ରଘୁନାଥ ରାମାୟଣ

ଉଇକିପିଡ଼ିଆ ରୁ
Jump to navigation Jump to search

ରଘୁନାଥ ରାମାୟଣ , ମୂଳ ସଂସ୍କୃତ ରାମାୟଣର ଏକ ତେଲୁଗୁ ଭାଷାନ୍ତର । ଥଞ୍ଜାଭୁରର ନାୟକ ଶାସକ ରଘୁନାଥ ନାୟକଙ୍କଦ୍ୱାରା ଏହା ଭାଷାନ୍ତର ଅନୁବାଦ ହେଇଥିଲା । ତେବେ ଅଧୁନା ଏହି ରଚନାର କେବଳ ପ୍ରଥମ 3ଟି ଖଣ୍ଡ ଓ ଚତୁର୍ଥ ଖଣ୍ଡର କିଛି ଅଂଶ ଛଡା ବାକି ସମସ୍ତ ଦ୍ୱଂଶ ହେଇ ଉପଲବ୍ଧ ନୁହେ । 

ଆଧାର [ସମ୍ପାଦନା]

  • Rao, N. Venkata (1978). The southern school in Telugu literature. University of Madras. p. 11.