଏବଂ ପ୍ରଚାର ପାଇଁ ପ୍ରଦାନ କରାଯାଇଆସୁଛି । ଏଥିରେ ପ୍ରବନ୍ଧ-ସମାଲୋଚନା, ଉପନ୍ୟାସ, କ୍ଷୁଦ୍ର ଗଳ୍ପ, କାବ୍ୟ କବିତା, ନାଟକ, ଅନୁବାଦ, ବିଜ୍ଞାନ ସାହିତ୍ୟ, ଧର୍ମ ସାହିତ୍ୟ, ଜୀବନୀ, ଭ୍ରମଣ କାହାଣୀ, ବ୍ୟଙ୍ଗ ସାହିତ୍ୟ ଓ ଶିଶୁ ସାହିତ୍ୟ ଆଦିରେ ପୂର୍ବ ୩ ବର୍ଷରେ ପ୍ରକାଶିତ ପୁସ୍ତକକୁ ବିଚାର କରାଯାଇ ପୁରସ୍କାର ପ୍ରଦାନ କରାଯାଇଥାଏ ।[]

ପୁରସ୍କାର

[ସମ୍ପାଦନା]

ପୁରସ୍କୃତ ବ୍ୟକ୍ତିମାନଙ୍କର ତାଲିକା:[]

ବର୍ଷ - ୨୦୨୪[]
# ପୁସ୍ତକ ନାମ ଲେଖକ/ଲେଖିକା ପୁସ୍ତକର ପ୍ରକାର
ଓଡ଼ିଶାର ଧର୍ମ ସଂସ୍କୃତି ଓ ସାହିତ୍ୟରେ ଶ୍ରୀଜଗନ୍ନାଥ ରମେଶ ଚନ୍ଦ୍ର ସାହୁ ପ୍ରବନ୍ଧ
ସଦାନନ୍ଦର ପୃଥିବୀ ଭାନୁମତୀ ସାହୁ ଉପନ୍ୟାସ
ବିଦୀର୍ଣ୍ଣ ବସୁଧା ଉର୍ମିମାଳା ଆଚାର୍ଯ୍ୟ କ୍ଷୁଦ୍ରଗଳ୍ପ
ଦେବଦୂତି ଅଭୟ କୁମାର ନାୟକ
ତମେ ଥିଲେ ସବୁ ଅଛି ଅଶ୍ୱିନୀ ସୁତାର କବିତା
ମୃତ୍ୟୁ ପରେ ଜୀବାତ୍ମାର ଅସ୍ତିତ୍ୱ ନୃସିଂହାନନ୍ଦ ମହାପାତ୍ର ଧର୍ମସାହିତ୍ୟ
ବରଫର ଦେଶ ସୋମନାଥ ଓଝା ଅନୁବାଦ
ଏବେବି ଧରମା ବଞ୍ଚିଛି ରମାକାନ୍ତ ନାୟକ ନାଟକ
ମୋ ପିଲାଦିନର ଆମ ଗାଁ ନଟବର ଖୁଣ୍ଟିଆ ଜୀବନୀ
୧୦ ସୁଖନିଦ୍ରା ରବୀନ୍ଦ୍ରନାଥ ସାହୁ ବିଜ୍ଞାନ ସାହିତ୍ୟ
୧୧ ଗପର ମହକ ଗୀତର ମହୁ ହରିହର ଶୁକ୍ଳ ଶିଶୁ କବିତା
୧୨ ମୁଁ ବୈଜ୍ଞାନିକ ହେବି କୃତିବାସ ନାୟକ ବିଜ୍ଞାନ ପୁସ୍ତକ
୧୩ ପ୍ରୀତିନନ୍ଦା ଚିତ୍ତରଞ୍ଜନ ମହାନ୍ତି ଗୀତି କବିତା
୧୪ ଭୁଲା ଅତୀତ ଗୋପୀନାଥ ମଲ୍ଲିକ ବ୍ୟଙ୍ଗ ସାହିତ୍ୟ


ବର୍ଷ - ୨୦୨୩
ପୁସ୍ତକ ନାମ ଲେଖକ/ଲେଖିକା ପୁସ୍ତକର ପ୍ରକାର
ଓଡ଼ିଆ ସାହିତ୍ୟ : ପୁରୁଣା ଓ ନୂଆ ସଂଘମିତ୍ରା ଭଞ୍ଜ ଗବେଷଣା
ଘାଟ ମୁହାଁ ଡଙ୍ଗା ଲାଲଟେନ୍ଦୁ ସାହୁ ଉପନ୍ୟାସ
ଅହ୍ୟରାଣୀ ରଶ୍ମୀ ମିଶ୍ର ଗଳ୍ପ
ଫଟୋ ଓ ଅନ୍ୟାନ୍ୟ ଗଳ୍ପ ପ୍ରଦ୍ୟୁମ୍ନ ପଟ୍ଟନାୟକ ଗଳ୍ପ
ପୁରୁଣା ଗୀତର ଧୁନ୍ ଇନ୍ଦିରା ଦାଶ (କବି) କବିତା
ଦେହ ଦ୍ରୋହ ନୃସିଂହ ଷଡ଼ଙ୍ଗୀ ଗୀତି କବିତା
ଦେବୀ ଦର୍ଶନ ବିଶ୍ବନାଥ ମଲ୍ଲିକ ଧର୍ମସାହିତ୍ୟ
ଗୋଟିଏ ରାତିର କାହାଣି ବିଦ୍ୟୁତଲତା ଦାସ ଅନୁବାଦ
ସାବାସ୍ ସୁମନ ପ୍ରଭାସିନୀ ବରାଡ଼ ଶିଶୁ ଗଳ୍ପ
୧୦ ସରଗ ଅଟଇ ମୋ ଗାଁ ଭୂଇଁ ନିରାକାର ଚଇନି ଶିଶୁ କବିତା
୧୧ ଗୀତରେ ଗୀତରେ ଗୀତ ଗଜରା ଅରୁଣ ଚନ୍ଦ୍ର ମହାନ୍ତି ଶିଶୁ କବିତା
୧୨ କଳ୍ପିତା ଦୀନେଶ ଅଗ୍ରୱାଲା ଯୁବ ସାହିତ୍ୟ (କବିତା)


ବର୍ଷ - ୨୦୧୭[]
# ପୁସ୍ତକ ନାମ ଲେଖକ/ଲେଖିକା ପୁସ୍ତକର ପ୍ରକାର
ଛାଇ ସମୟ ଅଭୟ ଦ୍ୱିବେଦୀ ପ୍ରବନ୍ଧ
ଅଦୃଶ୍ୟ ଅପରାହ୍‌ଣ ପ୍ରଶାନ୍ତ କୁମାର ବିଶ୍ୱାଳ ଉପନ୍ୟାସ
ପଦପାତ କାର୍ତ୍ତିକ ଚନ୍ଦ୍ର ବିଶ୍ୱାଳ କ୍ଷୁଦ୍ରଗଳ୍ପ
ଜିନ୍ଦାଭିସ୍ତା ଅୟସ୍‌କାନ୍ତ କବିତା
ଚୁକ୍ତି ବିଦ୍ୟୁତପ୍ରଭା ବିଶ୍ୱାଳ
ମୁସ୍ତେଜ ମୁଖଶାଳା ଶିବପ୍ରସାଦ ମିଶ୍ର
ସନ୍ନ୍ୟାସିନୀ ବ୍ରଜକିଶୋର ପରିଡ଼ା ଧର୍ମସାହିତ୍ୟ
ଶ୍ରୀମୟୀ ମା ଶ୍ରଦ୍ଧାଞ୍ଜଳି କାନୁନ୍‌ଗୋ ଅନୁବାଦ
ପରମ୍ପରା ମଣିରାମ ଜେନା ନାଟକ
୧୦ ଭ୍ରମଣର ଅଭୁଲା ସ୍ମୃତି ଆରତିବାଳା ପୃଷ୍ଟି ଭ୍ରମଣ କାହାଣୀ
୧୧ ଅହିଂସାର ଅଭିବ୍ୟକ୍ତି ପାଇଁ ବେଣୁଧର ସେନାପତି ଜୀବନୀ
୧୨ ବଣ ରାଇଜର କଥା ନିରୁପମା କର ଗଳ୍ପ
୧୩ ଆଜୁରୁ ବାଜୁରୁ କଥା ଛନ୍ଦା ମିଶ୍ର ଶିଶୁ ସାହିତ୍ୟ
୧୪ ଅସାମାପିକା ଶରତ କୁମାର ଦାଶ ଗୀତି କବିତା
ବର୍ଷ - ୨୦୧୫
ପୁସ୍ତକ ନାମ ଲେଖକ/ଲେଖିକା ପୁସ୍ତକର ପ୍ରକାର
ବୈତରଣୀ ରଞ୍ଜନ ପ୍ରଧାନ ଗବେଷଣା
ତୁ ମୋ ମନ ପାରା ଜୟଶ୍ରୀ ଦାସ କବିତା
ପଲସା ପ୍ରଶାନ୍ତ ନନ୍ଦ ଉପନ୍ୟାସ
ପବିତ୍ର ପାପ ଅଜୟ ମହାପାତ୍ର ଗଳ୍ପ
ଆଉ ସବୁ ସାକ୍ଷାତରେ ରକ୍ଷକ ନାୟକ କବିତା
ଘାଇ ରମେଶ ପତି କବିତା
ନବକଳେବର କଥା ଅସିତ ମହାନ୍ତି ଧର୍ମସାହିତ୍ୟ
ମୋ ସାଇ ମୋ ପୃଥିବୀ ପ୍ରଦୀପ କୁମାର ଚୌଧୁରୀ ଜୀବନୀ
ସ୍ବାସ୍ଥ୍ୟ ସୁରଭି ରବୀନ୍ଦ୍ର ନାଥ ସାହୁ ବିଜ୍ଞାନ
୧୦ ଆମେରିକାନ ଡିସେମ୍ବର ଅଶୋକ ସିଂ ଭ୍ରମଣ କାହାଣୀ
୧୧ ଫୁକୁନୁ ପାଇଁ ଗୀତ ପ୍ରଦୀପ ବେଉରିଆ ଶିଶୁ ସାହିତ୍ୟ
୧୨ ମହାଭାରତୀ ଗୌରହରି ପଣ୍ଡା ଅନୁବାଦ
୧୩ କଥା କୁହା କଣ୍ଢେଇ ସ୍ନେହଲତା ମିଶ୍ର ଶିଶୁ ସାହିତ୍ୟ


ବର୍ଷ - ୨୦୧୪
ପୁସ୍ତକ ନାମ ଲେଖକ/ଲେଖିକା ପୁସ୍ତକର ପ୍ରକାର
ପୂର୍ବ ଭାରତୀୟ ମହାଭାରତ ପରମ୍ପରା ଉଦୟନାଥ ସାହୁ ଗବେଷଣା
କାଳଜୟୀ ପ୍ରତିଭା କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ପ୍ରେମାନନ୍ଦ ମହାପାତ୍ର ଜୀବନୀ
ଅନୁଷ୍ଟୁପ୍ ସୁନୀତି ମୁଣ୍ଡ ଉପନ୍ୟାସ
ଭିନ୍ନ ଇଲାକା ଆଶାରାଣୀ ପଣ୍ଡା ଗଳ୍ପ
ନିରୋଳା ମୁହୂର୍ତ୍ତ ଭାରତୀ ମହାନ୍ତି କବିତା
ମଲାଲା - ଏକ ସାହସୀ ଝିଅର କାହାଣୀ କନକ ମଞ୍ଜରୀ ସାହୁ ଅନୁବାଦ
ରାମାୟଣ କଥା ସୁଖେନ୍ଦୁ ମୋହନ ଦାସ ଧର୍ମସାହିତ୍ୟ
ମୋ ସାଇ ମୋ ପୃଥିବୀ ପ୍ରଦୀପ କୁମାର ଚୌଧୁରୀ ଜୀବନୀ
ଜିନ୍ ବିଜ୍ଞାନର ଜୟଯାତ୍ରା ଅରୁଣ ଚନ୍ଦ୍ର ସାହୁ ବିଜ୍ଞାନ
୧୦ ମୋ ସ୍ବପ୍ନ କାହାଣୀର ଦେଶ ଉମାକାନ୍ତ ମହାନ୍ତି ଭ୍ରମଣ କାହାଣୀ
୧୧ ଗଛଟିଏ ଗୀତଟିଏ ରବୀନ୍ଦ୍ର ବିଶ୍ୱାଳ ଶିଶୁ ସାହିତ୍ୟ
୧୨ ଧର୍ମ ଦର୍ଶନରେ ସ୍ବାସ୍ଥ୍ୟ ରବୀନ୍ଦ୍ର ନାଥ ସାହୁ ପ୍ରବନ୍ଧ


ବର୍ଷ - ୨୦୧୩
ପୁସ୍ତକ ନାମ ଲେଖକ/ଲେଖିକା ପୁସ୍ତକର ପ୍ରକାର
ତଥାପି ପୁନଶ୍ଚ ପ୍ରଜ୍ଞା ପ୍ରବର୍ତ୍ତିକା ଦାଶ ଉପନ୍ୟାସ
ବରଂ ଅନ୍ଧାର ଭଲ ପବିତ୍ର ପାଣିଗ୍ରାହୀ ଗଳ୍ପ
ବିରହିଣୀ ରାଧା ମନୋରମା ମିଶ୍ର କବିତା
ଫର୍ଦ୍ଦେ ଜୀବନ ରମେଶ ପତି କବିତା
ପଲ୍ଲୀ ସ୍ମୃତି ବିଭୁତି ଭୂଷଣ ଶତପଥି ଜୀବନୀ
ଫୁଲ ଟେନସନ ବୈଜୟନ୍ତୀ ମିଶ୍ର ନାଟକ
ଭାରତ ବ୍ରଜକିଶୋର ପରିଜା ଧର୍ମସାହିତ୍ୟ
ଧୂମକେତୁ ମାୟାଧର ସ୍ବାଇଁ ବିଜ୍ଞାନ
ସତ ମିଛର ଖେଳ ତ୍ରିନାଥ ପଟ୍ଟନାୟକ ବ୍ୟଙ୍ଗ
୧୦ ଜାପାନ ଦର୍ଶନ ଅନସୂୟା ମିଶ୍ର ଭ୍ରମଣ କାହାଣୀ
୧୧ କଥା କଳସ ରାଜକିଶୋର ପାଢ଼ୀ ଶିଶୁ ସାହିତ୍ୟ
୧୨ ଅତଏବ ପ୍ରଶାନ୍ତ କୁମାର ବିଶ୍ବାଳ କବିତା


ବର୍ଷ - ୨୦୧୧
ପୁସ୍ତକ ନାମ ଲେଖକ/ଲେଖିକା ପୁସ୍ତକର ପ୍ରକାର
ସୂର୍ଯ୍ୟାସ୍ତ ପୂର୍ବରୁ ଦିଲ୍ଲୀପ ଶ୍ରୀଚନ୍ଦନ ଉପନ୍ୟାସ
ଅନୁଶୀଳନ ଲିଙ୍ଗରାଜ ରଥ ସମାଲୋଚନା
କଛି ନିର୍ଦ୍ଦୋଷ ଘଟଣା ଜ୍ୟୋତ୍ସ୍ନା ରାଉତରାୟ ଗଳ୍ପ
ଅଳ୍ପ ଅଳ୍ପ ଗଳ୍ପ ବିଷ୍ଣ ଚରଣ ଚୌଧୁରୀ ଗଳ୍ପ
ମହରଗ ପାଦେ ମାଟିର ସ୍ବପ୍ନ ନିରାକାର ଦାସ କବିତା
ବିଭକ୍ତ ସମୟର ସ୍ବର କିଶୋର ମହାନ୍ତି ନାଟକ
ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ଏଲୋରା ମିଶ୍ର ଧର୍ମସାହିତ୍ୟ
କବିତାରେ ବିଶ୍ବ ନିରଞ୍ଜନ ପାଢ଼ୀ ପ୍ରବନ୍ଧ
ପରୀ କଥା ପରିବେଶ ରବୀନ୍ଦ୍ର କୁମାର ଦାସ ଶିଶୁସାହିତ୍ୟ
୧୦ ଇଚିଡ଼ି ମିଚିଡ଼ି ନଟବର ସାହୁ ଶିଶୁସାହିତ୍ୟ
୧୧ ତୁଣ୍ଡି ରମାକାନ୍ତ ମହାପାତ୍ର ବ୍ୟଙ୍ଗ
୧୨ ପଶ୍ଚିମ ଓଡ଼ିଶାର ବରପୁତ୍ର ଗଣେଶରାମ ନାହାକ ଜୀବନୀ
୧୩ ବର୍ଷାରେ ସରୋଜିନୀ ପଟ୍ଟାୟତ କବିତା


ବର୍ଷ - ୨୦୧୦
ପୁସ୍ତକ ନାମ ଲେଖକ/ଲେଖିକା ପୁସ୍ତକର ପ୍ରକାର
ଧାର୍ମିକ ଚିନ୍ତାଧାରା ଓ ସାମାଜିକ ଚଳଣୀ ତ୍ରିନାଥ ବିଶ୍ବାଳ ପ୍ରବନ୍ଧ
ପ୍ରାଚୀନ ନୌବାଣିଜ୍ୟ ଦେବେନ୍ଦ୍ରନାଥ ମାନସିଂହ ପ୍ରବନ୍ଧ
ପ୍ରେମ ବିରହର ୩୬୫ ଦିନ ଅଶୋକ ପୁହାଣ କବିତା
ମୃତ୍ୟୁ ପରେ ଧରଣୀଧର ପାଣିଗ୍ରାହୀ ଧର୍ମସାହିତ୍ୟ
ନାଚୁଛି ଘୁଙ୍ଗୁର କାନ୍ଦୁଛି ବୀଣା ବିପିନ ବିହାରୀ ମହାନ୍ତି ନାଟକ
ବୟସ୍କ ଲୋକର ସମୟ ଅମରେଶ ବିଶ୍ୱାଳ ଗଳ୍ପ
ଏ ଯୁଗର ନୂଆ କଥା ଗିରିଧାରୀ ସ୍ବାଇଁ ଶିଶୁସାହିତ୍ୟ
ଅବାନ୍ତର ଭିକାରୀ ରଥ ବ୍ୟଙ୍ଗ
ଭିନ୍ନ ଏକ ନାୟିକା ଲିଙ୍ଗରାଜ ମିଶ୍ର (କଥାକାର) ଉପନ୍ୟାସ
୧୦ ମୁକ୍ତିଯୁଦ୍ଧର ସେନାପତି ନେତାଜୀ ସୁଭାଷ ଦୈତାରୀ ମହାପାତ୍ର ଜୀବନୀ
୧୧ ସାତ ଚକୁଳି ଚଉଦ ସେଁ ଗୀତାଞ୍ଜଳି ପଣ୍ଡା ଶିଶୁସାହିତ୍ୟ
୧୨ ପ୍ରିୟା ତୁମ ପାଇଁ ବିଷ୍ଣମୋହନ କବିତା


ବର୍ଷ - ୨୦୦୯
ପୁସ୍ତକ ନାମ ଲେଖକ/ଲେଖିକା ପୁସ୍ତକର ପ୍ରକାର
ଭାରତୀୟ ଧର୍ମ ସଂସ୍କୃତି ଅନ୍ତର୍ଯ୍ୟାମୀ ମିଶ୍ର ପ୍ରବନ୍ଧ
ଶ୍ରୀରାମ ନବକିଶୋର ପାଢ଼ୀ ଧର୍ମସାହତ୍ୟ
ଫୁଲର ଫସଲ ନାରାୟଣ ପଣ୍ଡା କବିତା
କିଛି ହସ କିଛି ଲୁହ କିଛି ପ୍ରେମ କିଛି କୋହ ପ୍ରଭାକର ରାଉତ ଗୀତିକବିତା
ଥରେ ସକାଳ ହଜିଗଲେ ରୁମଝୁମ ନାୟକ ଗଳ୍ପ
ପ୍ରଥମ ଶିକ୍ଷକ ଓ ଛିନ୍ନବେଡ଼ି ବୈଷ୍ଣବ ଚରଣ ପରିଡ଼ା ଅନୁବାଦ
ନାରାୟଣଙ୍କ ଗୋତି ମୁକ୍ତି ରାଜେନ୍ଦ୍ର ନାରାୟଣ ଦାସ ବ୍ୟଙ୍ଗ
ଅନ୍ତିମ ପର୍ବ ଓ ଅନ୍ୟାନ୍ୟ ନାଟକ ରବୀନ୍ଦ୍ରନାଥ ଦାସ ନାଟକ
ଶ୍ରୀ ଜଗନ୍ନାଥ ଅନନ୍ୟ ଅନୁଭୂତିରେ ଜାନକୀ ଲେଙ୍କା ଧର୍ମସାହିତ୍ୟ
୧୦ କଥାଟି ଛୋଟ କାମଟି ମୋଟ ଲାବଣ୍ୟ ଚନ୍ଦ୍ର ସାହୁ ଶିଶୁସାହିତ୍ୟ
୧୧ ଗୀତି ବର୍ଣ୍ଣାଳୀ ଅଲେଖଚନ୍ଦ୍ର ପଢ଼ିଆରୀ ଗୀତିକବିତା
୧୨ ସାଂଘାତିକ କିଳା ବ୍ରଜବିହାରୀ ସୁବୁଦ୍ଧି ବ୍ୟଙ୍ଗ


ବର୍ଷ - ୨୦୦୮
ପୁସ୍ତକ ନାମ ଲେଖକ/ଲେଖିକା ପୁସ୍ତକର ପ୍ରକାର
ଓଡ଼ିଆ ପୁରାଣରେ ହିନ୍ଦୂ ସଂସ୍କାରର ଚିତ୍ର ବିଦ୍ୟାଧର ରଣସିଂହ ପ୍ରବନ୍ଧ
ସତ୍ୟ ଅସତ୍ୟ ସତ୍ୟ ଭାସ୍କର ଜେନା ଉପନ୍ୟାସ
କାଚର ସେକସପିଅର ଓ ମାଟିର ଲେନିନ ସଂଗ୍ରାମ ମହାପାତ୍ର କବିତା
ହାତୀ ସଜକର ଦେବଦାସ ଛୋଟରାୟ କବିତା
ମାଟି ଘରେ ବର୍ଷା ଋତୁ ସରସ୍ବତୀ ବେହେରା ଗଳ୍ପ
କୃଷ୍ଣକଲୀ କୁମୁଦିନୀ ବରାଇ ଅନୁବାଦ
ସାପ ବସନ୍ତ କୁମାର ବେହୁରା ବିଜ୍ଞାନ
ଗାନ୍ଧୀ ଗାଥା : କିଛି କଥା କିଛି ବ୍ୟଥା କୃପାସିନ୍ଧୁ ବିଶ୍ବାଳ ଜୀବନୀ
ସୁନ୍ଦର ସଂସାର ସୂର୍ଯ୍ୟମଣି ସାମନ୍ତରାୟ ଶିଶୁସାହିତ୍ୟ
୧୦ ଦୁନିଆର ଚଲାପଥରୁ ସାଉଁଟା ମଣି ମାଣିକ ଅବନୀ କୁମାର ବରାଳ ଆତ୍ମଜୀବନୀ
୧୧ ବ୍ୟଙ୍ଗ ଭାଇରସ୍ ଡକ୍ଟର କୁଳାଙ୍ଗାର ବ୍ୟଙ୍ଗ
୧୨ ନିଶା ଖାଇବା ମନା ଗଙ୍ଗୋତ୍ରୀ ଦେବୀ ଶିଶୁସାହିତ୍ୟ
୧୩ ତୁମ ପ୍ରତୀକ୍ଷାରେ ମନୋରମା ମିଶ୍ର କବିତା
୧୪ ପାଠଶାଳା କୃତ୍ତିବାସ ନାୟକ (ନାଟ୍ୟକାର) ନାଟକ


ବର୍ଷ - ୨୦୦୭
ପୁସ୍ତକ ନାମ ଲେଖକ/ଲେଖିକା ପୁସ୍ତକର ପ୍ରକାର
କଟକ ନଗର ଧବଳ ଟଗର ବସନ୍ତ ଦାସ ପ୍ରବନ୍ଧ
ସୁବର୍ଣ୍ଣ ଆଁରେ ଗାଁ ପ୍ରଦୀପ ଦାଶ ଉପନ୍ୟାସ
ଶେଷ ଚିଠି ରତ୍ନାକର ରାଉତ ଗଳ୍ପ
ଅନିନ୍ଦିତା ଓ ଅନ୍ୟାନ୍ୟ କବିତା ତପନ ପଟ୍ଟନାୟକ କବିତା
ବିଷମ ବୃତ୍ତ କୁଳମଣି ନାଥଶର୍ମା କବିତା
ଅସ୍ତରାଗର ରଙ୍ଗ ଫକୀର ସିଂହ ନାଟକ
ଦଶ ଅବତାର ପ୍ରଦୀପ କୁମାର ଚୌଧୁରୀ ଧର୍ମସାହିତ୍ୟ
ଓ ହେନେରୀଙ୍କ ଗଳ୍ପ ଶତକ ଭୀମସେନ ଦାଶ ଅନୁବାଦ
ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ସାମୟିକ ଘଟଣା ପ୍ରବାହ ଦେବକାନ୍ତ ମିଶ୍ର ବିଜ୍ଞାନ
୧୦ ଯଶୋଦେହେ ଆୟୁଷ୍ମାନ ପ୍ରଫୁଲ୍ଲ କୁମାର ପଟ୍ଟନାୟକ ଜୀବନୀ
୧୧ ଏହି ମୋର ପ୍ରିୟ ଜନମ ଭୂଇଁ ବୀରେନ୍ଦ୍ରନାଥ ମହାନ୍ତି ଶିଶୁ ସାହିତ୍ୟ
୧୨ ହାପି ଆନିଭର୍ସାରି ସତ୍ୟାନାଶ ବ୍ୟଙ୍ଗ
୧୩ ହଜାଇଛି ତୁମ ପ୍ରୀତିର ଠିକଣା ବିପିନ ମହାନ୍ତି ଗୀତି କବିତା
୧୪ ମିଛ ସାକ୍ଷୀ ଜୟନ୍ତୀ ରଥ ଉପନ୍ୟାସ


ବର୍ଷ - ୨୦୦୬
ପୁସ୍ତକ ନାମ ଲେଖକ/ଲେଖିକା ପୁସ୍ତକର ପ୍ରକାର
ପଞ୍ଚମ ସ୍ତମ୍ବ ଗୋକୁଳାନନ୍ଦ ପଟ୍ଟନାୟକ ପ୍ରବନ୍ଧ
ଚାଲ ଫେରିଯିବା ଅରବିନ୍ଦ ରାୟ ଉପନ୍ୟାସ
ସଂପର୍କର ସ୍ବପ୍ନ ରବି ମହାପାତ୍ର ଗଳ୍ପ
ଶବ୍ଦ ଦର୍ପଣ ଶଙ୍କର୍ଷଣ ପରିଡ଼ା କବିତା
କିଛି ସ୍ମୃତି କିଛି ଅନୁଭୂତି ଲକ୍ଷ୍ମୀ ନୃସିଂହ ପ୍ରସାଦ ମହାନ୍ତି ଆତ୍ମଜୀବନୀ
ମହାତ୍ମା ସୁବୋଧ ପଟ୍ଟନାୟକ ନାଟକ
ଗଙ୍ଗା ସାଗର ଅନ୍ନପୂର୍ଣ୍ଣା ମିଶ୍ର ଭ୍ରମଣ କାହାଣୀ
ବିଶ୍ବ ଭାତୃତ୍ବ ଓ ଶ୍ରୀଜଗନ୍ନାଥ ସ୍ବାମୀ ଅରୁପାନନ୍ଦ ଧର୍ମସାହିତ୍ୟ
ବୈଜ୍ଞାନିକ ଜ୍ଞାନକୋଷ ଗୋକୁଳାନନ୍ଦ ମହାପାତ୍ର ବିଜ୍ଞାନ
୧୦ ବିଜ୍ଞାନର ମାନବୀୟ ରୂପ ଚିତ୍ତରଞ୍ଜନ ମିଶ୍ର (ବୈଜ୍ଞାନିକ) ବିଜ୍ଞାନ
୧୧ ହେବୁ ଜଗତ ଜିତା ସୁନାମଣି ରାଉତ ଶିଶୁ ସାହିତ୍ୟ
୧୨ ଫର୍ଦ୍ଦେ କାଗଜର ମୁହୂର୍ତ୍ତ ସ୍ବୟମ୍ବରା ପଟ୍ଟନାୟକ କବିତା


ବର୍ଷ - ୨୦୦୫
ପୁସ୍ତକ ନାମ ଲେଖକ/ଲେଖିକା ପୁସ୍ତକର ପ୍ରକାର
ମଧ୍ଯବିତ୍ତର ଆତ୍ମ୍ବିଚାର ରବୀନ୍ଦ୍ର ପ୍ରସାଦ ପଣ୍ଡା ପ୍ରବନ୍ଧ
ଦାୟବଦ୍ଧ ସଂଯୁକ୍ତା ମହାନ୍ତି ଉପନ୍ୟାସ
ବନ୍ଦିନୀ ରଞ୍ଜନ ସାହୁ ଗଳ୍ପ
ଭାବୁଚି ଚିଠି ଲେଖିବି ମାଆକୁ ମନୋରମା ବିଶ୍ବାଳ ମହାପାତ୍ର କବିତା
ଚିହ୍ନା ଅଚିହ୍ନା ଚୀନ୍ ଗୌରହରି ଦାସ ଭ୍ରମଣ କାହାଣୀ
କୁହୁଡ଼ି ଅରୁଣ କୁମାର ପରିଚ୍ଛା ନାଟକ
କଥା ଭାଗବତ ନୃସିଂହ ପ୍ରସାଦ ମିଶ୍ର ଧର୍ମସାହିତ୍ୟ
ଅମୃତା ପ୍ରିତମ୍ ଉପନ୍ୟାସମାଳା ଇନ୍ଦୁଲତା ମହାନ୍ତି ଅନୁବାଦ
ବିଚିତ୍ର ଗାଥା ଏ ସାପର ଗାଥା ପ୍ରଫୁଲ୍ଲ କୁମାର ମହାନ୍ତି (ବିଜ୍ଞାନ) ବିଜ୍ଞାନ
୧୦ କୁହୁ ଗୀତା ମିଶ୍ର କବିତା
୧୧ ଗପ ଶୁଣ ଗୀତରେ ଜୟକୃଷ୍ଣ ସାହୁ ଶିଶୁ ସାହିତ୍ୟ


ବର୍ଷ - ୨୦୦୪
ପୁସ୍ତକ ନାମ ଲେଖକ/ଲେଖିକା ପୁସ୍ତକର ପ୍ରକାର
ଆଧୁନିକ ଓଡ଼ିଆ କବିତାର ପରିଚୟ ନାରାୟଣ ପଣ୍ଡା ପ୍ରବନ୍ଧ
ଭିତର ବାହାର ଶୁଭକାନ୍ତ ବେହେରା ଉପନ୍ୟାସ
ଛାୟାବିମ୍ବ ଗୋଲାପ ମଞ୍ଜରୀ କର ଗଳ୍ପ
ସାକ୍ଷୀ ଚନ୍ଦ୍ରସୂର୍ଯ୍ୟ ହୃଷୀକେଶ ମଲ୍ଲିକ କବିତା
ଅରଣ୍ୟର ସ୍ବର ରାଧାବିନୋଦ ନାୟକ ଗଳ୍ପ
ଦସ୍ୟୁ ହୃଷୀକେଶ ପଣ୍ଡା ନାଟକ
ଜୀବନର ପଥପ୍ରାନ୍ତେ ଶରତ ଚନ୍ଦ୍ର ମିଶ୍ର ଆତ୍ମଜୀବନୀ
ଜ୍ଞାନଯୁଗ ଗୀତ ଗୋବିନ୍ଦ ପ୍ରବଚନ କାର୍ତ୍ତିକ ଚନ୍ଦ୍ର ଦାସ ଧର୍ମସାହିତ୍ୟ
ଶ୍ରୀ ଭାଗବତ ଗୀତା ଚକ୍ରଧର ପାଣି ଧର୍ମସାହିତ୍ୟ
୧୦ ନଟୀ ସଂଗ୍ରାମ ଜେନା ଅନୁବାଦ
୧୧ ଉଦୁ ଉଦୁମା ବସନ୍ତ କିଶୋର ସାହୁ ଶିଶୁ ସାହିତ୍ୟ
୧୨ ଶବର ମାଟିର ସ୍ବପ୍ନ ଗୀତାଞ୍ଜଳି ପତ୍ରୀ ଗୀତିକବିତା


ବର୍ଷ - ୨୦୦୩
ପୁସ୍ତକ ନାମ ଲେଖକ/ଲେଖିକା ପୁସ୍ତକର ପ୍ରକାର
ଦୁଆର ଟପିଲେ ବାଟ ରାମଚନ୍ଦ୍ର ବେହେରା ଉପନ୍ୟାସ
ଜୀବନ ନଈ କବିତା ବାରିକ ଗଳ୍ପ
ପ୍ରୀତି ପ୍ରଣୟର କାବ୍ୟ ଉପେନ୍ଦ୍ର ପ୍ରସାଦ ନାୟକ କବିତା
ଶ୍ରୀଶ୍ରୀ ଜଗନ୍ନାଥ କୃପାକଳ୍ପ ରାମଚନ୍ଦ୍ର ମିଶ୍ର (ଗବେଷକ) ଧର୍ମସାହିତ୍ୟ
ବିବର୍ତ୍ତନ ଧାରାରେ ଶ୍ରୀଜଗନ୍ନାଥ ହରିହର କାନୁନଗୋ ସମାଲୋଚନା
ଅଧାଲେଖା ଦସ୍ତାବିଜ୍ ସ୍ବୀକୃତି ତନୟା ସାମନ୍ତରାୟ ଅନୁବାଦ
ବିକ୍ଷୁବ୍ଧ ପ୍ରକୃତି ରବି ମହାପାତ୍ର ପ୍ରବନ୍ଧ
ମଝି ନଈରେ ଘର ରମେଶ ପ୍ରସାଦ ପାଣିଗ୍ରାହୀ ନାଟକ
ସୁନ୍ଦର ଗ୍ରହର କାହାଣୀ ଶୁଭ୍ରା ହୋତା ଶିଶୁସାହିତ୍ୟ
୧୦ କୁନିତାରା ଧୀରେନ ଦାସ ବିଜ୍ଞାନ
୧୧ ଉଦୁ ଉଦୁମା ବସନ୍ତ କିଶୋର ସାହୁ ଶିଶୁ ସାହିତ୍ୟ
୧୨ ସ୍ପର୍ଶ ବିଜୟଲକ୍ଷ୍ମୀ ଦାଶ ଗୀତିକବିତା


ବର୍ଷ - ୨୦୦୨
ପୁସ୍ତକ ନାମ ଲେଖକ/ଲେଖିକା ପୁସ୍ତକର ପ୍ରକାର
ଯୋଜନ ଗନ୍ଧା ସୁରେନ୍ଦ୍ରନାଥ ଶତପଥି ଉପନ୍ୟାସ
ପଦାତିକ ସୁରେନ୍ଦ୍ର ମିଶ୍ର ଗଳ୍ପ
ଲୁବ୍ଧକର ରାତ୍ରି ତରୁଣକାନ୍ତି ମିଶ୍ର ଗଳ୍ପ
ଶ୍ରୀ ଜଗନ୍ନାଥ ଓ ଓଡ଼ିଆ ସାହିତ୍ୟ ଲକ୍ଷ୍ମଣ କୁମାର ପରିଡ଼ା ପ୍ରବନ୍ଧ
ଭାସ୍କୋଡ଼ାଗାମା ହୃଷୀକେଶ ପଣ୍ଡା ନାଟକ
ମର୍ତ୍ତ୍ଯେ ସ୍ବର୍ଗ ମର୍ତ୍ତ୍ଯେ ନର୍କ କୃତ୍ତିବାସ ଶତପଥି ଧର୍ମସାହିତ୍ୟ
ଜନ୍ମଲଗ୍ନ ରବି ନାରାୟଣ ସେନାପତି କବିତା
ବିକାଶ ପଥେ ବିଜ୍ଞାନ କୁଳମଣି ନାଥଶର୍ମା ବିଜ୍ଞାନ
ହୀରା ଗିରିଧାରୀ ସ୍ବାଇଁ ଶିଶୁସାହିତ୍ୟ
୧୦ ପଣ୍ଡିତ ଭୁବନେଶ୍ବର ଗ୍ରନ୍ଥାବଳୀ ଭୁବନେଶ୍ବର ମିଶ୍ର (ପ୍ରକାଶକ) ଜୀବନୀ
ବର୍ଷ - ୨୦୦୧
ପୁସ୍ତକ ନାମ ଲେଖକ/ଲେଖିକା ପୁସ୍ତକର ପ୍ରକାର
ଅଭିମାନର ପରାଜୟ ଅମୂଲ୍ୟକୃଷ୍ଣ ମିଶ୍ର ଉପନ୍ୟାସ
ଅଧିତ୍ୟକାର ଉପକଥା ସଂଜୀବ ଚନ୍ଦ୍ର ହୋତା ଗଳ୍ପ
ଶ୍ରୀ ଯୋଦ୍ଧା ସଂଗ୍ରାମ ମିଶ୍ର କବିତା
ଅବକ୍ଷୟମୁଖୀ ଜାତୀୟ ଚରିତ୍ର ଅମରେଶ ବିଶ୍ବାଳ ପ୍ରବନ୍ଧ
ମୁଁ ଚକରା କହୁଛି ମନ୍ମଥ କୁମାର ଶତପଥୀ ନାଟକ
ଆମେ ହସିବା ହସାଇ ଦେବା ଅଭୟ କୁମାର ସୂତାର ଶିଶୁସାହିତ୍ୟ
ବିଜ୍ଞାନକୋଷ ପ୍ରମୋଦ କୁମାର ମହାପାତ୍ର ବିଜ୍ଞାନ


ବର୍ଷ - ୨୦୦୦
ପୁସ୍ତକ ନାମ ଲେଖକ/ଲେଖିକା ପୁସ୍ତକର ପ୍ରକାର
ମୃତ୍ୟୁଶଯ୍ୟାର ମାନଚିତ୍ର ବିପିନ ବିହାରୀ ମିଶ୍ର ଉପନ୍ୟାସ
ମୁହିଁରେ ଓଡିଆ ପୁଅ ବିଜୟ କୁମାର ମହାନ୍ତି(ସାହିତ୍ୟିକ) ଗଳ୍ପ
' ଶରତ କୁମାର ବିଶ୍ବାଳ ଶିଶୁସାହିତ୍ୟ
' ନଦୀୟା ବିହାରୀ ମହାନ୍ତି ଶିଶୁସାହିତ୍ୟ
' ଲିଙ୍ଗରାଜ ରଥ ସମାଲୋଚନା
' ମହେଶ୍ବର ମହାନ୍ତି ଜୀବନୀ/ଆତ୍ମଜୀବନୀ
' ମାନସ ରଞ୍ଜନ ସାମଲ ବିଜ୍ଞାନ
' ପ୍ରେମଲତା ଆଚାର୍ଯ୍ୟ ବିଜ୍ଞାନ


ଆହୁରି ପଢ଼ନ୍ତୁ

[ସମ୍ପାଦନା]
  1. Digital, Sambad (2017-10-29). "'ରାଜଧାନୀ ପୁସ୍ତକମେଳା' ପୁରସ୍କାର ପାଇଁ ପୁସ୍ତକ ଆହ୍ଵାନ". Sambad. Retrieved 2025-04-12.
  2. "LIST OF AWARDS". Rajdhani Book Fair. Archived from the original on 7 July 2022. Retrieved 5 April 2024.
  3. "ରାଜଧାନୀ ପୁସ୍ତକମେଳା ପୁରସ୍କାର ଘୋଷଣା". ସମାଜ (in od-IN). ଭୁବନେଶ୍ୱର. 15 December 2024. Retrieved 12 April 2025.{{cite news}}: CS1 maint: unrecognized language (link)
  4. "ରାଜଧାନୀ ପୁସ୍ତକମେଳା ପୁରସ୍କାର ଘୋଷଣା". ସମ୍ବାଦ. 10 December 2017. Archived from the original on 15 April 2025. Retrieved 15 April 2025.