ରଞ୍ଜନା ବଘେଲ
ଦେଖଣା
ରଞ୍ଜନା ବଘେଲ | |
|---|---|
| କ୍ୟାବିନେଟ ମନ୍ତ୍ରୀ: ମହିଳା ଓ ଶିଶୁ କଲ୍ୟାଣ ବିଭାଗ | |
| କାର୍ଯ୍ୟକାଳ ୨୦୦୮ – ୨୦୧୩ | |
| ପୂର୍ବ ଅଧିକାରୀ | ଦରିୟାବ ସିଂହ ସଲୋଙ୍କି |
| ପର ଅଧିକାରୀ | ମାୟା ସିଂହ |
| ନିର୍ବାଚନ ମଣ୍ଡଳୀ | ଧାର |
| ବ୍ୟକ୍ତିଗତ ସବିଶେଷ | |
| ଜନ୍ମ | ଧାର ଜିଲ୍ଲା, ମଧ୍ୟ ପ୍ରଦେଶ, ଭାରତ |
| ରାଜନୀତିକ ଦଳ | ଭାରତୀୟ ଜନତା ପାର୍ଟି |
| ଜୀବନ ସାଥୀ | ମୁକାମ ସିଂହ କିରାଡେ |
| ଶିକ୍ଷା | ଏମ୍.ଏ., ରାଜନୀତି ବିଜ୍ଞାନ, ଇନ୍ଦୋର |
| ଶିକ୍ଷାନୁଷ୍ଠାନ | ଇନ୍ଦୋର ବିଶ୍ୱବିଦ୍ୟାଳୟ, ଇନ୍ଦୋର |
ରଞ୍ଜନା ବଘେଲ[୧][୨] ଜଣେ ଭାରତୀୟ ରାଜନୀତିଜ୍ଞ । ସେ ମଧ୍ୟ ପ୍ରଦେଶ ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ସେ ମଧ୍ୟ ପ୍ରଦେଶ ବିଧାନ ସଭାର ଜଣେ ବିଧାୟିକା ଓ ଜଣେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି ।[୩]
୨୦ ଡିସେମ୍ବର ୨୦୦୮ରେ, ସେ ମନାୱାର (ଧାର) ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୧,୦୨୧ ଖଣ୍ଡ ଭୋଟରେ ବିଜୟୀ ହୋଇ ମଧ୍ୟ ପ୍ରଦେଶ ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୪] ସେ ମଧ୍ୟ ପ୍ରଦେଶ ସରକାରରେ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ଜଣେ କ୍ୟାବିନେଟ ପାହ୍ୟା ମନ୍ତ୍ରୀ ଭାବରେ କାମ କରିଥିଲେ ।[୫]
ଆଧାର
[ସମ୍ପାଦନା]- ↑ baghel, ranjana. "22 ministers inducted in Shivraj's Cabinet". India Today. I. Retrieved 15 January 2016.
- ↑ "Madhya Pradesh 2008". myneta.info/. Retrieved 15 January 2016.
- ↑ "Former Minister Ranjana Baghel clicks a selfie during BJP state".[permanent dead link]
- ↑ "Constituency Wise Result – Madhya Pradesh". rediff.com/. rediff. Retrieved 15 January 2016.
- ↑ Baghel, Ranjana. "New ministers allocated portfolios in Madhya Pradesh". Zee News. Retrieved 15 January 2016.