ରଜନୀ ରାଏ

ଉଇକିପିଡ଼ିଆ ରୁ
Jump to navigation Jump to search

ରଜନୀ ରାଏ , iକେନ୍ଦ୍ର ଶାସିତ ରାଜ୍ୟପଣ୍ଡିଚେରୀ ( ବର୍ତମାନ ପୁଡୁଚେରି )ର ଲେଫ୍ଟନାଣ୍ଟ ଗଭରଣର ଥିଲେ । ସେ ୧୯୯୮ ମସିହାରୁ ୨୦୦୨ ମସିହା ଯାଏ ଏହି ପଦରେ ରହିଥିଲେ । ସେ ମହାରାଷ୍ଟ୍ର ରାଜ୍ୟର ନାଗପୁର ସହରର ଜଣେ ଶିକ୍ଷାବିଦ ଥିଲେ ଓ ଉଛ ମର୍ଯ୍ୟାଦା ସମ୍ପନ୍ନ ଯଏଶ୍ୱାଳ ପରିବାରରୁ ଆସିଥିଲେ । 

ବାହ୍ୟ ସଂଯୋଗ [ସମ୍ପାଦନା]