Jump to content

ରମାକାନ୍ତ ନାୟକ

ଉଇକିପିଡ଼ିଆ‌ରୁ
ରମାକାନ୍ତ ନାୟକ
ଜନ୍ମ (1966-01-06) ୬ ଜାନୁଆରୀ ୧୯୬୬ (ବୟସ ୫୯)
ଝାଟିଆ, ଚରମ୍ପା, ଭଦ୍ରକ
ଜାତୀୟତାଭାରତୀୟ
ଜାତୀୟତାଭାରତୀୟ
ଉଲ୍ଲେଖନୀୟ କୃତିଏବେବି ଧରମା ବଞ୍ଚିଛି
ଜୀବନସାଥୀରେଣୁକାବାଳା ଖିଲାର ନାୟକ
ପିତାମାତାମାୟାଧର ନାୟକ, ପଦ୍ମାବତୀ ଦେବୀ
ପୁରସ୍କାରରାଜଧାନୀ ପୁସ୍ତକମେଳା ପୁରସ୍କାର, ୨୦୨୪[]

ରମାକାନ୍ତ ନାୟକ ଜଣେ ଓଡ଼ିଆ-ଭାଷୀ ନାଟ୍ୟକାର । ସେ ଏବେବି ଧରମା ବଞ୍ଚିଛି ପାଇଁ ୨୦୨୪ ମସିହାରେ ରାଜଧାନୀ ପୁସ୍ତକମେଳା ପୁରସ୍କାର ପାଇଥିଲେ ।[]

ସଂକ୍ଷିପ୍ତ ଜୀବନୀ

[ସମ୍ପାଦନା]

ରମାକାନ୍ତଙ୍କ ଜନ୍ମ ଭଦ୍ରକ ଜିଲ୍ଲାର ଚରମ୍ପା ପଞ୍ଚାୟତରେ । ଭଦ୍ରକ ମହାବିଦ୍ୟାଳୟରେ ପଢ଼ୁଥିବା ସମୟରେ ସେ ଆରମ୍ଭ କରିଥିଲେ କବିତା, ଗଳ୍ପ, ପ୍ରବନ୍ଧ, ଆଲୋଚନା, ନାଟକ ଓ ଏକାଙ୍କିକା ରଚନା । ପେଶାରେ ଅଧ୍ୟାପକ ଓ ନିଶାରେ ସାହିତ୍ୟିକ ରମାକାନ୍ତ ଭଦ୍ରକ ଜିଲ୍ଲାରେ ଦୁଇଟି ବିଦ୍ୟାଳୟ ପ୍ରତିଷ୍ଠା କରିଛନ୍ତି ।

ରଚନାବଳୀ

[ସମ୍ପାଦନା]
  • ଏବେବି ଧରମା ବଞ୍ଚିଛି
  • ଏବଂ ଇନ୍ଦ୍ରଦ୍ୟୁମ୍ନ
  • ରକ୍ତ ପିପାସା
  • ରକ୍ତସ୍ନାନ
  • ଶୂନ୍ୟ ପୁରୁଷ

ଆଲୋଚନା

[ସମ୍ପାଦନା]
  • କହଇ ବଳରାମ ଦାସ
  • ଶ୍ରୀଜଗନ୍ନାଥ କୋଟି କୈବଲ୍ୟର ଅନୁଭବ

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]
  1. ୧.୦ ୧.୧ ୧.୨ "ରାଜଧାନୀ ପୁସ୍ତକମେଳା ପୁରସ୍କାର ଘୋଷଣା". ସମାଜ (in ଓଡ଼ିଆ). ଭୁବନେଶ୍ୱର. 15 December 2024. Archived from the original on 27 December 2024. Retrieved 12 April 2025.{{cite news}}: CS1 maint: unrecognized language (link)