ରାଉରକେଲା ଲ' କଲେଜ

ଉଇକିପିଡ଼ିଆ ରୁ
(ରାଉରକେଲା ଲ କଲେଜ ରୁ ଲେଉଟି ଆସିଛି)
Jump to navigation Jump to search

ରାଉରକେଲା ଲ କଲେଜ ଏକ ବେସରକାରୀ ଉଦ୍ୟମରେ ଖୋଲା ଯାଇଥିବା ଆଇନ ଶିକ୍ଷାନୁଷ୍ଠାନ । ଭାରତୀୟ ରାଜ୍ୟ ଓଡ଼ିଶାର ଶିଳ୍ପ ନଗରି ରାଉରକେଲା ସହରର ନୟାବଜାରଠାରେ ଏହା ଅବସ୍ଥିତ । ଏହି ଅନୁଷ୍ଠାନ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଓ ବାର କାଉନ୍ସିଲ ଓଫ ଇଣ୍ଡିଆଦ୍ୱାରା ସ୍ୱୀକୃତ ଓ ସହବନ୍ଧିତ । ଏଠାରେ ଆଇନରେ LL॰B ଡିଗ୍ରୀ ଶିକ୍ଷା ପ୍ରଦାନ କରାଯାଇଥାଏ। ଏହୁ ଡିଗ୍ରୀ ଗ୍ରାଜୁଆସନ ପରେ 3 ବର୍ଷ ପାଇଁ ଥାଏ।l 

ରାଉରକେଲା ଲ କଲେଜ 1974 ମସିହାରେ ସ୍ଥାପିତ ହେଇଥିଲା । ଏଥିରେ ଛତ୍ର ଚୟନ କମନ ଲ ଆଡ୍ମିସନ ଟେଷ୍ଟ ଜରିଆରେ ହେଇଥାଏ । 

ପୁନଶ୍ଚ ଦେଖଣା [ସମ୍ପାଦନା]