Jump to content

ରମଣଦୀପ ସିଂହ (ହକି , ଜନ୍ମ 1993 )

ଉଇକିପିଡ଼ିଆ‌ରୁ

ରମଣଦୀପ ସିଂହ
ବ୍ୟକ୍ତିଗତ ସୂଚନା
ଜନ୍ମ (1993-04-01) ୧ ଅପ୍ରେଲ ୧୯୯୩ (ବୟସ ୩୩)
Gurdaspur district, Punjab, India[]
ଉଚ୍ଚତା 178 cm (5 ft 10 in)
Playing position Forward
National team
2013-present India
Medal record
Men’s Field Hockey
Competitor for  ଭାରତ
Hockey Champions Trophy
Silver2016 LondonMen's team
Commonwealth Games
Silver2014 GlasgowMen's team
Asian Games
Gold2014 IncheonMen's team
Last updated on: 8 July 2016

ରମଣଦୀପ ସିଂହ (ଜନ୍ମ 1 ଏପ୍ରିଲ , 1993 ) ଜଣେ ଭାରତୀୟ ଜାତୀୟ ହକି ଖେଳାଳି । ସେ ଜଣେ ଫରୱାର୍ଡ ହିସାବରେ ଖେଳନ୍ତି ।[][] ସେ 2016 ଅଲିମ୍ପିକ ପାଇଁ ଜାତୀୟ ଦଳରେ ଖେଳିଥିଲେ । ପୂର୍ବରୁ ସେ ଭାରତୀୟ ଦଳ ପାଇଁ 2016ରେ ଲଣ୍ଡନରେ ହେଇଥିବା ଚମ୍ପିୟାନ ଟ୍ରଫି , 2014ରେ ଗ୍ଲାସଗୋଠାରେ ହେଇଥିବା କମନୱେଲ୍‌ଥ ଗେମ ଓ 2014ରେ ଇଞ୍ଚିଆନଠାରେ ହେଇଥିବା ଏସୀୟ କ୍ରୀଡ଼ାରେ ଖେଳିଥିଲେ  ।

ଆଧାର 

[ସମ୍ପାଦନା]
  1. "I was waiting for my time: Ramandeep". The Pioneer. Archived from the original on 26 ଅଗଷ୍ଟ 2016. Retrieved 13 ଜୁଲାଇ 2016.
  2. "Ramandeep Singh". Hockey India. Archived from the original on 7 ଜୁଲାଇ 2016. Retrieved 13 ଜୁଲାଇ 2016.
  3. "Ramandeep Singh Profile". Glasgow 2014. Archived from the original on 20 ଅଗଷ୍ଟ 2016. Retrieved 13 ଜୁଲାଇ 2016.

ବାହାର ଲିଙ୍କ 

[ସମ୍ପାଦନା]