ରଞ୍ଜିତ କୌର
Appearance
ରଞ୍ଜିତ କୌର | |
---|---|
Background information | |
ଜନ୍ମ | ୨୦ ଅକ୍ଟୋବର ୧୯୫୦ |
ଶୈଳୀ | ଲୋକଗୀତ, ଚଳଚ୍ଚିତ୍ର ଗୀତ |
ପେଷା | କଣ୍ଠଶିଳ୍ପୀ, ପ୍ରଚ୍ଛାଦପଟ ଗାୟିକା, ଅଭିନେତ୍ରୀ |
ବାଦ୍ୟଯନ୍ତ୍ର | ତୁମ୍ବି, ହାରମୋନିଅମ୍, ତବଲା |
ଲେବଲ | ଏଚ୍ଏମ୍ଭି |
ରଞ୍ଜିତ କୌର (ପଞ୍ଜାବୀ: ਰਣਜੀਤ ਕੌਰ) (ଜନ୍ମ: ୨୦ ଅକ୍ଟୋବର ୧୯୫୦)[୧] ଜଣେ ଭାରତୀୟ ପଞ୍ଜାବୀ ଗାୟିକା ।[୨][୩][୪] ସେ ପଞ୍ଜାବୀ ଗାୟକ ତଥା ରାଜନେତା ମହମ୍ମଦ ସାଦିକ୍ଙ୍କ ସହିତ ଅନେକ ଦ୍ୱେତ ସଙ୍ଗୀତ ଗାଇଛନ୍ତି ।[୫] ସେ ଜଣେ ପ୍ରଚ୍ଛଦପଟ ଗାୟିକା ଭାବରେ ତଥା ପାର୍ଶ୍ୱ ଅଭିନେତ୍ରୀ ଭାବରେ ଅନେକ ପଞ୍ଜାବୀ ଚଳଚ୍ଚିତ୍ରରେ କାର୍ଯ୍ୟ କରିଛନ୍ତି ।
ଆଧାର
[ସମ୍ପାଦନା]- ↑ "Ludhiana administration to help ailing singer Bibi Ranjit Kaur | Chandigarh News - Times of India".
- ↑ "ਨਿਊਜ਼ੀਲੈਂਡ 'ਪੰਜਾਬੀ ਕਲਚਰਲ ਫੈਸਟੀਵਲ-2011' ਵਿਚ ਪੰਜਾਬੀ ਗਾਇਕਾਂ ਵੱਲੋਂ ਰੌਣਕਾਂ". Ajit. 22 August 2011. Retrieved 16 June 2012.
- ↑ "ਨਿਊਜ਼ੀਲੈਂਡ 'ਪੰਜਾਬੀ ਕਲਚਰਲ ਫੈਸਟੀਵਲ-2011' ਵਿਚ ਪੰਜਾਬੀ ਗਾਇਕਾਂ ਵੱਲੋਂ ਰੌਣਕਾਂ". AmericanPunjabiNews. 22 August 2011. Archived from the original on 8 December 2015. Retrieved 16 June 2012.
- ↑ "ਕਾਲਜ ਵਿੱਚ ਤੀਆਂ ਮਨਾਈਆਂ". Punjabi Tribune. 11 August 2011. Retrieved 16 June 2012.
- ↑ "A song on their lips, aprayer in their hearts". The Tribune. Chandigarh. 11 January 2012. Retrieved 16 June 2012.