ରାଜଗାଙ୍ଗପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ଉଇକିପିଡ଼ିଆ‌ରୁ
ରାଜଗାଙ୍ଗପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୨,୩୦,୨୧୩
ଜିଲ୍ଲା: ସୁନ୍ଦରଗଡ଼
ଲୋକ ସଭା ନିର୍ବାଚନ ମଣ୍ଡଳୀ: ସୁନ୍ଦରଗଡ଼
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ରାଜଗାଙ୍ଗପୁର (କ୍ରମିକ ସଂଖ୍ୟା: ୧୩) ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ[୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ରାଜଗାଙ୍ଗପୁର (ପୌ), ରାଜଗାଙ୍ଗପୁର ବ୍ଳକ, କୁତରା ବ୍ଳକ ଲାଠିକଟା ବ୍ଳକର କିଛି ଅଞ୍ଚଳ ।[୨][୩]

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ମଙ୍ଗଳା କିଷାନ୍ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଗ୍ରେଗୋରୀ ମିଞ୍ଜଙ୍କଠାରୁ ୧୦୦୩୬ ଖଣ୍ଡ ଅଧିକ ଭୋଟ୍ ପାଇ ନିର୍ବାଚିତ ହୋଇଛନ୍ତି। [୪]

ଗତ ୨୦୦୯ ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଗ୍ରେଗୋରୀ ମିଞ୍ଜ, ବିଜୁ ଜନତା ଦଳ ପ୍ରାର୍ଥୀ ବେନେଡ଼ିକ୍ଟ ତିର୍କୀଙ୍କଠାରୁ ୪,୧୧୫ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]

୨୦୦୯ ନିର୍ବାଚନ ଫଳାଫଳ[ସମ୍ପାଦନା]

୨୦୦୯ ବିଧାନ ସଭା ନିର୍ବାଚନ, ରାଜଗାଙ୍ଗପୁର [୬]
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
କଂଗ୍ରେସ ଗ୍ରେଗୋରୀ ମିଞ୍ଜ ୩୫,୫୯୨ ୩୦.୯୧ -
ବିଜଦ ବେନେଡ଼ିକ୍ଟ ତିର୍କୀ ୩୧,୪୭୭ ୨୭.୩୪ -
ଝାମୁମୋ ହଳୁ ମୁଣ୍ଡାରୀ ୧୭,୬୯୩ ୧୫.୩୭ -
ଭାଜପା ମହେନ୍ଦ୍ର କୁମାର ମାଝି ୧୬,୬୫୪ ୧୪.୪୬ -
ସ୍ୱାଧୀନ ନାରାୟଣ ଦେବସା ୨,୧୩୭ ୧.୮୬ -
ସ୍ୱାଧୀନ ସୂରଜ କିଶୋର କୁଜୁର ୧,୫୭୧ ୧.୩୬ -
ସ୍ୱାଧୀନ ଉଇଲିଅମ କ୍ସେସ ୧,୫୩୨ ୧.୩୩ -
ସ୍ୱାଧୀନ ମୋହନଲାଲ କିଷାନ ୧,୪୪୯ ୧.୨୬ -
କୋଶଳ କ୍ରାନ୍ତି ଦଳ ସନ୍ତୋଷ ମିଞ୍ଜ ୧,୪୧୫ ୧.୨୩ -
ବସପା ସନିକ ଓରାମ ୧,୧୬୨ ୧.୦୧ -
ଝାଡ଼ଖଣ୍ଡ ଦିସମ ପାର୍ଟି ଦୀପକ କୁମାର ସୋରେଙ୍ଗ ୯୮୦ ୦.୮୫ -
ସ୍ୱାଧୀନ ଜେରମ ଏକ୍କା ୮୮୩ ୦.୭୭ -
ସ୍ୱାଧୀନ ବିଜୟ ଓରାମ ୮୩୨ ୦.୭୨ -
ସ୍ୱାଧୀନ ସଚିନ୍ଦ୍ର ବରୱା ୮୧୨ ୦.୭୧ -
ସ୍ୱାଧୀନ ପଦ୍ମିନୀ ନାୟକ ୫୨୩ ୦.୪୫ -
ସ୍ୱାଧୀନ ରଘୁପତି ଲାକ୍ରା ୪୩୫ ୦.୩୮ -
ଭୋଟ ବ୍ୟବଧାନ ୪,୧୧୫ ୩.୫୭* -
ମତଦାନ ହାର ୧,୧୫,୫୦୧ ୬୦.୯୯ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ[ସମ୍ପାଦନା]

୧୯୫୧ରୁ ୨୦୦୯ ମଧ୍ୟରେ ମୋଟ ୧୪ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୭][୮]

ଆଧାର[ସମ୍ପାଦନା]

  1. "Rajgangpur Assembly Election 2009, Orissa". empoweringindia.org. Retrieved 26 May 2013. Constituency: Rajgangpur (13) District : Sundargarh
  2. Assembly Constituencies and their Extent
  3. Seats of Odisha
  4. ୪.୦ ୪.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
  5. "Orissa Election Result 2009 With Vote Margin, Odisha Assembly Election Result 2009, Orissa Vidhan Sabha Election Result 2009, Odisha Constituency List, Orissa MLA List, Odisha Election 2009 Runner Up Votes Polled, Orissa Winner List". leadtech.in. Archived from the original on 27 May 2013. Retrieved 21 April 2013. 8971
  6. http://eci.nic.in/eci_main/StatisticalReports/AE2009/stat_OR_April2009.pdf
  7. "State Elections 2004 - Partywise Comparision for 137-Rajgangpur Constituency of ORISSA". eci.nic.in. 2006. Retrieved 26 May 2013. List Of Winning Candidates
  8. http://orissa.gov.in/e-magazine/orissaannualreference/ORA-2011/pdf/453-501.pdf