Jump to content

ରଶ୍ମୀ ମିଶ୍ର

ଉଇକିପିଡ଼ିଆ‌ରୁ
ରଶ୍ମୀ ମିଶ୍ର
ଜନ୍ମ(1973-06-04)୪ ଜୁନ ୧୯୭୩
ରାମଚନ୍ଦ୍ରପୁର, ନୟାଗଡ଼
ଜାତୀୟତାଭାରତୀୟ
ଶିକ୍ଷାସ୍ନାତକୋତ୍ତର (ଓଡ଼ିଆ)
ଉଲ୍ଲେଖନୀୟ କୃତିନେପଥ୍ୟେ, ପୂର୍ଣ୍ଣାହୁତି
ବୈବାହିକ-ସାଥୀଇଂ ଭାଗିରଥି ଦାଶ
ପିତାମାତାଡମ୍ବରୁଧର ମିଶ୍ର, ସରୋଜିନୀ ମିଶ୍ର
ପୁରସ୍କାରକଳିଙ୍ଗ ପୁସ୍ତକମେଳା ପୁରସ୍କାର

ରଶ୍ମୀ ମିଶ୍ର ( ଜନ୍ମ : ୪ ଜୁନ ୧୯୭୩ ) ଜଣେ ଓଡ଼ିଆ ଲେଖିକା । ସେ ନିଜର ସାହିତ୍ୟିକ କୃତିତ୍ବ ନିମନ୍ତେ କଳିଙ୍ଗ ପୁସ୍ତକମେଳା ପୁରସ୍କାର ଓ ରାଜଧାନୀ ପୁସ୍ତକମେଳା ପୁରସ୍କାର ପାଇଛନ୍ତି ।

ସଂକ୍ଷିପ୍ତ ଜୀବନୀ

[ସମ୍ପାଦନା]

ରଶ୍ମି ମିଶ୍ର ଜଣେ ସୁପରିଚିତ କଥାକାର । ତାଙ୍କ ଜନ୍ମ ନୟାଗଡ଼ ଜିଲ୍ଲାର ରାମଚନ୍ଦ୍ରପୁର ଶାସନରେ । ବୃତ୍ତିରେ ଗୃହିଣି ରଶ୍ମି ଓଡ଼ିଆ ଭାଷା ସାହିତ୍ୟରେ ସ୍ନାତକୋତ୍ତର ଶିକ୍ଷା ପ୍ରାପ୍ତ । ନିଜ ଚାରିପାଖରେ ଘଟୁଥିବା ଘଟଣା ଓ ଚରିତ୍ରମାନଙ୍କୁ ନେଇ ତାଙ୍କ କଥାସାହିତ୍ୟ ରୁଦ୍ଧିମନ୍ତ । ତାଙ୍କ ରଚିତ କବିତା, ପ୍ରବନ୍ଧ ଓ ଆଲୋଚନାମାନ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ।

ରଚନାବଳୀ

[ସମ୍ପାଦନା]
  • ଅହ୍ୟରାଣୀ
  • ଚକ୍ରବ୍ୟୁହ []
  • ସ୍ୱୟଂସିଦ୍ଧା

ଉପନ୍ୟାସ

[ସମ୍ପାଦନା]
  • ନେପଥ୍ୟେ
  • ପୂର୍ଣ୍ଣାହୁତି

କବିତା

[ସମ୍ପାଦନା]
  • ଏରସମାର ଝିଅ

ପ୍ରବନ୍ଧ

[ସମ୍ପାଦନା]
  • ଆମ ପର୍ବ ଆମ ପରମ୍ପରା
  • ଅନାବନା ମିଠା ସ୍ମୃତି

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]
  1. https://sambadepaper.com/imageview_110297_186625_4_71_19-11-2025_14_i_1_sf.html
  2. https://samajaepaper.in/imageview_19_2011202524113258_4_73_20-11-2025_8_i_1_sf.html
  3. "ସାହିତ୍ୟ ଜନ୍ମ ନିଏ ସାହିତ୍ୟିକର ବ୍ୟକ୍ତିଗତ ଅନୁଭବରୁ". https://sambadepaper.com/. 12 November 2018. Retrieved 24 February 2025. {{cite web}}: External link in |website= (help)