ରଞ୍ଜିତ କୌର

ଉଇକିପିଡ଼ିଆ‌ରୁ
ରଞ୍ଜିତ କୌର
Background information
ଜନ୍ମ (1950-10-20) ୨୦ ଅକ୍ଟୋବର ୧୯୫୦ (ବୟସ ୭୩)
ଶୈଳୀଲୋକଗୀତ, ଚଳଚ୍ଚିତ୍ର ଗୀତ
ପେଷାକଣ୍ଠଶିଳ୍ପୀ, ପ୍ରଚ୍ଛାଦପଟ ଗାୟିକା, ଅଭିନେତ୍ରୀ
ବାଦ୍ୟଯନ୍ତ୍ରତୁମ୍ବି, ହାରମୋନିଅମ୍, ତବଲା
ଲେବଲଏଚ୍ଏମ୍‌ଭି

ରଞ୍ଜିତ କୌର (ପଞ୍ଜାବୀ: ਰਣਜੀਤ ਕੌਰ) (ଜନ୍ମ: ୨୦ ଅକ୍ଟୋବର ୧୯୫୦)[୧] ଜଣେ ଭାରତୀୟ ପଞ୍ଜାବୀ ଗାୟିକା ।[୨][୩][୪] ସେ ପଞ୍ଜାବୀ ଗାୟକ ତଥା ରାଜନେତା ମହମ୍ମଦ ସାଦିକ୍‌ଙ୍କ ସହିତ ଅନେକ ଦ୍ୱେତ ସଙ୍ଗୀତ ଗାଇଛନ୍ତି ।[୫] ସେ ଜଣେ ପ୍ରଚ୍ଛଦପଟ ଗାୟିକା ଭାବରେ ତଥା ପାର୍ଶ୍ୱ ଅଭିନେତ୍ରୀ ଭାବରେ ଅନେକ ପଞ୍ଜାବୀ ଚଳଚ୍ଚିତ୍ରରେ କାର୍ଯ୍ୟ କରିଛନ୍ତି ।

ଆଧାର[ସମ୍ପାଦନା]

  1. "Ludhiana administration to help ailing singer Bibi Ranjit Kaur | Chandigarh News - Times of India".
  2. "ਨਿਊਜ਼ੀਲੈਂਡ 'ਪੰਜਾਬੀ ਕਲਚਰਲ ਫੈਸਟੀਵਲ-2011' ਵਿਚ ਪੰਜਾਬੀ ਗਾਇਕਾਂ ਵੱਲੋਂ ਰੌਣਕਾਂ". Ajit. 22 August 2011. Retrieved 16 June 2012.
  3. "ਨਿਊਜ਼ੀਲੈਂਡ 'ਪੰਜਾਬੀ ਕਲਚਰਲ ਫੈਸਟੀਵਲ-2011' ਵਿਚ ਪੰਜਾਬੀ ਗਾਇਕਾਂ ਵੱਲੋਂ ਰੌਣਕਾਂ". AmericanPunjabiNews. 22 August 2011. Archived from the original on 8 December 2015. Retrieved 16 June 2012.
  4. "ਕਾਲਜ ਵਿੱਚ ਤੀਆਂ ਮਨਾਈਆਂ". Punjabi Tribune. 11 August 2011. Retrieved 16 June 2012.
  5. "A song on their lips, aprayer in their hearts". The Tribune. Chandigarh. 11 January 2012. Retrieved 16 June 2012.