ରାଉରକେଲା ଜଙ୍କ୍ସନ ରେଳ ଷ୍ଟେସନ
ଦେଖଣା
ରାଉରକେଲା ଜଙ୍କ୍ସନ ରେଳ ଷ୍ଟେସନ (ଷ୍ଟେସନ କୋଡ଼୍-ROU) ଭାରତୀୟ ରାଜ୍ୟ ଓଡ଼ିଶା ଉତ୍ତର-ପଶ୍ଚିମ ଭାଗରେ ଅବସ୍ଥିତ ଏକ ରେଳ ଜଙ୍କ୍ସନ ଏବଂ ଏହା ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ଠାରେ ସେବା ପ୍ରଦାନ କରିଥାଏ। ରାଉରକେଲା ଓଡ଼ିଶାର ତୃତୀୟ ସର୍ବବୃହତ୍ ସହରାଞ୍ଚଳ।