ରତ୍ନାକର ଦାସ
ଦେଖଣା
ରତ୍ନାକର ଦାସ (ଜନ୍ମ: ୧୩-୧-୧୯୪୨) ଓଡ଼ିଶା ଉଚ୍ଚ ନ୍ୟାୟାଳୟ ତଥା ଆଲାହାବାଦ ଉଚ୍ଚ ନ୍ୟାୟାଳୟର ପ୍ରାକ୍ତନ ବିଚାରପତି ।[୧][୨]
ଶିକ୍ଷା ଓ ପେଶା
[ସମ୍ପାଦନା]ଜଷ୍ଟିସ୍ ଦାସ ୧୨-୯-୧୯୬୭ରେ ଏକ ଆଡଭୋକେଟ୍ ଭାବରେ ନାମ ଲେଖାଇ ଦେୱାନୀ, ଫୌଜଦାରୀ ଓ ରେଭେନ୍ୟୁ ମାମଲାରେ ଆଇନ ବ୍ୟବସାୟ ଆରମ୍ଭ କରିଥିଲେ । ୧୦-୪-୧୯୮୫ରେ ସେ ଓଡ଼ିଶା ନ୍ୟାୟିକ ସେବାରେ ଯୋଗଦେଇଥିଲେ । ୧୦-୪-୧୯୮୫ରୁ କଟକର ଅତିରିକ୍ତ ଜିଲ୍ଲା ନ୍ୟାୟାଧୀଶ ଭାବରେ କାର୍ଯ୍ୟ କରିଥିଲେ । ୧୯୮୯ରୁ ୧୯୯୧ ଅବଧିରେ ମୟୁରଭଞ୍ଜର ଜିଲ୍ଲା ଏବଂ ଦୌରା ଜଜ୍, ୧୯୯୪ରୁ ୧୯୯୫ ଅବଧିରେ କଟକର ଜିଲ୍ଲା ଏବଂ ଦୌରା ଜଜ୍ ଏବଂ କିଛିଦିନ ଓଡ଼ିଶା ଶ୍ରମ ଅଦାଲତର ଅଧ୍ୟକ୍ଷ ଭାବରେ ମଧ୍ୟ କାର୍ଯ୍ୟ ସଂପାଦନ କରିଥିଲେ ।[୩][୪]
୧୪-୩-୧୯୯୫ରୁ ୧୯-୧୨-୧୯୯୯ ଯାଏଁ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଭାବରେ ଏବଂ ୨୦-୧୨-୧୯୯୯ରେ ଆଲାହାବାଦ ଉଚ୍ଚ ନ୍ୟାୟାଳୟର ବିଚାରପତି ଭାବରେ କାର୍ଯ୍ୟ କରିଥିଲେ।[୧]
ଆଧାର
[ସମ୍ପାଦନା]| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
- ↑ ୧.୦ ୧.୧ "Former Judge | Orissa High Court, Cuttack". www.orissahighcourt.nic.in. Retrieved 2025-01-20.
- ↑ "Hon'ble Mr. Justice Ratanakar Dash". www.allahabadhighcourt.in. Retrieved 20 January 2025.
{{cite web}}: no-break space character in|title=at position 8 (help) - ↑ "Former Judges | District Court, Cuttack | India" (in ଆମେରିକୀୟ ଇଂରାଜୀ). Archived from the original on 2025-01-23. Retrieved 2025-01-20.
- ↑ "Former Judges | District & Sessions Judge Court, Mayurbhanj | India" (in ଆମେରିକୀୟ ଇଂରାଜୀ). Archived from the original on 2025-01-13. Retrieved 2025-01-20.