ରବି ପଣ୍ଡା
ଦେଖଣା
ରବି ପଣ୍ଡା, ଜଣେ ଓଡ଼ିଆ ଗାଳ୍ପିକ । ସେ ଏକାଧିକ ଗଳ୍ପ ପୁସ୍ତକର ରଚୟିତା ।
ରଚନାବଳୀ
[ସମ୍ପାଦନା]- ଖରାରେ ଠିଆ ହୋଇଥିବା ଲୋକ
- ଗଛ ଓ ଅନ୍ୟାନ୍ୟ ଗଳ୍ପ
- କେମିତି ବଦଳିଯାଏ ମଣିଷ
- ଶୋକର ଶିଳାଲିପି
- ପୁନଶ୍ଚ ପୃଥିବୀ[୧]
ଆଧାର
[ସମ୍ପାଦନା]- ↑ "ଲେଖାଠାରୁ ଲେଖିବା ପ୍ରକ୍ରିୟାଟି ବେଶି ଗୁରୁତ୍ବପୂର୍ଣ୍ଣ". https://sambadepaper.com/. 2018-11-12. Retrieved 2026-01-19.
{{cite web}}: External link in(help)|website=