ଯୋଗିନୀ
| ଯୋଗିନୀ | |
|---|---|
| ନିର୍ଦ୍ଦେଶକ | ବିୟୋତ ପ୍ରଜ୍ଞା ତ୍ରିପାଠୀ |
| ପ୍ରଯୋଜକ | ସୁସ୍ମିତା ଦାସ ବିୟୋତ ପ୍ରଜ୍ଞା ତ୍ରିପାଠୀ |
| ଚିତ୍ରନାଟ୍ୟ | ବିୟୋତ ପ୍ରଜ୍ଞା ତ୍ରିପାଠୀ |
| କାହାଣୀ | ବିୟୋତ ପ୍ରଜ୍ଞା ତ୍ରିପାଠୀ |
| ବର୍ଣ୍ଣନା | ହରପ୍ରସାଦ ଦାସ |
| ସଙ୍ଗୀତ | ଓମପ୍ରକାଶ ମହାନ୍ତି |
| ଚିତ୍ରଗ୍ରହଣ | ଧୃବାନନ୍ଦ ପଣ୍ଡା |
| ସମ୍ପାଦକ | ରାଜେଶ ଦାଶ |
ମୁକ୍ତିଲାଭ ତାରିଖ | ୨୦ ଜାନୁଆରୀ ୨୦୨୪ |
କଥାଚିତ୍ରର ସମୟ | ୮୭ ମିନିଟ୍ |
| ଦେଶ | |
| ଭାଷା | ଓଡ଼ିଆ |
ଯୋଗିନୀ ୨୦୨୪ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୁସ୍ମିତା ଦାସ ଓ ବିୟୋତ ପ୍ରଜ୍ଞା ତ୍ରିପାଠୀ । ବିୟୋତ ପ୍ରଜ୍ଞା ତ୍ରିପାଠୀ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ଓମପ୍ରକାଶ ମହାନ୍ତି ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
ବିୟୋତ ପ୍ରଜ୍ଞା ତ୍ରିପାଠୀ, ଅନୁଭା ସୌର୍ଯ୍ୟା, ଶାହାରୁଖ ନାଗ, ପ୍ରଦୀପ ନାଗ, ସୁଧା ରାଣୀ ଦାଶ, ରଶ୍ମିପ୍ରିୟା ଲେଙ୍କା, ମୋନାଲିସା ବେଉରିଆ, ନିକିତା ଜେନା, ରାଜଶ୍ରୀ ସ୍ୱାଇଁ, ସୁହାନୀ ଦାସ, ଦୁଲାରୀ ମାଝି, ପାୟଲ ଜେନା, ପଲ୍ଲବୀ ସ୍ୱାଇଁ, ନିକିତା ମିଶ୍ର, ଦୀପକ କୁମାର କ୍ଷେତ୍ରୀ, ଜୋତ୍ସ୍ନାରାଣୀ ସିଂହ, ଲିପାଞ୍ଜଳୀ ସ୍ୱାଇଁ, ଅନିତା ସ୍ୱାଇଁ, ଅନିତା ମଲ୍ଲିକ, ଅନଙ୍ଗଦେବ ମଲ୍ଲିକ, ସୁରେଶ ନାୟକ, ଅସୀତ କୁମାର ସାହୁ, ରାଜ କିରଣ ସୁବୁଦ୍ଧି, ମାନମୟୀ ମହାପାତ୍ର, ଯଶୋଦା ବାତିକ, ପ୍ରଦୀପ୍ତ ସାହୁ, ଦେବସ୍ମିତା ନୟାଜ, ନିରୁପମା ସୁବୁଦ୍ଧି, ରାଜଶ୍ରୀ ବିଦେଶୀ, ପୂଜାଲିନ ନାୟକ, ରଜନୀ ଗୋଛାୟତ, ମଧୁସ୍ମିତା ସ୍ୱାଇଁ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ୨୦ ଜାନୁଆରୀ ୨୦୨୪ରେ ଏହି କଥାଚିତ୍ରଟି ଦିଲ୍ଲୀଠାରେ ସ୍ୱତନ୍ତ୍ର ଭାବରେ ମୁକ୍ତିଲାଭ କରିଥିଲା ।[୧]
ଅଭିନୟ
[ସମ୍ପାଦନା]- ବିୟୋତ ପ୍ରଜ୍ଞା ତ୍ରିପାଠୀ
- ଅନୁଭା ସୌର୍ଯ୍ୟା
- ଶାହାରୁଖ ନାଗ
- ପ୍ରଦୀପ ନାଗ
- ସୁଧା ରାଣୀ ଦାଶ
- ରଶ୍ମିପ୍ରିୟା ଲେଙ୍କା
- ମୋନାଲିସା ବେଉରିଆ
- ନିକିତା ଜେନା
- ରାଜଶ୍ରୀ ସ୍ୱାଇଁ
- ସୁହାନୀ ଦାସ
- ଦୁଲାରୀ ମାଝି
- ପାୟଲ ଜେନା
- ପଲ୍ଲବୀ ସ୍ୱାଇଁ
- ନିକିତା ମିଶ୍ର
- ଦୀପକ କୁମାର କ୍ଷେତ୍ରୀ
- ଜୋତ୍ସ୍ନାରାଣୀ ସିଂହ
- ଲିପାଞ୍ଜଳୀ ସ୍ୱାଇଁ
- ଅନିତା ସ୍ୱାଇଁ
- ଅନିତା ମଲ୍ଲିକ
- ଅନଙ୍ଗଦେବ ମଲ୍ଲିକ
- ସୁରେଶ ନାୟକ
- ଅସୀତ କୁମାର ସାହୁ
- ରାଜ କିରଣ ସୁବୁଦ୍ଧି
- ମାନମୟୀ ମହାପାତ୍ର
- ଯଶୋଦା ବାତିକ
- ପ୍ରଦୀପ୍ତ ସାହୁ
- ଦେବସ୍ମିତା ନୟାଜ
- ନିରୁପମା ସୁବୁଦ୍ଧି
- ରାଜଶ୍ରୀ ବିଦେଶୀ
- ପୂଜାଲିନ ନାୟକ
- ରଜନୀ ଗୋଛାୟତ
- ମଧୁସ୍ମିତା ସ୍ୱାଇଁ
ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଓମପ୍ରକାଶ ମହାନ୍ତି । ଗୀତିକାର ହରପ୍ରସାଦ ଦାସ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । କଣ୍ଠଶିଳ୍ପୀ ସୁସ୍ମିତା ଦାସ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୨]
ଗୀତ
[ସମ୍ପାଦନା]| କ୍ରମ | ଗୀତ | ସମୟ |
|---|
ଆଧାର
[ସମ୍ପାଦନା]- ↑ Ganguly, Subhechcha (2024-01-21). "Experience the potency of 'YOGINI,' an experimental film co-produced by Susmita Das and Biyotprajna Tripathy". Interview Times (in ଆମେରିକୀୟ ଇଂରାଜୀ). Retrieved 2026-08-19.
- ↑ "Ollywood News; "ଯୋଗିନୀ" ଏକ ସଙ୍ଗୀତ ଭିତ୍ତିକ ଚଳଚ୍ଚିତ୍ରର ଶୁଭମୁକ୍ତି". zee-odisa. Archived from the original on 2026-08-19. Retrieved 2026-08-19.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଯୋଗିନୀ