ରଟିଆ
Appearance
Ratia
Ratia | |
---|---|
city | |
ଦେଶ | India |
ରାଜ୍ୟ | Haryana |
ଜିଲ୍ଲା | Fatehabad |
Government | |
• Type | Nagar Palika |
Elevation | 210 m (690 ft) |
Population (2001) | |
• Total | ୨୩,୮୨୧ |
ଭାଷା | |
• ସରକାରୀ | Hindi Punjabi |
Time zone | UTC+5:30 (IST) |
ରଟିଆ ଏକ ଭାରତୀୟ ପୌର କମିଟି (Municipal Committee) ଅଟେ । ଏହା ହରିଆଣାର fଅତେହବଦ୍ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି
[ସମ୍ପାଦନା]ରଟିଆ ୨୯.୬୮୫୪ ଉତ୍ତର ଅକ୍ଷାଂଶ ଓ ୭୫.୫୭୪୬ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୧]
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ରଟିଆ ସହରର ମୋଟ ଜନସଂଖ୍ୟା ୨୩୮୨୧ ଅଟେ ।[୨] ସେଥି ମଧ୍ୟରୁ ୫୨.୯୬% ଜଣ ପରୁଷ ହୋଇଥିବା ବେଳେ ୪୭.୦୪% ଜଣ ନାରୀ ଅଟନ୍ତି । ରଟିଆର ସାକ୍ଷରତା ହାର ୬୦.୭୭% ଅଟେ । ଏହା ଜାତୀୟ ହାରଠାରୁ ୪.୦୭% ପ୍ରତିଶତ କମ ଅଟେ । ସେଥିରୁ ୩୪.୭୮% ପ୍ରତିଶତ ପୁରୁଷ ଓ ୨୫.୯୯% ନାରୀ ଅଟନ୍ତି । ୧୪.୭୨% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷା
[ସମ୍ପାଦନା]ହିନ୍ଦୀ ରଟିଆର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.