ଯୋଗେନ୍ଦ୍ର ଚନ୍ଦୋଲିୟା
ଦେଖଣା
ଯୋଗେନ୍ଦ୍ର ଚନ୍ଦୋଲିୟା | |
|---|---|
![]() | |
| ସାଂସଦ: ୧୮ଶ ଲୋକ ସଭା | |
| Assumed office ୪ ଜୁନ ୨୦୨୪ | |
| ପୂର୍ବ ଅଧିକାରୀ | ହଂସ ରାଜ ହଂସ |
| ନିର୍ବାଚନ ମଣ୍ଡଳୀ | ଉତ୍ତର-ପୂର୍ବ ଦିଲ୍ଲୀ |
| ମୁନିସିପାଲ୍ କାଉନ୍ସିଲର୍ | |
| କାର୍ଯ୍ୟକାଳ ୨୦୦୭ – ୧୦୧୭ | |
| ପର ଅଧିକାରୀ | ସୁଶିଲା ଖୋରୱାଲ |
| ବ୍ୟକ୍ତିଗତ ସବିଶେଷ | |
| ରାଜନୀତିକ ଦଳ | ଭାରତୀୟ ଜନତା ପାର୍ଟି |
| ଘର | କରୋଲ ବାଗ, ଦିଲ୍ଲୀ |
| ବୃତ୍ତି | ବ୍ୟବସାୟୀ, ରାଜନେତା |
ଯୋଗେନ୍ଦ୍ର ଚନ୍ଦୋଲିୟା ଜଣେ ଭାରତୀୟ ବ୍ୟବସାୟୀ ତଥା ରାଜନେତା । ସେ ଭାରତୀୟ ଜନତା ପାର୍ଟିର ସଦସ୍ୟ ଭାବରେ ରାଜନୀତିରେ ସକ୍ରିୟ ଅଛନ୍ତି । ସେ ଭାରତୀୟ ସଂସଦର ତଳ ସଦନ ଲୋକ ସଭାର ଜଣେ ସାଂସଦ ଭାବରେ କାର୍ଯ୍ୟ କରୁଛନ୍ତି ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ସେ ଛାତ୍ର ଜୀବନରୁ ରାଜନୀତିରେ ଯୋଗ ଦେଇଥିଲେ ଏବଂ ୨୦୦୭ ମସିହାରୁ ୨୦୧୭ ପର୍ଯ୍ୟନ୍ତ ଜଣେ ମୁନିସିପାଲ କାଉନ୍ସିଲର୍ ଭାବରେ କାର୍ଯ୍ୟ କରିଥିଲେ ।[୨] ୨୦୧୫ ଓ ୨୦୨୦ ମସିହାର ଦିଲ୍ଲୀ ବିଧାନ ସଭା ନିର୍ବାଚନରେ, ସେ କରୋଲ ବାଗ ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ ।[୩]
୨୦୨୪ ଭାରତୀୟ ସାଧାରଣ ନିର୍ବାଚନରେ, ସେ ଭାଜପାର ପ୍ରାର୍ଥୀ ଭାବରେ ଉତ୍ତର-ପଶ୍ଚିମ ଦିଲ୍ଲୀ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ ଏବଂ ଉଦିତ ରାଜଙ୍କୁ ପରାସ୍ତ କରି ୧୮ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୪]
ଆଧାର
[ସମ୍ପାଦନା]- ↑ "Dalits | Voices from the margins" (in ଇଂରାଜୀ). India Today. 13 July 2024. Archived from the original on 22 March 2025. Retrieved 22 March 2025.
- ↑ "MCD Standing Committee chairperson, deputy retain posts". Indian Express. 17 May 2011. Archived from the original on 26 January 2013. Retrieved 25 November 2011.
- ↑ "Meet Yogender Chandolia: North West Delhi candidate for Lok Sabha election 2024". India Today (in ଇଂରାଜୀ). 2024-05-24. Retrieved 2024-06-05.
- ↑ "दिल्ली की नॉर्थ वेस्ट सीट पर कांग्रेस के उदित राज की बड़ी हार, योगेंद्र चंदोलिया जीते". Republic Bharat (in ହିନ୍ଦୀ). 2024-06-04. Retrieved 2024-06-05.
