Jump to content

ଯୀଶୁ ଦାଶଗୁପ୍ତା

ଉଇକିପିଡ଼ିଆ‌ରୁ
ଯୀଶୁ ଦାଶଗୁପ୍ତା
ଜନ୍ମ(1956-09-03)୩ ସେପ୍ଟେମ୍ବର ୧୯୫୬
ଜେସ୍ସୋର, ଖୁଲନା, ପୂର୍ବ ପାକିସ୍ତାନ
ମୃତ୍ୟୁ୨୧ ଡିସେମ୍ବର ୨୦୧୨(2012-12-21) (ବୟସ ୫୬)
ଜାତୀୟତାଭାରତୀୟ
ବୃତ୍ତି(ସମୂହ)ନିର୍ଦ୍ଦେଶକ, ସିନେମାଟୋଗ୍ରାଫର୍, ପ୍ରଯୋଜକ, ଅଭିନେତା

ଯୀଶୁ ଦାଶଗୁପ୍ତା (୩ ସେପ୍ଟେମ୍ବର ୧୯୫୬[] – ୨୧ ଡିସେମ୍ବର ୨୦୧୨) ଜଣେ ଭାରତୀୟ ଅଭିନେତା, ନିର୍ଦ୍ଦେଶକ, ପ୍ରଯୋଜକ ଓ ସିନେମାଟୋଗ୍ରାଫର୍ ଥିଲେ । ସେ ମୁଖ୍ୟତଃ ବଙ୍ଗଳା ଭାଷାର ଟିଭିରେ କାମ କରୁଥିଲେ ।[] ନଅ ମାସ ଧରି କର୍କଟ ରୋଗରେ ପୀଡ଼ିତ ହେବା ପରେ, ୨୧ ଡିସେମ୍ବର ୨୦୧୨ରେ କଲିକତାର ଏକ ଡାକ୍ତରଖାନାରେ ମୃତ୍ୟୁବରଣ କରିଥିଲେ ।[][]

ଅଭିନୟ ଜୀବନ

[ସମ୍ପାଦନା]

ଟେଲିଭିଜନ

[ସମ୍ପାଦନା]
ନିର୍ଦ୍ଦେଶକ ଭାବରେ[]
  • ଭୋରେର ଖୁବ କଚେ
  • ବାଲିକା ବଧୂ
  • ଉତ୍ସବେର ରାତ୍ରୀ
  • ଏକୋନ ଶକାଲ
  • ଚୁନି-ପନ୍ନା
  • ଦେ ରେ
  • କୁଆଶା ଜାଖୋନ
  • ମନୁଷ
  • ନାଚବେ ରାଧା
  • ନାନା ରାଙ୍ଗେର ଦିନ
  • ତିଥିର ଅତିଥି
  • ଶିଶିରେର ଶବ୍ଦୋ
ଅଭିନେତା ଭାବରେ[]
  • ଅଭିନୟନୋୟ (୧୯୮୩)
  • ଅଦାଲତା ଓ ଏକଟି ମେୟେ (୧୯୮୨)
  1. Times Of India Obituary
  2. "Jishu Dasgupta passes away". Archived from the original on 26 December 2012. Retrieved 26 December 2012.
  3. "Eminent Bengali film, TV director Jishu Dasgupta dies at 53". IBN Live. Dec 21, 2012. Archived from the original on December 23, 2012. Retrieved 26 December 2012.
  4. "Jishu Dasgupta dead". Business Standard. December 21, 2012. Retrieved 26 December 2012.
  5. Anandabazar Patrika Article in Bengali
  6. "Gomolo Profile". Archived from the original on 2016-03-04. Retrieved 2025-07-05.