Jump to content

ରମେଶ ଚନ୍ଦ୍ର ସାହୁ

ଉଇକିପିଡ଼ିଆ‌ରୁ
ରମେଶ ଚନ୍ଦ୍ର ସାହୁ
ଜନ୍ମ
Citizenshipଭାରତୀୟ
Alma materଉତ୍କଳ ବିଶ୍ୱବିଦ୍ୟାଳୟ
ପ୍ରସିଦ୍ଧକୃତ୍ତିଓଡ଼ିଶାର ଧର୍ମ ସଂସ୍କୃତି ଓ ସାହିତ୍ୟରେ ଶ୍ରୀଜଗନ୍ନାଥ
ପୁରସ୍କାରରାଜଧାନୀ ପୁସ୍ତକମେଳା ପୁରସ୍କାର, ୨୦୨୪[୧]

ରମେଶ ଚନ୍ଦ୍ର ସାହୁ ଜଣେ ଓଡ଼ିଆ-ଭାଷୀ ପ୍ରାବନ୍ଧିକ, କବି, ସମାଲୋଚକ ଓ ସାହିତ୍ୟ ସଙ୍ଗଠକ । ସେ ଓଡ଼ିଶାର ଧର୍ମ ସଂସ୍କୃତି ଓ ସାହିତ୍ୟରେ ଶ୍ରୀଜଗନ୍ନାଥ ପାଇଁ ୨୦୨୪ ମସିହାରେ ରାଜଧାନୀ ପୁସ୍ତକମେଳା ପୁରସ୍କାର ପାଇଥିଲେ ।[୧]

ରଚନାବଳୀ

[ସମ୍ପାଦନା]

ପ୍ରବନ୍ଧ

[ସମ୍ପାଦନା]
  • ଓଡ଼ିଶାର ଧର୍ମ ସଂସ୍କୃତି ଓ ସାହିତ୍ୟରେ ଶ୍ରୀଜଗନ୍ନାଥ

କବିତା

[ସମ୍ପାଦନା]
  • ବଇରାଗୀ ବାଘ
  • ଭିନ୍ନ ଏକ ଅବଧୁତ
  • ପିତୃ ପୁରୁଷ
  • ସତ୍ୟବତୀ

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]
  1. 1 2 3 "ରାଜଧାନୀ ପୁସ୍ତକମେଳା ପୁରସ୍କାର ଘୋଷଣା". ସମାଜ (in ଓଡ଼ିଆ). ଭୁବନେଶ୍ୱର. 15 December 2024. Archived from the original on 27 December 2024. Retrieved 12 April 2025.{{cite news}}: CS1 maint: unrecognized language (link)